"ସେମିଳିଗୁଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୬୨ କ ଧାଡ଼ି:
 
'''ସେମିଳିଗୁଡା''' [[ଓଡ଼ିଶା]]ର [[କୋରାପୁଟ]] ଜିଲ୍ଲାର ଏକ ବ୍ଲକ<ref>{{cite web|title=Koraput District Portal|url=http://www.ordistricts.nic.in/administration/subdivision_block.php}}</ref> ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । [[ସୁନାବେଡା]] ମୁନିସିପାଲିଟିର<ref>{{cite web|title=ସୁନାବେଡା ମୁନିସିପାଲିଟି କାଉନ୍ସିଲ|url=http://sunabedamunicipality.com/Council_Body.html}}</ref> ଏହା ଅକ ଅଂଶ ଅଟେ।
ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬) ରେ [[କୋରାପୁଟ]] ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡା ରେସେମିଳିଗୁଡାରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥା [[ନାଲକୋ]] ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ବ୍ୟବସାୟ କେଂଦ୍ର ତଥା ସହର ପାଲଟିଲାଣି ।
== ଜନ ଆବାଦୀ ==
 
 
ସେମିଲିଗୁଡାର ଜନସଂଖ୍ୟା 2011 ଜନଗଣନା<ref>http://www.census2011.co.in/data/village/429531-semiliguda-orissa.html</ref>ରେ 98 ରହିଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 43 ହେଇଥିବା ସମୟ ରେସମୟରେ ମହିଳା ସଂଖ୍ୟା55 ଥିଲା । ଏଠାରେ 22 ଟି ପରିବାର ବସବାସ କରୁଥିଲେ । ଏଠାକାର ସାକ୍ଷ୍ୟରତା ହାର 49.87 % ଥିଲା ଯାହା ଓଡ଼ିଶାର ହାର 72.87% ଠାରୁ କମ । ଏଠାରେ 6 ବର୍ଷ ରୁ କମ ଆବାଦୀ 13.27% ରହିଥିଲା ।
== ଆଧାର ସମୂହ ==