"ସଦାଶିବ ଅମରାପୁରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
'''ସଦାଶିବ ଅମ୍ରାପୁରକାର''' ( ୧୧ , ମଇ , ୧୯୫୦- ୩ ନଭେମ୍ବର ୨୦୧୪) ଜଣେ ଭାରତୀୟ ଅଭିନେତା । ସେ କାଦର ଖାନ ଙ୍କ ପରି ଜଣେ ନିଖୁଣ ଅଭିନେତା ଥିଲେ । ହିନ୍ଦୀ ଓ ମାରାଠି ଫିଲ୍ମ ରେଫିଲ୍ମରେ ସେ ୧୯୮୩ ରୁ ୧୯୯୯ ଯାଏ ସବୁ ପ୍ରକାର ଚରିତ୍ର ରେଚରିତ୍ରରେ ଖୁବ ପ୍ରକୃତିକ ଭାବରେ ଅଭିନୟ କରି ବିପୁଳ ଜନପ୍ରିୟତା ହାସଲ କରିଥିଲେ । 
 
'ସଡକ' ଚଳଚିତ୍ର ପାଇଁ ସର୍ବଶ୍ରେଷ୍ଠ ଖଳନାୟକ ଅଭିନୟ ନିମନ୍ତେ ସେ ୧୯୯୧ ରେ୧୯୯୧ରେ ଫିଲ୍ମ ଫେୟାର ପୁରସ୍କାର ରେପୁରସ୍କାରରେ ସମ୍ମାନିତ ହେଇଥିଲେ । ସେ ଖଳନାୟକ ଭୂମିକା ସହ , ଚରିତ୍ର ଅଭିନେତା , ହାସ୍ୟ ଅଭିନେତା ଭାବରେ ପାରଦର୍ଶିତାର ସହ ଅଭିନୟ ସବୁ କରି ପାରୁଥିଲେ । 
 
== ବ୍ୟକ୍ତିଗତ ଜୀବନୀ ==
ସଦାଶିବ ଅମ୍ରାପୁରକାର ୧୯୫୦ ରେ୧୯୫୦ରେ ମହାରାଷ୍ଟ୍ରର ଅହମଦନଗର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛାତ୍ର ଜୀବନ ରୁ ହିଁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠାର ପ୍ରକଟ କରିଥିଲେ । [[ପୁନେ]] ବିଶ୍ୱବିଦ୍ୟାଳୟ ରୁ ଇତିହାସ ରେଇତିହାସରେ ସ୍ନାତକୋତ୍ତର କଳା ପରେ ନାଟକ ଜଗତ ରେଜଗତରେ ପୂର୍ଣ ଭାବରେ ମନୋନିବେଶ କାଲେ । ମଞ୍ଚ କଳାକାର ହିସାବ ରେହିସାବରେ ସେ ଅନେକ ପୁରସ୍କାର ପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦେଶକ ଗୋବିନ୍ଦ ନିହାଲାନି ଙ୍କ ' ଅର୍ଦ୍ଧ ସତ୍ୟ ' ( ୧୯୮୩ ) ରେ ପ୍ରଥମ କରି ଫିଲ୍ମ ଜଗତ ରେଜଗତରେ ପ୍ରବେଶ କଲେ । ଏହି ପ୍ରଥମ ଅବଦାନ ରେଅବଦାନରେ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । 
 
କେବଳ ବିବିଧତା ନୁହେ , ବହୁ ଅନନ୍ୟ ଭାଷା ରେଭାଷାରେ ୩୦୦ ରୁ ଉର୍ଦ୍ଧ  ଫିଲ୍ମ ରେଫିଲ୍ମରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଥିଲେ । ସେ ହିନ୍ଦୀ ଛଡା , ନିଜ ଭାଷା ମାରାଠି , ବେଙ୍ଗଲି , ଓଡ଼ିଆ , ହାରିୟାନୀ, ତେଲେଗୁ ଏବଂ ତାମିଲ ଚଳଚିତ୍ର ରେଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା । ସେ ' ଆଖେ ' ଚଳଚିତ୍ର ରେଚଳଚିତ୍ରରେ ଇନ୍ସପେକ୍ଟର ପ୍ୟାରେ ମୋହନ ଭୂମିକା କରି ଦର୍ଶକ ଙ୍କ ବହୁଳ ପ୍ରଶଂଷା ମଧ୍ୟ ପାଇଥିଲେ । 
 
ସଦାଶିବ ଜଣେ ସାମାଜିକ କର୍ମୀ ତଥା  ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କ ସହର ରେସହରରେ ପରିଚିତ ଥିଲେ । ନରେନ୍ଦ୍ର ଧାବୋଲକର, ବାବା ଆଧବ , ଅଭିନେତା ଡାଃ ଶ୍ରୀରାମ ଲାଗୁ  ଙ୍କ ସହ ମିଶି ସେ ସମାଜର ଦଳିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଟ୍ରଷ୍ଟ ସୃଷ୍ଟି କରିଥିଲେ ।
 
ଅନ୍ଧତ୍ଵ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ ॰ଦଳିତ , ପତିତ ନାରୀ ମାନଙ୍କ ପାଇଁ ସେ ଅହମଦନଗର ରେଅହମଦନଗରରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗେଇଥିଲେ
 
ବିଶିଷ୍ଟ ସମାଜସେବିକା ମେଧା ପାଟକାର ଙ୍କ "ନର୍ମଦା ବଞ୍ଚାଅ' ଆନ୍ଦୋଳନ ରେଆନ୍ଦୋଳନରେ ସେ ସକ୍ରିୟ ଭୂମିକା ନିଭେଇଥିଲେ ।
 
ମରାଠି ଓ ହିନ୍ଦୀର ଜଣେ ନିବିଡ ପାଠକ ଥିଲେ ଓ ନିଜେ ଅନେକ ପତ୍ରିକା ଓ ସଂବାଦପତ୍ର ରେସଂବାଦପତ୍ରରେ ନିୟମିତ ଲେଖା ଦଉଥିଲେ । ତାଙ୍କ ରଚିତ ପୁସ୍ତକ ' କିମାଯାଗାର '( ହେନରୀ କେଲର ଙ୍କ ଉପରେ ଆଧାରିତ ) ଓ 'ସିକ୍ସ ଲେସନ ଇନ ଏକ୍ଟିଂ '  ମଧ୍ୟ ପ୍ରକାଶିତ ।  
 
ଫୋଟୋଗ୍ରାଫି ଓ ଚିତ୍ରାଙ୍କନ ରେଚିତ୍ରାଙ୍କନରେ ମଧ୍ୟ ତାଙ୍କର ଦଖଲ ଥିଲା ।  
 
== ଫିଲ୍ମ ଅଭିନୟ ==
ତାଙ୍କର ଅଭିନୀତ ପ୍ରସିଦ୍ଧ ଫିଲ୍ମ ମଧ୍ୟ ରେମଧ୍ୟରେ ଅର୍ଦ୍ଧ ସତ୍ୟ , ନାସୁର , ଖାମୋସ ଆଦି ବହୁଳ ଆଦୃତ । ଏହା ଛଡା ସେ ହାସ୍ୟଭିନେତା ଭାବେ ଆଖେ , କୁଲି ନ ୧, ହମ ସାଥ ସାଥ ହୈ ଆଦି ଚିତ୍ର ରହିଛି । ସେ ସ୍ୱାୟମ ନାମକ ଚଳଚିତ୍ର ରେଚଳଚିତ୍ରରେ ବୃଦ୍ଧ ଭୂମିକା ଏପରି ଚମତ୍କାର ଭାବରେ କରିଥିଲେ ଯାହା ସମାଲୋଚକ ମାନଙ୍କୁ ମଧ୍ୟ ପ୍ରଶଂଷା କରିବାକୁ ବାଧ୍ୟ କରିଥିଲା । ସେ ଏହି ଚରିତ୍ର ବିନା ପାରିଶ୍ରମିକ ରେପାରିଶ୍ରମିକରେ କରିଥିଲେ । 
 
== ରୁଗ୍ନାବସ୍ଥା ଓ ପରଲୋକ ଗମନ ==
ସଦାଶିବ ଯକୃତ ରୋଗ ରେରୋଗରେ ପୀଡିତ ହେଇ ୨୦୧୪୨୦୧୪ରେ ରେ ଚିକିସ୍ଥାଲୟ ରେଚିକିସ୍ଥାଲୟରେ ଭର୍ତି ହେଇ ୩ ନଭେମ୍ବର , ୨୦୧୪ ରେ୨୦୧୪ରେ ପ୍ରାଣତ୍ୟାଗ କରିଥିଲେ । ସେତେବେଳେ ତାଙ୍କୁ ୬୪ ବର୍ଷ ହେଇଥିଲା 
 
== ଫିଲ୍ମ ଫେୟାର ପୁରସ୍କାର ତାଲିକା ==
୫୪ କ ଧାଡ଼ି:
* Ti Phulrani (Actor)
* Jyacha Tyacha Vithoba (Director, Actor)
ନାଟ୍ଯ ଜଗତ ରେଜଗତରେ ସେ ସ୍ମିତା ପାଟିଲ , ଶ୍ରୀରାମ ଲାଗୁ ,ସୁଭାଷ ଯୋଶୀ ଙ୍କ ପରି ନାମୀ କଳାକାର ଙ୍କୁ ନିର୍ଦେଶନା ଦେଇଥିଲେ । 
 
ଟିଭି ସିରିୟାଲ