"ମିର୍ଜା ଗାଲିବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ରେ +ରେ )
୨୯ କ ଧାଡ଼ି:
==ପରିଚୟ==
 
ଗାଲିବ ବା ମିର୍ଜା ଆସାଦୁଲ୍ଲା ବୈଗ ଖାଁ ମୋଗଲ ଯୁଗର ଲୋକପ୍ରିୟ ଶାୟର ବା କବି ଥିଲେ | ସେ ବହୁତ ଗଜଲ ଓ ନଜମା ଲେଖିଥିଲେ | ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ଉପରେ ସବୁଠାରୁ ଅଧିକ ସମାଲୋଚନାତ୍ମକ ପୁସ୍ତକମାନ ଲେଖାଯାଇଛି | ମିର୍ଜା ଗାଲିବ ୨୭ ଡ଼ିସେମ୍ୱର ୧୭୯୭ ମସିହାରେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ଓ ୧୫ ଫେବୃଆରୀ ୧୮୬୯ ରେ୧୮୬୯ରେ ୭୧ ବର୍ଷ ବୟସରେ ଦିଲ୍ଲୀ ଠାରେ ତାଙ୍କର ଦେହାନ୍ତ ହୋଇଥିଲା | ସେ ଗଜଲ ଗୁଡ଼ିକରେ ତାଙ୍କ ଉପନାମ (ତଖଲ୍ଲୁସ/pen-name) ଗାଲିବ ଓ ଅସଦ୍ ବ୍ୟବ‌ହାର କରୁଥିଲେ । ସେ ମୋଗଲ ଯୁଗର ଶେଷ ବିଖ୍ୟାତ କବି ଥିଲେ । ସେ ତାଙ୍କ କବିତା ଗୁଡ଼ିକ ଉର୍ଦ୍ଦୁ ଏବଂ ପାର୍ସୀ ଭାଷାରେ ଲେଖିଥିଲେ । ଆଜି ମଧ୍ୟ ସେ କେବଳ ଭାରତରେ ନୁହେଁ ପାକିସ୍ଥାନ ଏବଂ ପ୍ରବାସୀ ଭାରତୀୟଙ୍କ ଲୋକପ୍ରିୟ ଅଟନ୍ତି ।
 
==ପିଲାଦିନ==
୩୭ କ ଧାଡ଼ି:
==ପରବର୍ତ୍ତୀ ଜୀବନ==
 
୧୮୧୦ ରେ୧୮୧୦ରେ [[ଦିଲ୍ଲୀ]]<nowiki/>ରେ ସ୍ଥାୟୀ ଭାବେ ବସବାସ କରିବାକୁ ଲାଗିଲେ | ସେଠାରେ ସେ ଶହଶହ ଶାୟରୀ ରଚନା କରିଥିଲେ | ଅର୍ଥାଭାବରୁ ସେ ରୁଣକରି ଚଳୁଥିଲେ | ଆର୍ଥିକ ସଙ୍କଟ ଏବଂ ରୁଗ୍ମ ସ୍ୱାସ୍ଥାବସ୍ଥା ଯୋଗୁଁ ୧୮୬୮ ରେ୧୮୬୮ରେ ତାଙ୍କ ମହାପ୍ରାୟାଣ ଘଟିଥିଲା | ଗାଲିବଙ୍କ ଅଧିକାଂଶ ଶାୟରୀ କଳ୍ପନାଯୁକ୍ତ ହେବାସହ ନୂତନ ବିଚାରଧାରା ସମ୍ପର୍ଣ ଥିଲା | ନୂଆ ଉପମା ଆଦିର ବ୍ୟବହାର ତାଙ୍କ ରଚନା ଗୁଡିକୁ ଏକ ନୂତନ ପରିଚୟ ଦେଇଥିଲା | ତେବେ ତାଙ୍କ ମୃତ୍ୟୁର ୩୦ ବର୍ଷପରେ ତାଙ୍କ ଲେଖା ଗୁଡିକୁ ପ୍ରକୃତ ସମ୍ମାନ ମିଳିଲା |
 
==କବ୍ର ବା ମଜାର==
ଗାଲିବଙ୍କ କବ୍ର [[ଦିଲ୍ଲୀ]]ର [[ହଜରତ ନିଜାମୁଦ୍ଦିନ]] ଠାରେ ଥିବା ଗୁମ୍ୱଦ ବା ମକବାର [[ନିଜାମୁଦ୍ଦିନ ଆଉଲିଆ]] ପାଖରେ ଅବସ୍ଥିତ । ଏଠାରେ ଥିବା ଚିତ୍ର ରେଚିତ୍ରରେ ତାହା ଦେଖାଯାଉଛି । ଏବଂ ଏବି କବ୍ର ରେକବ୍ରରେ ଲେଖାହୋଇଛି
 
[[File:Mazar-e-Ghalib.jpg|thumb|Side view of Mazar-e-Ghalib]]