Content deleted Content added
|
|
==କଥାଚିତ୍ର ଜୀବନ==
ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୮ ରେ୧୯୯୮ରେ ମୁକ୍ତିଲାଭ କରିଥିବା [[ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର)]] ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା ।<ref>{{cite news|first=Prachitara|title=Being ‘evil’ in films brings out the ‘good’ in an actor: Minaketan|url=http://www.odishanews360.com/Odisha/details?mallId=3&jobId=10345&type=ENTERTAINMENT|accessdate=22 August 2016|newspaper=Odisha News 360|date=12 August 2016}}</ref> ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ୍ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନକେତନଙ୍କର ପରଲୋକ ଘଟିଥିଲା ।<ref>http://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/</ref>
==ଅଭିନୀତ କଥାଚିତ୍ର==
| ୨୦୦୯ || [[ଶତ୍ରୁ ସଂହାର]] || ଇନସ୍ପେକ୍ଟର ସୁରେଶ ଗଡ଼ନାୟକ
|-
| ୨୦୦୯ || [[ଆ ରେଆରେ ସାଥୀ ଆ]] || ରାମ
|-
| ୨୦୦୯ || [[ଧିରେ ଧିରେ ପ୍ରେମ ହେଲା]] || ହାଡ଼ୁ ଚମ୍ପତ୍ତି
|