"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୭୬ କ ଧାଡ଼ି:
 
== ବିଦେଶଯାତ୍ରା ==
ସେ ପାର୍ସି ଭାଷାରେ [[ମେହେର୍ ମୁନିର୍]] ନାମକ ନାଟିକା ରଚନା କରିଥିଲେ ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇ ଆଲୋଡନ ସୃଷ୍ଟି କରିଥିଲା।ଏଥିପାଇଁ ତାଙ୍କୁ ୧୮୮୫ ମସିହାରେ ହାଇଦ୍ରାବାଦର ନିଜାମଙ୍କ ତରଫରୁ ବାର୍ଷିକ ୩୦୦ ପାଉଣ୍ଡ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ଓ ସେ ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ବିଲାତ ଯାତ୍ରା କରିଥିଲେ। ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ [[କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ]]ରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା ।ଏହି ସମୟରେ [[ଆନିବେସାନ୍ତ]] ଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା।[[ଇଂଲଣ୍ଡ]] ରେ ଥିବାବେଳେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ [[ଏଡ଼ମଣ୍ଡ ଗସ୍]] ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା।ତାଙ୍କର ଯେଉଁସବୁ ଲେଖା ବ୍ରିଟିସ୍ ପତ୍ରିକାରେ ପ୍ରକାଶିତ ହେଉଥିଲା ଏଡ଼ମଣ୍ଡ ସେସବୁକୁ ପଢି ତାଙ୍କୁ ପ୍ରେରଣା ଓ ପରାମର୍ଶ ଦେଉଥିଲେ । ପରେ ସେ, ତାଙ୍କରି ନିର୍ଦେଶରେ ଭାରତୀୟ ପରିବେଶକୁ ଆଧାର କରି କବିତା ଲେଖିଥିଲେ।ଏହାଦ୍ୱାରା ତାଙ୍କର ଲେଖା ସ୍ଵଦେଶଭିମୁଖୀ ହୋଇପାରିଥିଲେ ଓ ବିଦେଶରେ ତାଙ୍କର ସୁଖ୍ୟାତି ବ୍ୟାପିଯାଇଥିଲା।ସେ [[ଲଣ୍ଡନ]]ର [[କିଂଗ୍ସ କଲେଜ୍]] , [[କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ]] ଓ [[ଗର୍ଟନ କଲେଜ୍]] ଆଦିରେ ଅଧ୍ୟୟନ କରିଥିଲେ।ଲଣ୍ଡନରେ ୩ବର୍ଷ ରହିବା ପରେ ସ୍ଵସ୍ଥ୍ୟହାନୀ ଘଟିଥିଲା।ତେଣୁ ଜଳବାୟୁ ପରିବର୍ତ୍ତନ ପାଇଁ ସେ [[ଇଟାଲୀ]] ଓ [[ସୁଇଜରଲ୍ୟାଣ୍ଡ]] ଯାତ୍ରା କରିଥିଲେ। [[ଇଟାଲୀ]] ତାଙ୍କୁ ଖୁବ୍ ଅଭିଭୂତ କରିଥିଲା।ଏହାପରେ ବିଦେଶରୁ କୌଣସି ଡିଗ୍ରୀ ହାସଲ ନ କରି ସରୋଜିନୀ କେବଳ ବିପୁଳ ଅଭିଜ୍ଞତା ଓ ନୂତନ ଚିନ୍ତାଧାରାକୁ ସାଙ୍ଗରେ ଧରି ୧୮୮୯ ରେ୧୮୮୯ରେ ଭାରତକୁ ଫେରିଆସିଥିଲେ।
 
== ବୈବାହିକ ଜୀବନ ==