"ଲୁନାଭଦା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୩୦ କ ଧାଡ଼ି:
}}
 
'''ଲୁନାଭଦା ରାଜ୍ୟ''', ଏକ ବ୍ରିଟିଶ ଭାରତର ରାଜକୀୟ ରାଜ୍ୟ ଥିଲା । ଏହାର ଆୟତନ 1,005 ବର୍ଗ କିଲୋମିଟର ଥିଲା ।<ref>Great Britain India Office. </ref> ଏହା ରେୱା ଏଜେନ୍ସି ଅଧିନସ୍ଥ ରାଜ୍ୟ ଥିଲା । ବର୍ତମାନ ଗୁଜରାଟ ରାଜ୍ୟ ରେରାଜ୍ୟରେ ଥିବା ଲୁନାଭଦା ସହର ଏହାର ରାଜଧାନୀ ଥିଲା । 
 
 
 
== ଇତିହାସ ==
1225 ମସିହା ରେମସିହାରେ ଆହନୀଳବାରା ପତନ ରାଜ୍ୟର ସିଧାରାଜ ଙ୍କ ଦ୍ଵାରା ବୀରପୁର ନାମକ ରାଜ୍ୟ ସ୍ଥାପିତ ହେଇଥିଲା । 1434 ମସିହା ରେମସିହାରେ ରାଣା ଭୀମ ସିଂହଜୀ ଲୁନାଭଦା ସହର କୁ ରାଜଧାନୀ କରି ମାହି ନଦୀ ତଟ ରେତଟରେ ଏହି ରାଜ୍ୟ ସ୍ଥାପନ କଲେ । 
 
1826 ମସିହା ରେମସିହାରେ ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣ କୁ ଆସି ରେୱା ଏଜେନ୍ସି ଅଧୀନ ରେଅଧୀନରେ ରହିଲା । ମରୁଡି ଗ୍ରସ୍ତ ଏହି ରାଜ୍ୟର ଜନ ଆବାଦୀ 1901 ରେ1901ରେ ବହୁ ସଂଖ୍ୟା ରେସଂଖ୍ୟାରେ କମି ଯାଇଥିବାର ଜଣା ଯାଇଥିଲା । <ref>[http://members.iinet.net.au/~royalty/ips/l/lunawada.html Lunawada Princely State (9 gun salute)]</ref>
 
=== ଶାସକ ===
ସୋଲାଙ୍କି ବଂଶଜ ରାଜପୁତ ମାନେ ଏହି ରାଜ୍ୟ ଶାସନ କରୁଥିଲେ । 1867 ମସିହା ରେମସିହାରେ ୱାଖତ ସିଂହଜୀ ଜଣେ ଜଣାଶୁଣା ରାଜା ଥିଲେ ।<ref>[http://www.indianrajputs.com/view/lunawada Rajput Provinces of India - Lunawada (Princely State)]</ref> ଶାସକ ମାନେ 'ରାଣା " ଉପାଧି ନେଇ ଥିଲେ ଓ ବ୍ରିଟିଶ ମାନଙ୍କ ଦ୍ଵାରା 9-ତୋପ ସମ୍ମାନ ପ୍ରାପ୍ତ ଥିଲେ । <ref>[http://www.worldstatesmen.org/India_princes_K-W.html Princely States of India]</ref>
 
==== ରାଣା ସମୂହ ====