"ଯୁକ୍ତରାଷ୍ଟ୍ର ଆମେରିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୯୮ କ ଧାଡ଼ି:
 
 
'''ଆମେରିକା ''',[[ଉତ୍ତର ଆମେରିକା]] ରେ ଥିବା ଏକ ପ୍ରଧାନ ଦେଶ। ୫୦ଟି ରାଜ୍ୟକୁ ଏକାଠି ନେଇ ତିଆରି,ଏହା ଏକ ସଙ୍ଘୀୟ ଗଣରାଜ୍ୟ। ଏହା ମଧ୍ୟରୁ ୪୮ଟି ରାଜ୍ୟ ଓ ରାଜଧାନୀ ୱାଶିଂଟନ ଡି. ସି. ଗୋଟିଏ ଭୂଖଣ୍ଡରେ ଅବସ୍ଥିତ।ଏହା ଛଡା ଉତ୍ତର ପଶ୍ଚିମରେ ଆଲାସ୍କା ଓ ପଶିମରେ ହାୱାଇ ଦ୍ଵୀପପୁଞ୍ଜକୁ ମିଶାଇ ୫୦ଟି ରାଜ୍ୟ ବୋଲି ଗଣାଯାଏ।
 
== ଇତିହାସ ==
୧୭୩ କ ଧାଡ଼ି:
 
== ଧର୍ମ ==
ଆମେରିକୀୟ ସଙ୍ଘୀୟ ବ୍ୟବସ୍ଥା ଏହାର ନାଗରିକ ମାନଙ୍କୁ ଯେ କୌଣସି ଧର୍ମରେ ବିଶ୍ଵାସ କରିବା ଓ ନିଜ ଇଚ୍ଛା ଅନୁସାରେ ଧର୍ମ ପରିବର୍ତନ କରିବାକୁ ସ୍ଵାଧୀନତା ଦେଇଥାଏ। ତେବେ ଖ୍ରୀଷ୍ଟ ଧର୍ମ ଏହି ଦେଶର ପ୍ରଧାନ ଧର୍ମ ଅଟେ। ୨୦୦୭ର ଏକ ସର୍ଭେ ଅନୁସାରେ ଆମେରିକାର ପ୍ରାୟ ୭୮.୪% ବୟସ୍କ ଲୋକ ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରନ୍ତି। ଏହୋ ସଂଖ୍ୟା ୧୯୯୦ ରେ୧୯୯୦ରେ ପ୍ରାୟ ୮୪.୬% ଥିଲା।
 
{| class="wikitable sortable"