"ବ୍ୟାଟେରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ରେ +ରେ )
ଟିକେ (Bot: Automated text replacement (- ର +ର ))
ଟିକେ (Bot: Automated text replacement (- ରେ +ରେ ))
[[File:AA AAA AAAA A23 battery comparison-1.jpg|thumb| (ବାମରୁ) AA, AAA, AAAA ଓ A23 ବ୍ୟାଟେରୀ]]
 
ବ୍ୟାଟେରୀ ଏକ ଉପକରଣ ଯାହା ରସାୟନିକ [[ଶକ୍ତି]] କୁ ବୈଦ୍ୟୁତିକ ଶକ୍ତି ରେଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ସଳଖ ବିଦ୍ୟୁତ୍ (Direct Current) ଉତ୍ପନ୍ନ କରେ । ଏଥିରେ ଦୁଇଟି ଟର୍ମିନାଲ ଥାଏ: କ୍ୟାଥୋଡ଼ ବା ଧନାତ୍ମକ ଓ ଆନୋଡ଼ ବା ଋଣାତ୍ମକ । ଧନାତ୍ମକ ଟର୍ମିନାଲ ଟି ଋଣାତ୍ମକ ଠାରୁ ଉଚ୍ଚ ବିଭବ (potential) ରେ ଥାଏ । ଋଣାତ୍ମକ ଟର୍ମିନାଲ ଟି ଇଲେକ୍ଟ୍ରନର ସ୍ରୋତ । ବାହ୍ୟ ସର୍କିଟ ବ୍ୟାଟେରୀ ସହ ସଂଯୋଗ କଲେ, ଋଣାତ୍ମକ ଟର୍ମିନାଲ ରୁ ଇଲେକ୍ଟ୍ରନ ଗୁଡ଼ିକ ଗତିଶୀଳ ହୋ‍ଇ ଅନ୍ୟ ଟର୍ମିନାଲକୁ ଯାଆନ୍ତି ଯାହା ଫଳରେ ସର୍କିଟ ଦେଇ ବିଦ୍ୟୁତ୍ ପ୍ରବାହ ହୁଏ ।ଏହି ଇଲେକ୍ଟ୍ରନ ଗୁଡ଼ିକ ବ୍ୟାଟେରୀରେ ଥିବା ରସାୟନ ମଧ୍ୟରେ ରାସାୟନିକ ପ୍ରକ୍ରିୟା ଦ୍ୱାରା ଇଲେକ୍ଟ୍ରୋଲାଇଟ୍ ରୁ ଭାଙ୍ଗି ଆୟନ ରେଆୟନରେ ପରିଣତ ହେବା ଯୋଗୁଁ ଉତ୍ପନ୍ନ ହୁଏ । ଆଜିକାଲି ବ୍ୟାଟେରୀ ବୋ‍ଇଲେ ଯାହା ବୁଝାଏ, ପୂର୍ବେ ତାହାକୁ ସେଲ୍ ବୋଲି କୁହାଯାଉଥିଲା । କେତେ ଗୁଡ଼ିଏ ସେଲ୍‌ର ସମଷ୍ଟିକୁ ବ୍ୟାଟେରୀ ବୋଲି କୁହାଯାଉଥିଲା, କିନ୍ତୁ ଆଜିକାଲି ଗୋଟିଏ ସେଲ୍‌କୁ ମଧ୍ୟ ବ୍ୟାଟେରୀ କୁହାଯାଉଛି ।
 
[[File:22,5 V batterij.jpg|thumb|22,5 V ବ୍ୟାଟେରୀ]]
ବ୍ୟାଟେରୀ ଅନେକ ଆକାର ଓ ରୂପରେ ଆସେ । ଛୋଟିଆ ଶ୍ରବଣଯନ୍ତ୍ର ଲାଗି କ୍ଷୁଦ୍ରାତିକ୍ଷୁଦ୍ର ବ୍ୟାଟେରୀରୁ ଆରମ୍ଭ କରି ଟେଲିଫୋନ ଏକ୍ସଚେଞ୍ଜ ଗୁଡ଼ିକରେ ବ୍ୟାକଅପ ଶକ୍ତି ଲାଗି ଘର ଆକାରର ବ୍ୟାଟେରୀ ମଧ୍ୟ ରହିଛି ।
 
୨୦୦୫ ରେ୨୦୦୫ରେ ଏକ ଅନୁମାନ ଅନୁସାରେ ପ୍ରତିବର୍ଷ ବ୍ୟାଟେରୀ ବିକ୍ରୟରୁ ୪୮ ବିଲିୟନ ଆମେରିକୀୟ ଡଲାରର ବ୍ୟାପାର ହୋ‍ଇଥାଏ ।
 
==ଇତିହାସ==
[[File:Batteries for recycling.JPG|thumb|ପୁନଃପ୍ରକ୍ରିୟାକରଣ (Recycling) ପାଇଁ ରଖାଯାଇଥିବା ବିଭିନ୍ନ ପ୍ରକାରର ବ୍ୟାଟେରୀ]]
 
ଆଲେସାନ୍ଦ୍ରୋ ଭୋଲ୍ଟା, ୧୮୦୦ ମସିହାରେ ପ୍ରଥମ ବିଦ୍ୟୁତ୍-ରସାୟନିକ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ, ଯାହାର ନାମ ଥିଲା ଭୋଲ୍ଟାଇକ ପାଇଲ୍ । ଏହା ତମ୍ବା ଓ ଦସ୍ତା ଫଳକ ଗୁଡ଼ିକୁ ଗଦାଇ ତିଆରି ହୋ‍ଇଥିଲା । ଫଳକ ଗୁଡିକ ଲୁଣିପାଣିରେ ଭିଜିଥିବା କାଗଜପଟା ଦ୍ୱାରା ପୃଥକ୍ ହୋ‍ଇ ରହିଥିଲା ।ଏଥିରୁ ସ୍ଥିର ଭାବେ ଅଳ୍ପ କରେଣ୍ଟ ଦୀର୍ଘ ସମୟ ଧରି ଉତ୍ପନ୍ନ ହେ‍ଉଥିଲା । ଭୋଲ୍ଟା ଜାଣିପାରି ନଥିଲେ ଯେ କରେଣ୍ଟ, ରାସାୟନିକ ପ୍ରକ୍ରିୟା ଯୋଗୁଁ ଉତ୍ପନ୍ନ ହେଉଛି । ସେ ଧରିନେଇଥିଲେ ଯେ ତାଙ୍କ ସେଲ୍ ବିଦ୍ୟୁତ୍ର ଅକ୍ଷୟ ଭଣ୍ଡାର । ରାସାୟନିକ ପ୍ରକ୍ରିୟାରେ ଇଲେକ୍ଟ୍ରୋଡ ଗୁଡ଼ିକର ଅବକ୍ଷୟ ଯେ ସେଲ୍ର କାର୍ଯ୍ୟପ୍ରଣାଳୀର ଅଂଶ ଓ କୌଣସି ପାର୍ଶ୍ୱ ପ୍ରଭାବ ନୁହଁ ତାହା ସେ ହୃଦୟଙ୍ଗମ କରିପାରିନଥିଲେ, ଯାହାକି ପରେ ୧୮୩୪ ରେ୧୮୩୪ରେ ମାଇକେଲ ଫାରାଡ଼େ ପଦର୍ଶିତ କରିଥିଲେ ।
 
==ମୌଳିକ ସିଦ୍ଧାନ୍ତ==
୩୯,୦୫୬

ଗୋଟି ସମ୍ପାଦନା