"ମାର୍କୋ ପୋଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧୯ କ ଧାଡ଼ି:
 
''' ମାର୍କୋ ପୋଲୋ '''
 ଜଣେ ଇଟାଲୀୟ ବ୍ୟବସାୟୀ ତଥା ପରିବ୍ରାଜକ ଥିଲେ । ସେ ଭେନିସ ଗଣରାଜ୍ୟର ନାଗରିକ ଥିଲେ । ସେ କେନ୍ଦ୍ର ଏସିଆ ଓ ଚୀନ ଦେଶ କୁ ପରିଭ୍ରମଣ ରେପରିଭ୍ରମଣରେ ଯାଇ ତାଙ୍କର ଭ୍ରମଣ କାହାଣୀ Livres des merveilles du monde ପୁସ୍ତକ ରେପୁସ୍ତକରେ ଲିପିବଦ୍ଧ କରିଥିଲେ । ସେହି ପୁସ୍ତକ ଇଂରାଜୀ ରେଇଂରାଜୀରେ ଅନୁଦିତ ହେଇ Book of the Marvels of the World,ଓ The Travels of Marco Polo ନାମ ରେନାମରେ ପରିଚିତ ଥିଲା ଓ ଏହି ପୁସ୍ତକ ଜରିଆ ରେଜରିଆରେ ଏଉରୋପୀୟ ମାନେ ପ୍ରଥମ କରି ଏସିଆ ମହାଦେଶର କେନ୍ଦ୍ର ଏସିଆ ଓ ଚୀନ ଦେଶ ବିଷୟ ରେବିଷୟରେ ବିଶଦ ଭାବରେ ଜ୍ଞାତ ହେଇଥିଲେ । 
 
ମାର୍କୋ ପୋଲୋ ଙ୍କ ପିତା ନିକ୍କୋଲୋ ଓ କାକା ମାଫିଓ ଭ୍ରମଣକାରୀ ବ୍ୟବସାୟୀ ଥିଲେ ଓ ଏସିଆ ଦେଇ ଯାତ୍ରା କରି କୁ7ବଳୟ ଖାନ ଙ୍କୁ ମଧ୍ୟ ଭେଟିଥିଲେ । ସେମାନେ 1269 ମସିହା ରେମସିହାରେ ଭେନିସ କୁ ପ୍ରତ୍ୟାବର୍ତନ କଳା ପରେ ମାର୍କୋ ପୋଲୋ ଙ୍କୁ ସାଙ୍ଗରେ ନେଇ ଏସିଆ କୁ ଅନନ୍ୟ ଯାତ୍ରା ରେଯାତ୍ରାରେ ଗଲେ ଓ ପୁଣି ଭେନିସ କୁ ଦୀର୍ଘ 24 ବର୍ଷ ପରେ ପ୍ରତ୍ୟାବର୍ତନ କଲେ । ସେତେବେଳେ ଭେନିସ ଦେଶ ଗେନୋଆ ଦେଶ ସହ ଯୁଦ୍ଧ ରେଯୁଦ୍ଧରେ ବ୍ୟାପ୍ତ ଥିଲା । ମାର୍କୋ ଙ୍କୁ ଜୈଲ ଯିବାକୁ ପଡିଲା । ସେ ଜୈଲ ହିତରେ ଥାଇ ତାଙ୍କର ଦୀର୍ଘ ଏସିଆ ଭ୍ରମଣର କାହାଣୀ ତାଙ୍କର  ଏକ ସାଥି କଇଦି ଙ୍କୁ ଡାକି ଥିଲେ ଓ ସାଥି କଇଦି ତାହା ଲିପିବଦ୍ଧ କରିଥିଲେ । ମାର୍କୋ 1299 ମସିହା ରେମସିହାରେ ଜୈଲ ରୁ ମୁକ୍ତ ହେଇ ପୁନର୍ବାର ବ୍ୟବସାୟ କରି ସଫଳ ହେଲେ ଓ ଖୁବ ଧନିକ ବ୍ୟବସାୟୀ ଭାବରେ ବିବାହ କରି 3 ଟି ସନ୍ତାନର ଜନକ ହେଇଥିଲେ । ତାଙ୍କର ମୃତ୍ୟୁ 1324 ମସିହା ରେମସିହାରେ ଭେନିସ ଠାରେ ହେଇଥିଲା । 
 
== ଜୀବନୀ ==
୩୯ କ ଧାଡ଼ି:
 
=== ସମ୍ମାନ ===
[[ଫାଇଲ:Lire_1000_(Marco_Polo).jpg|thumb|୧୯୮୨ ମସିହା ରେମସିହାରେ ମୁଦ୍ରିତ ଇଟାଲିୟାନ ବେଙ୍କ ନୋଟ ମାର୍କୋ  ପୋଲୋ ଙ୍କ ଚିତ୍ର ସହ .]]
 
== ପୁନଶ୍ଚ ଦେଖଣା ==