"ଲଲିତ ମାକେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
୨ କ ଧାଡ଼ି:
'''ଲଳିତ ମାକେନ , '''ଜଣେ ଭାରତୀୟ ପାର୍ଲିଆମେଣ୍ଟ ସଦସ୍ୟ ତଥା [[ଭାରତୀୟ ଜାତୀୟ କଂଗ୍ରେସ]]ର ରାଜନେତା ଥିଲେ । ସେ ଭୂତପୂର୍ବ ରାଷ୍ଟ୍ରପତି [[ଶଙ୍କର ଦୟାଲ ଶର୍ମା]]ଙ୍କ ଜାମାତା ଥିଲେ । ଲଳିତ ମାକେନ ଜଣେ ଟ୍ରେଡ ଇଉନିଅନ ନେତା ଭାବରେ ପରିଚିତ ଥିଲେ ।
 
୧୯୮୪ ରେ୧୯୮୪ରେ ସେ ପ୍ରଥମ କରି [[ଲୋକ ସଭା]] କୁ ଦକ୍ଷିଣ ଦିଲ୍ଲୀ ଆସନରୁ ବିଜୟୀ ହେଇ ନିର୍ବାଚିତ ହେଇଥିଲେ । ତରୁଣ ବୟସରୁ ନିଜର ନେତୃତ୍ଵ ଦକ୍ଷତା ପ୍ରତିପାଦନ କରିଥିବା ଲଳିତ ପାର୍ଲିଆମେଣ୍ଟକୁ ଆସିବା ଆଗରୁ ଦିଲ୍ଲୀ ମେଟ୍ରୋପଲିଟାନର ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହେଇଥିଲେ । ସେ ପରେ ଭରତ ସରକାରଙ୍କ କ୍ରିଡା ଓ ଯୁବକଲ୍ୟାଣ ବିଭାଗରେ ମନ୍ତ୍ରୀ ପଦରେ ଥିଲେ ।
 
== ୧୯୮୪ ଶିଖ ଦଙ୍ଗା ==
ତତ୍ କାଳୀନ ପ୍ରଧାନ ମନ୍ତ୍ରୀ [[ଇନ୍ଦିରା ଗାନ୍ଧୀ]]ଙ୍କ ହତ୍ୟା ହେବା ପରେ ୧୯୮୪ ରେ୧୯୮୪ରେ ଦିଲ୍ଲୀ ସହର ରେସହରରେ ଶିଖ ମାନଙ୍କ ବିରୁଦ୍ଧରେ କିଛି ବ୍ୟକ୍ତି ବ୍ୟାପକ ଭାବେ ଦଙ୍ଗା ଭିଆଇଥିଲେ ଯାହା ଫଳରେ ୩୦୦୦ ବ୍ୟକ୍ତି ପ୍ରାଣ ହରେଇଥିଲେ । ଏହି ଦଙ୍ଗାକୁ ଉସୁକାଇଥିବା ଅଭିଯୋଗରେ ପ୍ରକାଶିତ ଏକ ପୁସ୍ତକରେ ୨୨୭ ଜଣଙ୍କ ନାମ ଥିଲା । ସେଥିରେ ଲଳିତ ମାକେନଙ୍କ ନାମ ତୃତୀୟରେ ଉଲ୍ଲେଖ ଥିବାର ଜଣା ଯାଏ ।
 
== ହତ୍ୟା ==
୩୧ ଜୁଲାଇ, ୧୯୮୫ ରେ୧୯୮୫ରେ ଲଲିତ ମାକେନ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ୩ ଜଣ ଶିଖ ଆତତାୟୀ ଗୁଳି କରିଥିଲେ । ଏଥିରେ ଲଲିତ, ତାଙ୍କର ପତ୍ନୀ ଓ ଜଣେ ଅତିଥି ନିହତ ହେଇଥିଲେ । ସେମାନେ ସମସ୍ତେ ଘଟନା ସ୍ଥଳରେ ହିଁ ପ୍ରାଣ ହରେଇଥିଲେ । ପୁଲିସ ଏହି ଘଟନାରେ ୨ ଜଣ ଆତତାୟୀଙ୍କୁ ଗିରଫ କରିଥିଲେ ଓ ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା ।
 
== ପରିବାର ==