"ଶ୍ରେୟା ଘୋଷାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ରେ +ରେ )
୧୭ କ ଧାଡ଼ି:
}}
 
'''ଶ୍ରେୟା ଘୋଷାଲ''' (ଜନ୍ମ ୧୨ ମାର୍ଚ ୧୯୮୪) ଜଣେ ଭାରତୀୟ ଗାୟିକା । ସେ ଅନେକ [[ଅସିମୀୟା ଭାଷା|ଅସିମୀୟା]], [[ଓଡ଼ିଆ ଭାଷା|ଓଡ଼ିଆ]], [[ବଙ୍ଗାଳୀ ଭାଷା|ବଙ୍ଗଳା]], [[କନ୍ନଡ ଭାଷା|କନ୍ନଡ]], [[ମାଲୟାଲମ ଭାଷା|ମାଲୟାଲମ]], [[ମରାଠୀ ଭାଷା|ମରାଠୀ]], [[ପଞ୍ଜାବୀ ଭାଷା|ପଞ୍ଜାବୀ]], [[ତାମିଲ ଭାଷା|ତାମିଲ]],[[ତେଲଗୁ ଭାଷା|ତେଲଗୁ]] ଭାଷା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ ଆଲବମ ରେଆଲବମରେ କଣ୍ଠଦାନ କରିଛନ୍ତି ।
 
ଶ୍ରେୟା [[ସା ରେସାରେ ଗା ମା ପା]] ପ୍ରତିଯୋଗିତା ପରେ [[ହିନ୍ଦୀ ଭାଷା|ହିନ୍ଦୀ]] ଚଳଚ୍ଚିତ୍ର''[[ଦେବଦାସ (୨୦୦୨ ସିନେମା)|ଦେବଦାସ]]'' ରୁ ତାଙ୍କ କ୍ୟାରିୟର ଆରମ୍ଭ ହେଲା, ଯାହାପାଇଁ ସେ [[ଫିଲ୍ମଫେୟାର ଆଵାଡ]] ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟକ ପାଇଁ ଫିଲ୍ମଫେୟାର ପୁରସ୍କାର<!--[[Filmfare Award for Best Female Playback Singer]]--> ଓ ନୂଆ ସଙ୍ଗୀତ ପ୍ରତିଭା ପାଇଁ [[ଆର.ଡ଼ି. ବର୍ମନ]] ଫିଲ୍ମଫେୟାର ପୁରସ୍କାର<!--[[Filmfare RD Burman Award for New Music Talent]]--> ପାଇଥିଲେ । <ref name="Times">{{cite news|title=
Singing in Devdas was God's greatest gift: Shreya Ghoshal|url=http://timesofindia.indiatimes.com/city/calcutta-times/Singing-in-Devdas-was-Gods-greatest-gift-Shreya-Ghoshal/articleshow/16690191.cms|author=Priyanka Dasgupta|publisher=[[Times of India]]|accessdate=2002-07-21|date=21 July 2002}}</ref> ତାହା ପର ଠାରୁ ସେ ୨୦୦ ରୁ ଅଧିକ ସିନେମାରେ ଗାଇ ସାରିଛନ୍ତି ଏବଂ ୪ ଟି ଜାତୀୟ ଓ ୪ ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ।
 
== ଜୀବନକାଳ ==
=== ପ୍ରାରମ୍ଭିକ ଜୀବନ ===
ଶ୍ରେୟା ଏକ [[ବଙ୍ଗାଳୀ]] ହିନ୍ଦୁ, [[ବ୍ରାହ୍ମଣ]] ପରିବାରରେ [[ଦୁର୍ଗାପୁର,ପଶ୍ଚିମବଙ୍ଗ|ଦୁର୍ଗାପୁର]],[[ପଶ୍ଚିମବଙ୍ଗ]] ରେ ଜନ୍ମ ନେଇଥିଲେ । ତାଙ୍କ ପୁର୍ବପୁରୁଷମାନେ [[ବଙ୍ଗଳାଦେଶ]]ର [[ଢାକା]] ରୁ ଆସିଥିଲେ । ସେ ଏକ ଛୋଟ ସହର [[ରାଓତଭାଟା]],[[କୋଟା, ରାଜସ୍ଥାନ|କୋଟା]], [[ରାଜସ୍ଥାନ]] ରେ ପିଲାଦିନ କାଟିଛନ୍ତି । <ref name="Biography">[http://www.saregama.com/portal/pages/artist?mode=get_details_by_name&artistName=SHREYA%20GHOSHAL# "Shreya Ghoshal's Profile"]. [[Sa Re Ga Ma]]. Retrieved 7 January 2011.</ref>
 
== ଡିସ୍କୋଗ୍ରାଫି ==
୭୬ କ ଧାଡ଼ି:
| PLACE OF DEATH =
}}
[[ଶ୍ରେଣୀ:ସା ରେସାରେ ଗା ମା ପା ପ୍ରାର୍ଥୀ]]
[[ଶ୍ରେଣୀ:ଜାତୀୟ ଫିଲ୍ମ ପୁରସ୍କାର ବିଜେତା]]
[[ଶ୍ରେଣୀ:ଫିଲ୍ମଫେୟାର ପୁରସ୍କାର ବିଜେତା]]