୩୯,୦୫୬
ଗୋଟି ସମ୍ପାଦନା
ଟିକେ (Bot: Automated text replacement (-ଓଡିଆ +ଓଡ଼ିଆ)) |
ଟିକେ (Bot: Automated text replacement (- ରେ +ରେ )) |
||
}}
'''ବ୍ରହ୍ମପୁର''' [[ଗଞ୍ଜାମ ଜିଲ୍ଲା]]ର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ [[ଭୁବନେଶ୍ଵର]] ଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ [[ବଙ୍ଗୋପ ସାଗର]] କୂଳରେ ଥିବା [[ଗୋପାଳପୁର]] ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା ଓଡ଼ିଶାର ରେଶମ ସହର ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । [[ଭୁବନେଶ୍ଵର]] ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୦୯ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୭,୯୯,୭୫୨ ଥିଲା । ଭୁବନେଶ୍ଵର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ
==ଇତିହାସ==
|