"ମାନ୍ନା ଦେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Removing from ଭାରତୀୟ ସିନେମା
ଟିକେ Bot: Automated text replacement (- ରେ +ରେ )
୨୮ କ ଧାଡ଼ି:
==ହିନ୍ଦୀ ଚଳଚ୍ଚିତ୍ରରେ ଜୀବନ==
ଦେ ପ୍ରଥମେ ୧୯୪୨ରେ ହିନ୍ଦୀ ଚଳଚ୍ଚିତ୍ର ''ତମନ୍ନା'' ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ।
ସୁରୟାଙ୍କ ସହିତ କ୍ରିଷ୍ଣ ଚନ୍ଦ୍ର ଦେ ଓ ମନ୍ନା ଏକାଠି ମିଶି ଗାଇଥିବା "ଜାଗୋ ଆୟି ଉଷା ପନ୍ଛି ବୋଲେ ଜାଗୋ" ତାଙ୍କ ଜୀବନର ପ୍ରଥମ ସଫଳ ସଂଗୀତ ଥିଲା । ୧୯୫୨ରେ ବଙ୍ଗଳା ଓ ମରାଠୀ ଭାଷାରେ ନିର୍ମିତ "'''ଅମର ଭୁପାଲି''''''' ଫିଲ୍ମରେ କଣ୍ଠଦାନ କରି ବଙ୍ଗାଳୀ ଓ ମରାଠୀ ସିନେ ଜଗତରେ ଦେ ନିଜକୁ ଏକ ମୁଖ୍ୟ ପ୍ରଚ୍ଛଦପଟ୍ଟ ଗାୟକଭାବେ ପ୍ରତିଷ୍ଠିତ କରିଥିଲେ । ୧୯୪୮-୧୯୫୪ ଅନେକ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ପପ୍ ସଂଗୀତର ମିଶ୍ରଣ ଥିବା ଗୀତଗୁଡିକୁ ଗାଇ ସେ ନିଜର ଏକ ସ୍ବତନ୍ତ୍ର ପ୍ରତିଭା ପ୍ରଦର୍ଶନ କରିଥିଲେ । ୧୯୫୩ ମସିହାରେ ସେ ପ୍ରଥମେ ହିନ୍ଦୀ ଗଜଲ୍ ଗାଇବା ଆରମ୍ଭ କରିଥିଲେ । ୧୯୫୩ରେ ନିର୍ମିତ '''"ଦୋ ବିଘା ଜମିନ୍"''''''' ରେ ସଲିଲ୍ ୈଚୋଧରୀ ଦ୍ବାରା ରଟିତ ୨ଟି ହିଟ୍ ସଂଗୀତରେ କଣ୍ଠଦାନ କରି ସେ ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ୧୯୫୭ ରେ୧୯୫୭ରେ ୯୫ ଓ ୧୯୫୮ ରେ୧୯୫୮ରେ ୬୪ଟି ହିନ୍ଦୀ ଗୀତ ଗାଇ ସେ ସଫଳତାର ଶିଖର ଛୁଇଁଥିଲେ । ୧୯୫୩-୧୯୬୯ ମସିହା ଥିଲା ହିନ୍ଦୀ ସିନେ ଜଗତରେ ଦେ'ଙ୍କ ପାଇଁ ସଫଳତା ତୋଳି ଧରିବାର ସମୟ । ଏହି ସମୟ ମଧ୍ୟରେ ସେ ୭୫୮ଟି ହିନ୍ଦୀ ସଂଗୀତ ରେକର୍ଡ କରିଥିଲେ । ୧୯୯୨ ମସିହାରୁ ସେ ହିନ୍ଦୀ ସଂଗୀତ ଦୁନିଆରୁ ଦୁରେଇ ଗଲେ । ସେ ଶେଷଥର ପାଇଁ ୨୦୦୬ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର '''ଉମାର''' ରେ ସୋନୁ ନିଗମ ଓ କବିତା କ୍ରିଷ୍ଣମୂର୍ତ୍ତୀଙ୍କ ସହିତ ଗାଇଥିଲେ । ମାନ୍ନା ଦେ ୧୦୨ରୁ ଅଧିକ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ।
 
==ବ୍ୟକ୍ତିଗତ ଜୀବନ==
୧୯୫୩ ଡିସେମ୍ବର ରେଡିସେମ୍ବରରେ ମାନ୍ନା ଦେ ସୁଲୋଚନା କୁମାରନଙ୍କୁ ବିବାହ କରିଥିଲେ । ସୁଲୋଚନା କେରଳର କନ୍ନୁରର ବାସିନ୍ଦା । । ମାନ୍ନାଙ୍କ ୨ଟି ଝିଅ ଅଛନ୍ତି, ତାଙ୍କ ନାମ ସୁରୋମା ଓ ସୁମିତା । ଜାନୁୟାରୀ ୨୦୧୨ରେ ସୁଲୋଚନା କ୍ୟାନ୍ସରରେ ବେଙ୍ଗାଲୁରୁରେ ମରିଥିଲେ । ତାଙ୍କ ମୃତ୍ୟୁ ପରେ ମୁମ୍ବାଇ ଛାଡି ବେଙ୍ଗାଲୁରୁର କଲ୍ୟାଣ ନଗରକୁ ଚାଲି ଆସିଲେ । ଛାତିରେ ଇନ୍ ଫେକ୍ସନ ହେବାରୁ ଦେଙ୍କୁ ୮ ଜୁନ୍ ୨୦୧୩ରେ ବେଙ୍ଗାଲୁର ଡାକ୍ତରଖାନାର ICU ରେICUରେ ଭର୍ତ୍ତି କରାଗଲା । ଶେଷରେ ୨୪ ଅକ୍ଟୋବରରେ ନାରାୟଣ ହୃଦୟାଳୟରେ ଶେଷ ନିଃଶ୍ବାସ ତ୍ୟାଗ କଲେ ।
 
==ପୁରସ୍କାର ଓ ସମ୍ମାନ==