"ନୂରଜାହାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 15 interwiki links, now provided by Wikidata on d:q541530 (translate me)
ଟିକେ Bot: Automated text replacement (- ରେ +ରେ )
୨୨ କ ଧାଡ଼ି:
 
== ମୋଗଲ ସାମ୍ରାଜ୍ୟ ==
ନୂରଜାହାନ ସୁନ୍ଦରୀ, ବୁଦ୍ଧିମତୀଓ ଗୁଣବତୀ ଥିଲେ । ତାଙ୍କ ଠାରେ ଉଚ୍ଚାଭିଳାଷ ପୁରି ରହିଥିଲା । ସାମ୍ରାଜ୍ଞୀ ହେବା ପରେ ସେ [[ଜାହାଙ୍ଗୀର]]ଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲେ । ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ । ସେ ତାନକ ପିତା [[ମିର୍ଜାଗିୟାସ ବେଗ]] ଓ ଭ୍ରାତା ଆସଫ ଖାଁଙ୍କୁ ଉଚ୍ଚ କାର୍ଯ୍ୟରେ ନିଯୁକ୍ତ କରିଥିଲେ । ରାଜଦରବାର ରେରାଜଦରବାରରେ ବସି ଜାହାଙ୍ଗୀରଙ୍କ ସହିତ ରାଜକାର୍ଯ୍ୟ ପରିଚାଲନା କରୁଥିଲେ । ମୁଦ୍ରାମାନଙ୍କରେ ଜାହାଙ୍ଗୀରଙ୍କ ସହିତ ତାଙ୍କ ସ୍ଥାନ ପାଇଥିଲା । <ref>http://persian.packhum.org/persian/main?url=pf%3Ffile%3D00702015%26ct%3D304%26rqs%3D181</ref> ଜୀବନର ଶେଷଭାଗରେ ଜାହାଙ୍ଗୀରଙ୍କ [[କାଶ୍ମୀର]] ସୁରମ୍ୟ ଉପତ୍ୟକାରେ ଭୋଗବିଳାସରେ କାଲାତିପାତ କରିବାରୁ ନୂରଜାହାନ ସମସ୍ତ ଶାସନ ଦାୟିତ୍ଵ ବହନ କରିଥିଲେ । ନୂରଜାହାନଙ୍କ କ୍ଷମତା ଓ ପ୍ରତିପତ୍ତି ବୃଦ୍ଧି ପାଇବାରୁ ଅମୀରମାନେ ଉତ୍ତ୍ୟକ୍ତ ହୋଇଥିଲେ । ଜାହାଙ୍ଗୀରଙ୍କର କନିଷ୍ଠ ପୁତ୍ର ଶାହରିୟରଙ୍କ ସହିତ ଶେର ଆଫଗାନଙ୍କ ଔରଷରୁ ଜାତ ନିଜର କନ୍ୟାକୁ ବିବାହ କରେଇ ଜାହାଙ୍ଗୀରଙ୍କ ଅନ୍ତେ ଶାହରିୟରଙ୍କୁ ସମ୍ରାଟ କରିବା ପାଇଁ ନୂରଜାହାନ ସ୍ଥିର କରିଥିଲେ । ଫଲରେ ଯୁବରାଜ ଖୁରମ ଓ ସେନାପତି ମହବତ ଖାଁ ବିଦ୍ରୋହ କରିଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କ୍ଷମତା ଅପ୍ରତିହତ ରହିଥିଲା । ତାଙ୍କର ମୃତ୍ୟୁପରେ ନୂରଜାହାନ ରାଜକୋଷରୁ ବୃତ୍ତିପାଇ ୧୬୪୫ ରେ୧୬୪୫ରେ ମୃତ୍ୟୁ ପର୍ଯ୍ୟନ୍ତ ସମୟ କଟାଇଥିଲେ । <ref>http://www.indianetzone.com/47/nur_jahan.htm</ref><ref>http://www.womeninworldhistory.com/heroine11.html</ref>
 
== ମୃତ୍ୟୁ ==
"https://or.wikipedia.org/wiki/ନୂରଜାହାନ"ରୁ ଅଣାଯାଇଅଛି