"ବଡ଼ ଏରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
The '''ବୃହତ୍ ଫ୍ଲେମିଙ୍ଗୋ''' (''Phoenicopterus roseus'') ସର୍ବାଧିକ ଦେଖା ଯାଉଥିବା ଫ୍ଲେମିଙ୍ଗୋ ପ୍ରଜାତି । ଏମାନେ ମୁଖ୍ଯତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପ ରେଇଉରୋପରେ ଦେଖା ଯାଇଥାନ୍ତି । 
 
== ବର୍ଣନା ==
ଏହି ପ୍ରଜାତିର ଫ୍ଲେମିଙ୍ଗୋ ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛ ହେଇଥିବା ବେଳେ ୨ ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି ।<ref>{{Cite web}}</ref> ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲି ରେଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 
 
ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗ ରେରଙ୍ଗରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣା ରେଡେଣାରେ ଲାଲ ରଙ୍ଗ ଓ ପରର ଅଗ୍ରଭାଗ ରେଅଗ୍ରଭାଗରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟ ରେସମୟରେ ବତକ ପରି ଶବ୍ଦ କରିଥାଏ । 
 
ଫ୍ଲେମିଙ୍ଗୋର ପର ରେପରରେ ଥିବା ରଙ୍ଗ କୁ ମେକ-ଉପ ତିଆରି ରେତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ । <ref name="Amat">{{Cite journal|title=Greater flamingos Phoenicopterus roseus use uropygial secretions as make-up|last=Amat, J.A., Rendón, M.A., Garrido-Fernández, J., Garrido, A., Rendón-Martos, M. and Pérez-Gálvez, A.|journal=Behavioral Ecology and Sociobiology|issue=4|year=2011|volume=65|pages=665-673}}</ref>
 
ସାଧାରଣତଃ ହ୍ରଦ ଓ ପୁଷ୍କରିଣୀ ଥିବା ସ୍ଥାନ ରେସ୍ଥାନରେ ଆବାସ ଯମେଇଥିବା ଫ୍ଲେମିଙ୍ଗୋ ମାନେ ସନ୍ତସନ୍ତିଆ ଜାଗା ରେଜାଗାରେ ମଧ୍ୟ ଦେଖା ଯାନ୍ତି । ସେଠାରେ ଛୋଟ ମାଛ , ପୋକ ଇତ୍ୟାଦି ତାଙ୍କର ଖାଦ୍ୟ । ମୁଣ୍ଡ ନୂଆଇ ସେମାନେ ଖାଦ୍ୟ ଅନୁସନ୍ଧାନ ରେଅନୁସନ୍ଧାନରେ ରହନ୍ତି । <ref name="stanford-flamingo">{{Cite web}}</ref>
 
== ବିସ୍ତାର ==
ଏସିଆ , [[ଆଫ୍ରିକା]]ର ତଟବର୍ତୀ ଅଞ୍ଚଳ , ଭାରତ , [[ପାକିସ୍ତାନ]] ମଧ୍ୟ ପ୍ରାଚ୍ୟ ଦେଶ ଇଟାଲୀ , ଫ୍ରାଣ୍ସ ଆଦି ଅଞ୍ଚଳ ରେଅଞ୍ଚଳରେ ଏମାନେ ବହୁ ସଂଖ୍ୟା ରହନ୍ତି । ଭାରତର ନଳଣଣ , ଖାଯିଦୀଆ ପକ୍ଷୀ ସଙ୍ଗରକ୍ଷଣ ଅଞ୍ଚଳ ଫ୍ଲେମିଙ୍ଗୋ ଙ୍କ ଆବାସ ପାଇଁ ବିଖ୍ୟାତ ।ସେମାନେ ସେହି ସବୁ ଆବାସ ରେଆବାସରେ ଶିତ୍ସ କାଳ ରେକାଳରେ ରହିଥାନ୍ତି । <ref>Koshti A.J. and Bony L.S (2016). </ref> 
 
== ଜୀବନ କାଳ ==
ଜୂ ରେଜୂରେ ଥିବା ଫ୍ଲେମିଙ୍ଗୋ ମାନଙ୍କ ହାରାହାରି ଜୀବନ କାଳ ୬୦ ବର୍ଷ ରୁ ଉର୍ଦ୍ଧ ହେଇଥାଏ । 
 
== ମଣିଷ ସହ ସମ୍ପର୍କ ==
ପକ୍ଷୀ ସଂଗ୍ରହାଳୟ ରେସଂଗ୍ରହାଳୟରେ ବହୁ ସଂଖ୍ୟା ରେସଂଖ୍ୟାରେ ଫ୍ଲେମିଙ୍ଗୋ ଥିବାର ଦେଖା ଯାଏ । ଏହାରେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ହେଇଥାଏ ।<ref>{{Cite web}}</ref>ଅଷ୍ଟ୍ରେଲିଆ ଜୂ ରେଜୂରେ ଏକ ଫ୍ଲେମିଙ୍ଗୋ ୮୩ ବର୍ଷ ବଞ୍ଚିଥିବାର ଜଣାପଡେ । ତେବେ ତାକୁ ବୟସାଧିକ୍ୟ କାରଣ ରୁ ମାରି ଦିଆ ଯାଇଥିଲା । <ref>{{Cite web}}</ref><ref>{{Cite web}}</ref><ref>{{Cite web}}</ref><ref>{{Cite news|last=Fedorowytsch|first=Tom|title=Flamingo believed to be world's oldest dies at Adelaide Zoo aged 83|publisher=ABC Radio Australia|date=31 January 2014|url=http://www.radioaustralia.net.au/international/2014-01-31/flamingo-believed-to-be-worlds-oldest-dies-at-adelaide-zoo-aged-83/1257422|accessdate=31 January 2014|access-date=31 January 2014}}</ref>
 
 
"https://or.wikipedia.org/wiki/ବଡ଼_ଏରା"ରୁ ଅଣାଯାଇଅଛି