"ଶିଳ୍ପୀ , ତାମିଲ ଚିତ୍ରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
ପି .ଏମ . ଶ୍ରୀନିଭାସନ ( ୧୯୧୯-୧୯୮୩) , ଯିଏ " ଶିଳ୍ପୀ " ନାମ ଗ୍ରହଣ କରିଥିଲେ , ଜଣେ ତାମିଲ ଚିତ୍ରକର । ସେ ତାମିଲ କଳା ଓ ସ୍ଥପତ୍ୟର ରେଖା ଚିତ୍ରାଙ୍କନ ସବୁ ଆନନ୍ଦ ଭିକାତନ ମେଗାଜିନ ଦେଇ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ତାମିଲନାଡୁ ରାଜ୍ୟ ରେରାଜ୍ୟରେ ଜଣେ ସର୍ବାଧିକ ଲୋକପ୍ରିୟ ବ୍ୟକ୍ତି ଥିଲେ ।  
 
== ଜୀବନୀ ଓ ଜୀବିକା ==
ଶ୍ରୀନିଭାସନ ପ୍ରଥମେ ମାଦ୍ରାସ ସ୍କୁଲ ଅଫ ଆର୍ଟସ ରେଆର୍ଟସରେ ଶିକ୍ଷ୍ୟା ପ୍ରାପ୍ତ ହେଇ ପରେ ଚେନ୍ନଇ ସ୍ଥିତ  ସରକାରୀ ସୂକ୍ଷ୍ମ କଳା ମହାବିଦ୍ୟାଳୟ ସେ କାଳି ଓ କଲମ ଦ୍ଵାରା ଅଙ୍କନ ରେଅଙ୍କନରେ ଦକ୍ଷ୍ୟତା ହାସଲ କରିଥିଲେ । .<ref>{{cite web|first=Vijay|title=Silpi - An Artist Par Excellence|url=http://poetryinstone.in/lang/en/2008/10/21/silpi-an-artist-par-excellance.html|publisher=Poetry in Stone}}</ref>
 
ଆନନ୍ଦ ଭିକାତନ ମେଗାଜିନ ରେମେଗାଜିନରେ ଶ୍ରୀନିଭାସନ ରାଜନୈତିକ ଓ ସାମାଜିକ ବିଷୟବସ୍ତୁ କୁ ନେଇ ଅଙ୍କନ ମାନ ପ୍ରକାଶ କରୁଥିଲେ । ତତ୍ କାଳୀନ ବରିଷ୍ଠ ଚିତ୍ରକାର ମାଳୀ ଙ୍କ ତତ୍ବାବଧାନ ରେତତ୍ବାବଧାନରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ । ସେ ନିଜେ ଜଣେ ନିଷ୍ଠାପର ଭକ୍ତ ହେଇଥିବାରୁ ହିନ୍ଦୁ ମନ୍ଦିର ତଥା ଦେବାଦେବୀ ଙ୍କ ଚିତ୍ର ଅଙ୍କନ ରେଅଙ୍କନରେ ଖୁବ ମନ ଦଉଥିଲେ । 
 
ସେ 'ଆନନ୍ଦ ଭିକାତନ ' ମେଗାଜିନ ପାଇଁ ୧୯୪୫ ରୁ ୧୯୬୭ ଯାଏ କର୍ଜୟା କଳା ପରେ ଭବନ ' ଙ୍କ ପତ୍ରିକା , କଳାଇ ମାଗଳ , ଥିନାମଣି କାଠିର , ଅମୁଥୁସୁରଭି ଆଦି ପ୍ରକାଶନ ରେପ୍ରକାଶନରେ କାର୍ଯ୍ୟ କରିଥିଲେ ଓ ପରେ ଜଣା ଶୁଣା ଚିତ୍ରକର ପଦ୍ମଭାଷନ ଙ୍କୁ ସେ ଦିଗଦର୍ଶନ ଦେଇଥିଲେ । 
 
ଦକ୍ଷିଣ ଭାରତର ସମସ୍ତ ପ୍ରାଚୀନ ମନ୍ଦିର ମାନଙ୍କୁ ସେ ଭ୍ରମଣ କରି ସେଠାରେ ଥିବା ପ୍ରାଚୀନ କଳାକୃତି ମାନଙ୍କୁ ଅନୁଧ୍ୟାନ କରିଥିଲେ । ସେଠାରେ ସେ ରାତ୍ର କାଳ ରେକାଳରେ ମନ୍ଦିର ଖାଲି ହେଲା ପରେ ବସି ମନ୍ଦିରର ଭାସ୍କାର୍ଜୀର ପ୍ରତିକୃତି ଅଙ୍କନ କରୁଥିଲେ । ସେ ତାଙ୍କର ଅଙ୍କନ ସବୁ ଜରିଆ ରେଜରିଆରେ ତାଙ୍କର ପ୍ରଶଂଶକ ମାନଙ୍କୁ ମନ୍ଦିର ଗାତ୍ରା ରେଗାତ୍ରାରେ ଥିବା ସୁନ୍ଦର କଳା କୁ ପ୍ରଦର୍ଶନ କରାଉଥିଲେ । ସେ ଦେବାଦେବୀ ଙ୍କ ପ୍ରତିକୃତି ରେପ୍ରତିକୃତିରେ ଥିବା ଅଳଙ୍କାର ସବୁ କୁ ମଧ୍ୟ ନିଖୁଣ ଭାବରେ ଅଙ୍କନ ଚିତ୍ର ରେଚିତ୍ରରେ ସ୍ଥାନିତ କରୁଥିଲେ । ଭକ୍ତ ମାନେ ତାଙ୍କର ଅଙ୍କିତା ଚିତ୍ର କୁ ସେମାନଙ୍କ ପ୍ରାର୍ଥନା ଗୃହ ରେଗୃହରେ ରଖି ପୂଜା ମଧ୍ୟ କରୁଥିବାର ଦେଖା ଯାଇଥାଏ । 
 
== ଆହାର ସମୂହ ==