"ଜୟଦ୍ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରେ +ରେ )
୨୦ କ ଧାଡ଼ି:
କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଜୟଦ୍ରଥ ସ୍ଵାଭାବିକ ଭାବରେ କୌରବ ମାନଙ୍କ ସହ ଯୋଗ ଦେଇ ପାଣ୍ଡବ ସେନା ଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଦ୍ରୋଣଚାର୍ଜ୍ୟ ଙ୍କ ଦ୍ଵାରା ପ୍ରଣିତ ଚକ୍ରବୁହ୍ୟ ରଚନାରେ ଜୟଦ୍ରଥ ନେତୃତ୍ଵ ନେଇ ପାଣ୍ଡବ ମାନଙ୍କୁ ଅସୁବିଧାରେ ପକେଇଲେ । କେହି ପାଣ୍ଡବ ସେ ଚକ୍ରବୁହ୍ୟ ଭେଦ କରିବାରେ ସମର୍ଥ ନ ହେବାରୁ ଅର୍ଜୁନ ଙ୍କ ପୁତ୍ର ବାଳକ ଅଭିମନ୍ୟୁ ଅଲୌକିକ ଶକ୍ତି ବଳରେ ସେହି ଚକ୍ରବୁହ୍ୟ ଭେଦ କରିବାକୁ ସମର୍ଥ ହେଲେ । କିନ୍ତୁ ସେ ଚକ୍ରବୁହ୍ୟ ଭିତରେ କୌରବ ମାନଙ୍କୁ ପରାସ୍ତ କଲା ପରେ ବାହାର କୁ ଆସିବାର କୌଶଳ ଶିଖି ନଥିବାରୁ ବାହାରି ପାରିଲେ ନାହି । ତେଣୁ ସେ ଅନ୍ୟତ୍ର ଯୁଦ୍ଧରେ ମଗ୍ନ ଥିବା ଅନ୍ୟ ପାଣ୍ଡବ ମାନଙ୍କ ଠାରୁ ଅଲଗା ହେଇଗଲେ । ଏକାକୀ ଅଭିମନ୍ୟୁ କୌରବ ମାନଙ୍କ ସମ୍ମିଳିତ ଆକ୍ରମଣରେ ବର୍ବର ଭାବେ ନିହତ ହେଲେ । 
 
ପାଣ୍ଡବ ମାନେ ଅଭିମନ୍ୟୁ ଙ୍କୁ ଉଦ୍ଧାର କରିବାକୁ   ଭିତର କୁ ଯିବାର ଯେତେ ଉଦ୍ୟମ କଲେ ମଧ୍ୟ ଜୟଦ୍ରଥ ଶିବ ଙ୍କ ଠାରୁ ପାଇଥିବା ବର ବଳରେ ସମସ୍ତ ପାଣ୍ଡବ ଶକ୍ତି ଙ୍କୁ ଅଟକେଇ ରଖିବାରେ ସମର୍ଥ ହେଇଥିଲେ । ଅର୍ଜୁନ ଅଭିମନ୍ୟୁ ଙ୍କ ମୃତ୍ୟୁର କାରଣ ଜୟଦ୍ରଥ ବୋଲି ଜାଣି ତାଙ୍କୁ ନିହତ କରିବାର ଶପଥ ନେଲେ । ଆର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଜୟଦ୍ରଥ ଙ୍କୁ ନିହତ କରିବାକୁ ଅର୍ଜୁନ ତାଙ୍କର ପ୍ରତିଙ୍ଗ୍ୟା କଲେ , ନ ପାରିଲେ ନିଜେ ମଶାଣି ଶିଖା ରେଶିଖାରେ ଆତ୍ମାହୁତି ଦେବି ବୋଲି କହିଲେ । ୧୪ ଶ ଦିନର ଯୁଦ୍ଧ ଏହା ଉପରେ ପର୍ଜ୍ୟବେଶିତ ହେଲା । 
 
== ଅର୍ଜୁନ ଙ୍କ ପ୍ରତିଶୋଧ ==
"https://or.wikipedia.org/wiki/ଜୟଦ୍ରଥ"ରୁ ଅଣାଯାଇଅଛି