"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୮୯ କ ଧାଡ଼ି:
ସେପ୍ଟେମ୍ବର ୨୦୧୫ର ସ୍ଥିତି ଅନୁସାରେ ହ୍ଵାଟ୍ସଆପ ୯୦ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ସହିତ ଏହା ବିଶ୍ୱର ଦ୍ଵିତୀୟ ଲୋକପ୍ରିୟ ତତ୍‌କ୍ଷଣାତ୍ ବାର୍ତ୍ତା ପ୍ରେରଣକାରୀ ସେବା ଭାବରେ ପରିଚିତ ହେଲା ।
 
ଫେସବୁକ ଇନ୍ସ ୧୯ ଫେବୃଆରୀ ୨୦୧୪ ରେ, ହ୍ଵାଟ୍ସଆପ ଇନ୍ସକୁ ୧୯ ଆରବ୍ ଡଲାର୍ ରେଡଲାର୍ରେ କିଣିଥିଲା ।
 
 
୯୫ କ ଧାଡ଼ି:
==ଇତିହାସ==
 
ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ ୨୦୦୯ ମସିହାରେ ହ୍ଵାଟ୍ସଆପ ଇନ୍ସକୁ ପ୍ରତିଷ୍ଠା କରିଥିଲେ । ସେତେବେଳେ ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ, ୟାହୁ!ର କର୍ମଚାରୀ ଥିଲେ । ସେପ୍ଟେମ୍ବର ୨୦୦୭ ମସିହାରେ ସେ ଦୁହେଁ ନିଜର କର୍ମରୁ ବିରତି ନେଇ ଦକ୍ଷିଣ ଆମେରିକା ଗସ୍ତରେ ଯାଇଥିଲେ । ସେହି ସମୟରେ ସେମାନେ [[ଫେସବୁକ]]ରେ ନିଯୁକ୍ତି ପାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ବର୍ଜିତ ହୋଇଥିଲେ ।ଜାନୁଆରୀ ୨୦୦୯ ମସିହାରେ ସେ ଏକ ଆଇ ଫୋନ୍ କିଣିଥିଲେ ଏବଂ ତାର ବୃଦ୍ଧି ହେଉଥିବା ଆପ୍‌ର ବ୍ୟବସାୟ ଦେଖି ସେ ଚକିତ ହୋଇଯାଇଥିଲେ । ସେମାନେ ଆଲେକ୍ସ ଫିସ୍‌ମ୍ୟାନ୍‌ଙ୍କ ସହିତ, ଆଇ ଫୋନ‌ର ଜଣେ ଉନ୍ନତିକାରକ ଆଇଗୋର୍ ସୋଲେମୋନିକୋଭ୍‌ଙ୍କ ମିଳିତ ଚେଷ୍ଟା ଫଳରେ ହ୍ଵାଟ୍ସଆପର ପ୍ରତିଷ୍ଠା କରିଥିଲେ ।ଜାନ୍ କୋଉମ‌ଙ୍କ ଜନ୍ମଦିନ, ଫେବୃଆରୀ ୨୪, ୨୦୦୯ ରେ୨୦୦୯ରେ ହ୍ଵାଟ୍ସଆପ ଇନ୍ସକୁ କାର୍ଲିଫର୍ଣ୍ଣିଆ ଠାରେ ଉତ୍ପାଦାନ ଭାବେ ଅନ୍ତର୍ଭୁକ୍ତ କରିଥିଲେ । କିନ୍ତୁ ପ୍ରାରମ୍ଭରେ ହ୍ଵାଟ୍ସଆପ ଠିକ୍ ଭାବରେ ପରିଚାଳିତ ହୋଇନଥିଲା ।
 
ଜୁନ୍ ୨୦୦୯ ରେ୨୦୦୯ରେ ଆପଲ୍‌ର ପୁଶ୍ ନୋଟିଫିକେସନ୍‌ସର ଉଦ୍ଭାବନ ହେବା ପରେ ହ୍ଵାଟ୍ସଆପର ନୂତନ ରୂପ ହ୍ଵାଟ୍ସଆପ ୨.୦ ଭାବରେ ଦେଖିବାକୁ ମିଳିଥିଲା ଏବଂ ଏହା ସହିତ ହ୍ଵାଟ୍ସଆପର ବ୍ୟବହାରକାରୀଙ୍କ ସଂଖ୍ୟା ୨୫୦,୦୦୦କୁ ବୃଦ୍ଧି ପାଇଥିଲା ।କୋଉମ ହ୍ଵାଟ୍ସଆପର ସଫଳତାକୁ ଦେଖି, ଅକ୍ଟନ ଏବଂ ୟାହୁ!ର କେତେକ ଅବସର ପ୍ରାପ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ନଭେମ୍ବର ୨୦୦୯ ରେ୨୦୦୯ରେ ହ୍ଵାଟ୍ସଆପକୁ ଆଇ ଫୋନ୍ ଷ୍ଟୋର୍‌ରେ ଔପଚାରିକ ଭାବରେ ଆରମ୍ଭ କରିଥିଲେ । କୋଉମ ତାଙ୍କର ଏକ ବନ୍ଧୁ କ୍ରିସ୍ ଫିସ୍‌ମ୍ୟାନ୍‌ଙ୍କୁ କହି ବ୍ଲାକବେରୀ ପାଇଁ ଦୁଇ ମାସ ମଧ୍ୟରେ ହ୍ଵାଟ୍ସଆପକୁ ନିର୍ମିତ କରାଇଲେ ।
 
ଡିସେମ୍ବର ୨୦୦୯ରେ ଆଇ ଫୋନ୍ ମାନଙ୍କରେ ପ୍ରଚଳିତ ହେଉଥିବା ହ୍ଵାଟ୍ସଆପ, ଛବିକୁ ବାର୍ତ୍ତା ପ୍ରେରଣ ମାଧ୍ୟମରେ ପଠାଇବାର ସକ୍ଷମ ହେଲା । ଏବଂ ୨୦୧୧ ମସିହାର ଆରମ୍ଭରୁ, ହ୍ଵାଟ୍ସଆପକୁ ଆଇ ଫୋନ୍‌ର ଷ୍ଟୋରରେ ପ୍ରଥମ ୨୦ ମଧ୍ୟରେ ଦେଖିବାକୁ ମିଳିଥିଲା ।
 
ଫେବୃଆରୀ ୨୦୧୩ ମଧ୍ୟରେ ହ୍ଵାଟ୍ସଆପରେ ୨୦୦୦ ଲକ୍ଷ କ୍ରିୟାଶୀଳ ବ୍ୟବହାରକାରୀ ଏବଂ ୫୦ରୁ ଉର୍ଦ୍ଧ କର୍ମଚାରୀ ଯୋଡ଼ିହୋଇଥିଲେ । ଡିସେମ୍ବର ୨୦୧୩ ବ୍ଲଗ ପୋଷ୍ଟରେ ହ୍ଵାଟ୍ସଆପ ଦାବି କରିଥିଲା ଯେ, ପ୍ରତି ମାସ ୪୦୦୦ ଲକ୍ଷ ବ୍ୟବହାରକାରୀ ଏହି ସୁବିଧା ଉପଲବ୍ଧ କରୁଅଛନ୍ତି । ଏପ୍ରିଲ ୨୦୧୪ର କଳନା ହିସାବରେ ହ୍ଵାଟ୍ସଆପରେ ମାସିକ ୫୦୦୦ଲକ୍ଷ ବ୍ୟବହାରକାରୀ ଥିଲେ । ଏହା ସହିତ ପ୍ରତିଦିନ ହିସାବରେ ୭୦୦୦ ଲକ୍ଷ ଛବି, ୧୦୦୦ ଲକ୍ଷ ଭିଡିଓ ଏବଂ ୧୦ ଆରବ ବାର୍ତ୍ତା ହ୍ଵାଟ୍ସଆପର ବାର୍ତ୍ତା ପ୍ରେରଣକାରୀ ପ୍ରଣାଳୀ ପରିଚାଳିତ କରୁଥିଲା । ପ୍ରତିଦିନ ୨୫୦ ଲକ୍ଷ ବ୍ୟବହରକାରୀ ଏହି ସେବାରେ ଯୋଡ଼ିହେଉଛନ୍ତି ।ଭାରତବର୍ଷରୁ ୬୫୦ ଲକ୍ଷ ଲୋକ ହ୍ଵାଟ୍ସଆପରେ ଏହି ତତ୍-କ୍ଷଣ ବାର୍ତ୍ତା ପ୍ରେରଣ ସେବା ଉପଭୋଗ କରୁଅଛନ୍ତି ଏବଂ ଏମାନେ ବିଶ୍ୱର ଦଶ ପ୍ରତିଶତ ବ୍ୟବହରକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । ଜାନୁଆରୀ ୨୦୧୫ ରେ୨୦୧୫ରେ ହ୍ଵାଟ୍ସଆପ ବିଶ୍ୱର ଅଧିକାଂଶ ବ୍ୟବହୃତ ତତ୍‌କ୍ଷଣ ବାର୍ତ୍ତା ପ୍ରେରଣକାରୀ ଆପ୍ ଭାବେ ପ୍ରସିଦ୍ଧ ହେଲା ।
 
ଫେବୃଆରୀ ୧୯, ୨୦୧୪ରେ ହ୍ଵାଟ୍ସଆପ ୧.୫ ଆରବ ଡଲାରର ଦୁଃସାହସିକ ଅର୍ଥଯୋଗାଣ କରିବାରେ ସଫଳ ହୋଇଥିଲା । ଏହି ତାରିଖରେ ଫେସବୁକ ଘୋଷଣା କରିଥିଲା ଯେ, ସେ ୧୯ ମିଲିୟନ ଆରବ ଡ଼ଲାରରେ ହ୍ଵାଟ୍ସଆପକୁ କିଣିବାକୁ ଯାଉଛି ଏବଂ ଏହା ଫେସବୁକର ବଡ ସଫଳତା ଥିଲା । ସେହି ସମୟରେ ଫେସବୁକର ହ୍ଵାଟ୍ସଆପ କୁ ୧୯ ମିଲିୟନ ଆରବ ଡ଼ଲାରରେ କିଣିବା ସବୁଠାରୁ ବଡ କ୍ରୟ ଥିଲା ।
୧୧୯ କ ଧାଡ଼ି:
 
==ହ୍ଵାଟ୍ସଆପ ଭିଡିଓ କଲ==
ଅକ୍ଟୋବର ୨୦୧୬ ମସିହାରେ ହ୍ଵାଟ୍ସଆପ, ନିଜର ବହୁ ଚର୍ଚିତ ଭିଡିଓ କଲ ବ୍ୟବସ୍ତାଟି ପ୍ରଥମଥର ପାଇଁ ନିଜର ବିଟା ବ୍ୟବ‌ହାରକାରୀଙ୍କ ପାଇଁ ଆଣି ଦେଇଥିଲା । ଏହି ଭିଡିଓ କଲ ବ୍ୟବ‌ହାର କରି ବ୍ୟବ‌ହାରକାରୀ ନିଜ ବାନ୍ଧୁ ମାନଙ୍କ ସହିତ ଭିଡିଓ ମାଧ୍ୟମ ରେମାଧ୍ୟମରେ ବାର୍ତ୍ତାଳାପ ମଧ୍ୟ କରିପାରିବ । ପ୍ରଥମ କରି ଏହି ବ୍ୟବସ୍ଥାଟି ଉଇନ୍ଡୋଜ ଫୋନରେ ଅସି ଥିଲା, ଏବଂ ଦୁଇ ଦିନ ମଧ୍ୟରେ ଆଣ୍ଡ୍ରୋଏଡ ବ୍ୟବ‌ହାରକାରୀଙ୍କ ପାଖରେ ପ‌ହାଞ୍ଚିଥିଲା ।
 
==ହ୍ଵାଟ୍ସଆପ କ୍ରିପ୍ଟୋଗ୍ରାଫି==
୧୪୨ କ ଧାଡ଼ି:
ମେ ୨୦୧୪ରେ ହ୍ଵାଟ୍ସଆପ ୫୦୦ ଲକ୍ଷ ଭାରତୀୟ ବ୍ୟବହାରକାରୀଙ୍କ ସଂଖ୍ୟା ଅତିକ୍ରମ କରିଥିଲା ଏବଂ ଭାରତରେ ହ୍ଵାଟ୍ସଆପର ମାସିକ ବ୍ୟବହାରକାରୀଙ୍କ ସଂଖ୍ୟା ସବୁଠାରୁ ଅଧିକ ବୋଲି ମଧ୍ୟ ପ୍ରକାଶ ପାଇଥିଲା ।
 
ଅକ୍ଟୋବର ୨୦୧୪ ରେ୨୦୧୪ରେ ହ୍ଵାଟ୍ସଆପ ୭୦୦ ଲକ୍ଷ ଭାରତୀୟ ବ୍ୟବହାରକାରୀକାର ସଂଖ୍ୟା ଅତିକ୍ରମ କରିଥିଲା ଯାହାକି ହ୍ଵାଟ୍ସଆପର ଦଶ ପ୍ରତିଶତ ଭାଗ ଗ୍ରହଣ କରିଥିଲା ।
 
==ଆଧାର==