"ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Bot: Automated text replacement (- ରେ +ରେ )
୬୯ କ ଧାଡ଼ି:
ପ୍ରତିବର୍ଷ ଇଦ୍-ମିଲାଦୁନ-ନବିରେ ଭଦ୍ରକର ମୁସଲିମମାନେ ମହିହା ମହମ୍ମଦଙ୍କର ଜୟନ୍ତୀକୁ ବଡ଼ ଧୁମଧାମରେ ପାଳନ କରିଥାନ୍ତି। ସେମାନେ ଶଙ୍କରପୁରର ଏକ ପଡ଼ିଆରେ ଏକତ୍ର ହୁଅନ୍ତି ଯାହାକୁ ମଦିନା ମୈଦାନ କୁହାଯାଏ। JIMNC (ଜସନ ଇ ଇଦ୍-ମିଲାଦୁନ-ନବି କମିଟି) ଏଇ ପବିତ୍ର ପର୍ବର ଆୟୋଜନର ଦାୟିତ୍ୱ ନେଇଥାଏ।
 
ଆରଡି ରେଆରଡିରେ ସମସ୍ତ ପର୍ବ ପର୍ବାଣି ପାଳନ ଏବ୍ଂ ମହା ଶିବରାତ୍ରୀ ଧୁମ୍ ଧାମ ରେଧାମରେ ପାଳନ କରା ଯାଏ ।
 
ଦୋଳପୂର୍ଣ୍ଣିମାରେ ଗୁଆଁମାଳ, ଲୁଣିଆ, କାଳିମେଘା, ତିହିଡ଼ି, ବ୍ରାହ୍ମଣୀଗାଁ, ପାଟରାଜପୁରରେ ମେଲଣ ବଡ଼ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ଭଦ୍ରକ, ତିହିଡ଼ି ଗୁଆଁମାଳରେ ରଥଯାତ୍ରା ମଧ୍ୟ ପାଳନ କରାଯାଏ।
"https://or.wikipedia.org/wiki/ଭଦ୍ରକ"ରୁ ଅଣାଯାଇଅଛି