"୧୭ ଜୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୪ କ ଧାଡ଼ି:
 
== ଘଟଣାବଳୀ ==
* ୧୭୭୫- ବଂକର ହିଲର ଯୁଦ୍ଧ ରେଯୁଦ୍ଧରେ ବ୍ରିଟିସ ସେନା ଆମେରିକାର ମହାଦ୍ଵୀପୀୟ ସେନାକୁ ପରାଜିତ କଲା କିନ୍ତୁ ତାକୁ ଏହି ଯୁଦ୍ଧରେ ଭାରୀ କ୍ଷତି ଉଠେଇବା ପଡ଼ିଥିଲା । ମହାଦ୍ଵୀପୀୟ ସେନା ଶିଘ୍ରାତୀ ଶିଘ୍ର ନିଜକୁ ପୁନର୍ସଂଯୋଜିତ କରି ନେଲା ଏବଂ ଆମେରିକାର ସ୍ଵାଧୀନତା ସଂଗ୍ରାମ ଜାରୀ ରହିଲା ।
* ୧୮୮୫- ଷ୍ଟେଚ୍ୟୁ ଅଫ ଲିବର୍ଟୀ ଫ୍ରାନ୍ସରୁ ଯୁକ୍ତରାଷ୍ଟ୍ର ଆମେରିକା ଜଳପଥ ଯୋଗେ ନ୍ୟୁୟର୍କ ବନ୍ଦରରେ ଆସି ପହଁଚିଲା ।
* ୧୯୩୮- ଜାପାନ , ଚୀନ ଵିରୋଧ ରେଵିରୋଧରେ ଯୁଦ୍ଧ ଘୋଷଣା କଲା ।
* ୧୯୪୪- ଆଇସଲୈଂଡ କୁ ଡେନମାର୍କ ଠାରୁ ସ୍ଵଧୀନତତା ମିଳିଲା ।
* ଜର୍ମନୀ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ରେଯୁଦ୍ଧରେ ସମର୍ପଣ କଲା ।
* ୨୦୧୨- ମିଶରର ଇତିହାସ ରେଇତିହାସରେ ପ୍ରଥମ ଥର ରାଷ୍ଟ୍ରପତିପଦ ପାଇଁ ସାଧାରଣ ନିର୍ବାଚନ ହେଲା ।
* ଚୀନର " ଶନଚୋ-୯" ଅଂତରିକ୍ଷ ଯାନ ପ୍ରକ୍ଷେପିତ କରାଯିବାପରେ ନିଶ୍ଚିତ କକ୍ଷା ରେକକ୍ଷାରେ ପହଁଚିବାରେ ସଫଳ ହେଲା ।
 
== ଜନ୍ମ ==
୧୯ କ ଧାଡ଼ି:
== ମୃତ୍ୟୁ ==
* ୧୬୩୨- ମୁମତାଜ ମହଲ, ମୁଗଲ ବାଦଶାହ ଶାହଜହାଁ ଙ୍କର ପତ୍ନୀ
* ୧୮୫୮- ରାଣୀ ଲକ୍ଷ୍ମୀ ବାଈ, ୧୮୫୭ ରେ୧୮୫୭ରେ ଘଟିତ ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମର ନାୟିକା ଝାଁସୀ ରାଜ୍ୟର ରାଣୀ
* [[୧୯୯୦]]- [[ଜ୍ଞାନୀନ୍ଦ୍ର ବର୍ମା]], ଅନୁବାଦକ (ଜନ୍ମ: ୧୯୧୬)
== ପର୍ବପର୍ବାଣୀ ==
"https://or.wikipedia.org/wiki/୧୭_ଜୁନ"ରୁ ଅଣାଯାଇଅଛି