"ଲବଣ ସତ୍ୟାଗ୍ରହ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେNo edit summary |
ଟିକେ Bot: Automated text replacement (- ରେ +ରେ ) |
||
୧ କ ଧାଡ଼ି:
[[File:Salt March.jpg|thumb|right|Gandhi picking up a grain of salt at the end of his march]]
ଭାରତର ସ୍ଵାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା "ଲବଣ ସତ୍ୟାଗ୍ରହ " ୧୯୩୦ ମସିହା [[ମାର୍ଚ୍ଚ]] ୧୨ ତାରିଖରେ [[ଗୁଜରାଟ]] ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଗ୍ରାମ [[ଦାଣ୍ଡୀ]]କୁ ପଦଯାତ୍ରା ସହ ଆରମ୍ଭ ହେଇଥିଲା | ଏହା ପରାଧୀନ ଭାରତରେ ବ୍ରିଟିଶ୍ ସରକାରଙ୍କ ଲବଣ ବ୍ୟବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ୟଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ ଆନ୍ଦୋଳନ ଥିଲା |<br />
[[ମୋହନଦାସ କରମଚାନ୍ଦ ଗାନ୍ଧୀ]] (ମହାତ୍ମା ଗାନ୍ଧୀ) ଏହି ଆନ୍ଦୋଳନର ଆରମ୍ଭ କରି [[ମାର୍ଚ୍ଚ]]୧୨ ତାରିଖ ସକାଳ ୬:
ଏହା ୧୯୩୦ ମସିହା ଅପ୍ରିଲ୍ ୫ ତାରିଖରେ ସମାପ୍ତ ହେଇଥିଲା | ଏହି ସତ୍ୟାଗ୍ରହରେ ଗାନ୍ଧିଜୀ ଓ ତାଙ୍କ ଅନୁଗାମୀ ମନେ ଦାଣ୍ଡୀ ସମୁଦ୍ର କୁଳରେ ଲୁଣ ମାରିଥିଲେ |<br />
ଏହି ସତ୍ୟାଗ୍ରହ ସମଗ୍ର ଭାରତବର୍ଷରେ ଲୋକମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ଭରି ଦେଇଥିଲା ଓ ଦେଶର ଅନେକ ସ୍ଥାନରେ ବ୍ରିଟିଶ୍ ସରକରଙ୍କ ଲବଣ ଆଇନ ଭଙ୍ଗ କରାଯାଇଥିଲା |
୭ କ ଧାଡ଼ି:
==ଓଡ଼ିଶାରେ ଲବଣ ସତ୍ୟାଗ୍ରହ ==
===କୁହୁଡ଼ି ଲବଣ ସତ୍ୟାଗ୍ରହ===
[[ଓଡ଼ିଶା]]ର [[ଅସ୍ତରଙ୍ଗ]] ନିକଟସ୍ଥ କୁହୁଡ଼ିରେ ୧୯୩୦ ମେ ୨୧ରେ 'ଲୁଣ ମରା ଆଇନ' ପଣ୍ଡିତ [[ନୀଳକଣ୍ଠ ଦାସ]]ଙ୍କ ଦ୍ବାରା ଭଙ୍ଗାଯାଇଥିଲା ।ସେ ପ୍ରଥମେ [[କାକଟପୁର]] ଆସି ପାଟଳଦା ଗ୍ରାମର ସତ୍ୟଗ୍ରାହୀ [[ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ]]ଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ । ତାପରେ ଓଳଙ୍ଗର ଗ୍ରାମର ଭୂବନାନନ୍ଦ ସ୍ଵାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ରହିବା ଖାଇବା ବ୍ୟବସ୍ଥା କରିଥିଲେ । ମେ
==ଆଧାର==
|