"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ରେ +ରେ )
ଟିକେ (Bot: Automated text replacement (- ର +ର ))
ଟିକେ (Bot: Automated text replacement (- ରେ +ରେ ))
 
== ପ୍ରାରମ୍ଭିକ ଜୀବନ ==
ବିଶ୍ଵନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ ଓଡ଼ିଶାର [[ଗଞ୍ଜାମ ଜିଲ୍ଲା]] ରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]ରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ [[କଲିକତା ବିଶ୍ଵବିଦ୍ୟାଳୟ]]ରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । [[ମାଡ୍ରାସ]] ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ]]ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର [[ଛତ୍ରପୁର]] ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଶାର ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଅବଦାନ ଥିବା [[ଲୋକ ସେବକ ମଣ୍ଡଳ]]ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।
 
== ରାଜନୀତି ==
ବିଶ୍ଵନାଥ ଦାସ [[ମାଡ୍ରାସ]] କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଂଗ୍ରାମରେ ରେସଂଗ୍ରାମରେରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ [[ଭାରତୀୟ ସମ୍ବିଧାନ]] ସଭାର ସଦସ୍ୟ ଥିଲେ । ସେ ଅନେକ ଥର [[ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି]]ର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
 
== ଶେଷ ଜୀବନ ==
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ୧୯୮୪ରେ ଇହଲୀଳା ସମ୍ବରଣ କରିଥିଲେ ।
 
== ଆଧାର ==
୩୩,୨୧୨

ଗୋଟି ସମ୍ପାଦନା