"ୟଦାଗିରିଗୁଟ୍ଟା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
{{Infobox Hindu temple|name=Yadadri Temple|image=Yadagirigutta temple main Gopuram.jpg|image_size=270px|alt=[[Bhongir]] [[town]]|caption=Lakshminarasimha Swamy Temple Gopuram|pushpin_map=India Telangana#India|latd=17.5892|longd=78.9446|map_caption=Location in Telangana|proper_name=యాదగిరిగుట్ట <br> యాదాద్రి|country=[[India]]|state=[[Telangana]]|district=[[Yadadri Bhuvanagiri district|Bhuvanagiri ]]|location=[[Bhongir]]|coordinates_region=IN|coordinates_display=title|primary_deity=[[Lord Narasimha]]|architecture=[[Dravidian Architecture|Dravidian]]}}
[[ଫାଇଲ:Bhongir_Fort_-_Entrance_view.JPG|thumb|Also visit Bhongir Fort, which Asia's second biggest mountain with single stone elephant shaped about 600 m height]]
'''ୟଦାଗିରିଗୁଟ୍ଟା  ''' ଯାଦଦ୍ରି ନାମ ରେନାମରେ ମଧ୍ୟ ପରିଚିତ ,<ref>http://www.deccanchronicle.com/150306/nation-current-affairs/article/yadagirigutta-now-renamed-yadadri</ref> ଭାରତୀୟ ରାଜ୍ୟ ତେଲେଙ୍ଗନାର ଯଦାଗିରି ଭୁବନଗିରି ଜିଲ୍ଲା ରେଜିଲ୍ଲାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହା ଏକ ପାହାଡ ଉପରେ ଅବସ୍ଥିତ । ଏଠାରେ ଭଗବାନ ବିଷ୍ଣୁ ଙ୍କ ନରସିଂହ ଅବତାର ଆରାଧ୍ୟ ଦେବତା ଭାବରେ ପୂଜିତ ହୁଅନ୍ତି । 
 
== ଇତିହାସ ==
 ସନ୍ଥ ଯାଦବ ଏଠାରେ ଭଗବାନ ବିଷ୍ଣୁ ଙ୍କୁ ତାଙ୍କର 3 ତୀ ଅବତାର ରେଅବତାରରେ ଦର୍ଶନା ଦେବାକୁ ତପସ୍ୟା କରିଥିଲେ । ସେ ଭଗବାନ ଙ୍କୁ ଜ୍ଵାଳା ନରସିଂହ , ଗନ୍ଧଭେରେନ୍ଦ୍ର ନରସିଂହ ଓ ଯୋଗାଣନ୍ଦ ନରସିଂହ ଭାବରେ ଏହି ପର୍ବତ ରେପର୍ବତରେ ଆସ୍ଥାନ କରି ରହିବାକୁ ଅନୁରୋଧ କରିଥିଲେ । ତାଙ୍କ ନାମାନୁସାରେ ଏଠାରେ ଲକ୍ଷ୍ମୀ ନର ସିଂହ ଦେବା ମନ୍ଦିର ନିର୍ମିତ ହେଲା ଓ ସ୍ଥାନ କୁ ୟଦାଗିରି କୁହାଗଲା । ଏଠାରେ ଏକ ବିଶାଳ ଗୁମ୍ଫା ରହିଛି । କୁହାଯାଏ ଭକ୍ତ ନିଷ୍ଠାର ସହ ଏଠାରେ ଯାହା ମାଗିଲେ ନିଶୟ ମନୋସ୍କାମନା ପୂର୍ଣ ହେଇଥାଏ । <ref>[https://books.google.co.in/books?id=djI5mL2qeocC&printsec=frontcover&dq=yadagirigutta+history+book&hl=en&sa=X&ved=0ahUKEwiwtuqh1ZPRAhXFgI8KHbxEAI0Q6AEIMjAF#v=onepage&q&f=true | Spiritual India Handbook By Stephen Knapp]</ref><ref>[https://books.google.co.in/books?id=l3UcAAAAMAAJ&q=yadagirigutta+history+book&dq=yadagirigutta+history+book&hl=en&sa=X&ved=0ahUKEwiwtuqh1ZPRAhXFgI8KHbxEAI0Q6AEILzAE | History of the Cult of Narasimha in Telangana, Andhra Pradesh]</ref>
 
ମନ୍ଦିରର ପୁନର୍ବିନ୍ୟାସ ପାଇଁ ପଦକ୍ଷେପ ସରକାର ଙ୍କ ତରଫ ରୁ କରାଯାଉଛି । t.<ref>http://www.deccanchronicle.com/150901/nation-current-affairs/article/yadadri-temple-layout-finalised</ref>