"ଟାର୍ଗେଟ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (Bot: Automated text replacement (- ରେ +ରେ ))
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଟାର୍ଗେଟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ ଚଲଚ୍ଚିତ୍ରର ଜଣାଶୁଣା ଅଭିନେତା [[ମିହିର ଦାସ]]ଙ୍କ ପୁଅ [[ଅମ୍ଳାନ]] ଏହି ଚଳଚ୍ଚିତ୍ର ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ନାୟକ ଭୂମିକାରେ ପାଦ ରଖିଥିଲେ ।<ref name=target>{{cite web|title=Target oriya movie mahurat|url=http://incredibleorissa.com/oriyafilms/target-oriya-movie-mahurat/|publisher=Incredible Odisha|accessdate=23 August 2016}}</ref> ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] । [[ଅଭିଜିତ ମଜୁମଦାର]] ଏବଂ [[ରବି ନାରାୟଣ ନନ୍ଦ]] ଉଭୟ ସଂଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପ୍ରଥମ ଥର ପାଇଁ [[ଅପରାଜିତା ମହାନ୍ତି]] ଏବଂ [[ମହାଶ୍ୱେତା ରାୟ]] ଏକା ସଙ୍ଗରେ ଗୋଟିଏ ଚଳଚ୍ଚିତ୍ରରେ କାମ କରଥିଲେ ।<ref name=target></ref> ମାଆ ତାରିଣୀ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।<ref>{{cite news|title=Amlan’s debut released allover odisha|url=http://odialive.com/amlans-debut-released-allover-odisha/|accessdate=23 August 2016|newspaper=Odia Live|date=12 April 2013}}</ref>
 
{{Infobox film
| name = ଟାର୍ଗେଟ
| gross =
}}
 
==ଅଭିନୟ==
୩୩,୧୫୦

ଗୋଟି ସମ୍ପାଦନା