"ଭାରତୀୟ ଡାକ ସେବା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧୨ କ ଧାଡ଼ି:
[[ଫାଇଲ:1947 India Flag 3½ annas.jpg|ଡାକ ଷ୍ଟାମ୍ପ|thumb|ଡାକ ଷ୍ଟାମ୍ପ|]]|
}}
ଭରତୀୟ ଡାକ ବିଭାଗ (Hindi: भारतीय डाक विभाग) ""ଇଣ୍ଡିଆ ପୋଷ୍ଟ '' ବ୍ଯାପାର ଚିହ୍ନ ରେଚିହ୍ନରେ କାର୍ଯକରେ, ଏହା ଭାରତ ସରକାର ଦ୍ବ୍ବ୍ବ୍ବ୍ବାରା ଚାଳିତ ଭାରତର ଡାକ ସେବା ଅଟେ , ଭାରତ ରେଭାରତରେ ବିଶେଷ କରି ଏହା ଡାକଘର କୁହାଯାଏ।
[[ଭାରତୀୟ ଡାକ ସେବା]] ରେ ୧୫୫,୩୩୩ ଟି ଡାକଘର ଅଛି , ଓ ଏହା ବିଶ୍ଵ ରେବିଶ୍ଵରେ ବଣ୍ଟନ ହେଇଥିବା ଡାକ ସେବା ମଧ୍ଯ ରୁ ଏକ। ଭାରତୀୟ ଡାକ ସେବା ନିଜର ସେବା କେବଳ ସହର ରେସହରରେ ହି ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ଯ ସେବା ଯୋଗାଏ। ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି ଏହା କାର୍ୟାଳୟ ସେବା , ବ୍ଯାଙ୍କ ସେବା ଏବଂ ଅତ୍ଯାଧିକ ସେବା ପ୍ରଦାନ କରେ।
== ଭାରତୀୟ ଡାକ ସେବାର ଶାସନ ଓ ବ୍ଯବସ୍ଥା ==
ଭାରତୀୟ ଡାକ ସେବା ଭାରତ ସରକାର ଙ୍କ ସୁଚନା ଓ ଲୋକସଂପର୍କ ବିଭାଗ ଅଧିନ୍ନ ରେଅଧିନ୍ନରେ ଆସୁଛି। ଭାରତୀୟ ଡାକ ସେବା ସଂସ୍ଥାର ଉଚ୍ଚ ସେବା ବିଭାଗ ଟି ହେଲା ଭାରତୀୟ ଡାକ ସେବା ବୋର୍ଡ। ଏହି ସଂସ୍ଥା ରେସଂସ୍ଥାରେ ଜଣେ ସଭାପତି ଓ ୬ ଜଣ ସଦସ୍ଯ ଅଛନ୍ତି।
ଭାରତୀୟ ଡାକ ସେବା ଟି ୨୨ ବିଭାଗ ରେବିଭାଗରେ ବିଭାଜନ ହେଇଛି, ପ୍ରତେକ ବିଭାଗ ମୁକ୍ଷ୍ଯ ଡାକ ମାହାପ୍ରବନ୍ଧକ ଅଟନ୍ତି। ପ୍ରତେକ ଟି ବିଭାଗ ବିଭିନ୍ନ ଭାଗରେ ବିଭାଜିତ ହୋଇଛି ଜାହାକି ବିଭିନ୍ନ ସ୍ତାନରେ ସେବା ପ୍ରଦାନ କରେ।
୨୨ ଟି ବିଭାଗ ଛଡା ଏହା ରେଏହାରେ ଭାରତୀୟ ଡାକ ନିଜର ଏକ ବିଭାଗ ଭାରତୀୟ ସୁରକ୍ଷା କରୁଥିବା ଯବାନ ମାନଙ୍କୁ ଦେଇଥାଏ।ଏହାର ସଭାପତି ସେହି ସ୍ଥାନ ରେସ୍ଥାନରେ ଥିବା ମେଜର ଜେନେରାଲ ଙ୍କୁ ମିଳିଥାଏ।
<!--==ଇତିହାସ==
History