"ପୃଥିବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ବାୟୁମଣ୍ଡଳ: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
ଟିକେ Bot: Automated text replacement (- ରେ +ରେ )
୧୦୨ କ ଧାଡ଼ି:
== ଗତିପଥ ଓ ଆବର୍ତ୍ତନ ==
[[ଫାଇଲ:AxialTiltObliquity.png|thumb|right|200px|ପୃଥିବୀର ଅକ୍ଷୀୟ ଢଳନ ଓ ପରିକ୍ରମଣ ସମତଳ ସହିତ ସମ୍ପର୍କ ।]]
ପୃଥିବୀରେ ଦିନ ୨୪ ଘଣ୍ଟା ଓ ବର୍ଷ ୩୬୫ ଦିନ ହୋଇଥାଏ । ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବା ପାଇଁ ୩୬୫.୨୪ ଦିନ ନିଏ । ବଳକା ସମୟକୁ ମିଶାଇ ୪ ବର୍ଷରେ ଥରେ ବର୍ଷକ ୩୬୬ ଦିନ କରାଯାଏ । ଏହାକୁ ଅଧିବର୍ଷ କୁହାଯାଏ । ପୃଥିବୀ ସୂର୍ଯ୍ୟଠାରୁ ହାରାହାରି ୧୫ କୋଟି କିମି ଦୂରରେ ଅବସ୍ଥିତ ଓ ୩୦ କିମି/ସେ (୬୬,୧୬୬ ମାଇଲ୍/ଘ) ରେ ସୂର୍ଯ୍ୟକୁ ପରିକ୍ରମା କରୁଛି ।
 
ଚନ୍ଦ୍ର ହାରାହାରି ୨,୫୦,୦୦୦ କିମି ଦୂରରେ ପୃଥିବୀକୁ ପରିକ୍ରମା କରୁଛି । ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ପୃଥିବୀକୁ ଦେଖାଯାଏ । ଚନ୍ଦ୍ର ପରିକ୍ରମା କରିବା ପାଇଁ ପ୍ରାୟ ୧ ମାସ ନିଏ ।
"https://or.wikipedia.org/wiki/ପୃଥିବୀ"ରୁ ଅଣାଯାଇଅଛି