"ନିନା ଗୁପ୍ତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧୧ କ ଧାଡ଼ି:
| partner = [[Viv Richards]] (?–1989)
| children = [[Masaba Gupta]]
}}'''ନିନା ଗୁପ୍ତା ''' (ଜନ୍ମ ୪ ଜୁଲାଇ ୧୦୫୯)  ଭାରତୀୟ ଫିଲ୍ମ ତଥା ଟିଭି କଳାକାର ଓ ନିର୍ମାତା ଓ ନିର୍ଦେଶିକା । ସେ ୧୯୯୪ ମସିହା ରେମସିହାରେ ତାଙ୍କର ସହ - ଅଭିନେତ୍ରୀ ଭାବରେ ଅଭିନୟ ପାଇଁ " ୱୋ ଛୋକରି " ଫିଲ୍ମ ରେଫିଲ୍ମରେ ଜାତୀୟ ପୁରସ୍କାର ପାଇଥିଲେ । ସେ ଶାମ ବେନେଗାଳ ଓ ଅରବିନ୍ଦନ ଙ୍କ ପରି ସମାନ୍ତରାଳ ଫିଲ୍ମ ନିର୍ମାତା ଙ୍କ ଫିଲ୍ମ ରେଫିଲ୍ମରେ ଅଭିନୟ କରି ଜାତୀୟ ଖ୍ୟାତି ପ୍ରାପ୍ତ ହେଇଥିଲେ । ଏହା ସହ ସେ ଟିଭି ସିରିୟାଲ ରେସିରିୟାଲରେ ଅଭିନୟ ସହ ରିଆଲିଟି ଶୋ ରେଶୋରେ ମଧ୍ୟ ଆଙ୍କର ଭାବରେ କାର୍ଯ୍ୟ କରୁଥିଲେ । <ref>[http://www.hindu.com/thehindu/fr/2005/12/16/stories/2005121603280400.htm Bold and dutiful] MALA KUMAR, [//en.wikipedia.org/wiki/The_Hindu The Hindu], 16 December 2005.</ref>
 
== ପ୍ରାର୍ଥମିକ ଜୀବନୀ ଓ କାର୍ଯ୍ୟ ==
ନିନ ଗୁପ୍ତା ନୂଆ ଦିଲ୍ଲୀ ସହର ରେସହରରେ ଜନ୍ମ ଗ୍ରହଣ କରି ଲରେନ୍ସ ସ୍କୁଲ ରେସ୍କୁଲରେ ସିକ୍ଷ୍ୟା ଲାଭ କରିଥିଲେ । ସେ ସଂସ୍କୃତ ବିଷୟ ରେବିଷୟରେ ସ୍ନାତକୋତ୍ତର ସହ M. Phil ମଧ୍ୟ କରିଥିଲେ । 
== ଭାରତୀୟ ଫିଲ୍ମ ==
ନିନା ଖଳନାୟକ , ଯୁନୁନ , ସାଥ ସାଥ , ଯେ ନଜଦିକିୟାନ , ମାଣ୍ଡୀ , ଶ୍ରୀମାନ ଶ୍ରୀମତୀ ,  ନଜର , ଶାନ ଆଦି ଅନେକ ବ୍ଯବସାୟିକ ଫିଲ୍ମ ରେଫିଲ୍ମରେ ସହ ଅଭିନେତ୍ରୀ ଭାବରେ କାର୍ଯ୍ୟ କରି ଲୋକପ୍ରିୟ ହେଇଥିଲେ । ଏହା ସହ ସେ ଅନେକ ସମାନ୍ତରାଳ ଫିଲ୍ମ ରେଫିଲ୍ମରେ ଅଭିନୟ କରିଥିଲେ । 
== ଆନ୍ତର୍ଜାତିକ ଫିଲ୍ମ ==
ନିନା ୧୯୮୨ ମସିହା ନିର୍ମିତ "ଗାନ୍ଧୀ ", ହଲିବୁଡ ନିର୍ମାତା ମାର୍ଚଣ୍ଟ ଆଇଭୋରୀ ଙ୍କ ଫିଲ୍ମ " The Deceivers" ,(୧୯୮୮)  " ମିର୍ଜା ଘାଲିବ ( ୧୯୮୯ ), " The Custody" (୧୯୯୩) ଓ " Cotton Mary " ( ୧୯୯୯) ରେ ଅଭିନୟ କରିଥିଲେ । 
 
=== ଟେଲିଭିଜନ କାର୍ଯ୍ୟ ===
ନିନା ଭାରତୀୟ ଟେଲିଭିଜନ ରେଟେଲିଭିଜନରେ ଖୁବ ସଫଳ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ୧୯୮୫ ମସିହାର ଧାରାବାହିକ "ଖାନଦାନ" , ୧୯୮୭ର "ମିର୍ଜା ଘାଲିବ" , ୧୯୮୮ର "ଭାରତ ଏକ ଖୋଜ "୨୦୦୯ ରେ୨୦୦୯ରେ ନିର୍ମିତ  " କିତନା ମୋହବ୍ବତ ହେ " ଇତ୍ୟାଦି ଖୁବ ପସଦଜନକ ହେଇଥିଲା । ଅଭିନୟ ବ୍ୟତୀତ ଅନେକ ରିଏଲିଟି ଶୋ ଧାରାବାହିକ ରେଧାରାବାହିକରେ ସେ ଆଙ୍କର ଭାବରେ କାର୍ଯ୍ୟ କରିଛନ୍ତି । ନିର୍ଦେଶିକ ଭାବରେ " ଶାନ " , ସିସ୍କି " ପରି ଧାରାବାହିକ ରେଧାରାବାହିକରେ ସେ ନିଜର କଳା ଦେଖେଇଛନ୍ତି । 
 
== ବ୍ୟକ୍ତିଗତ ଜୀବନ ==
ନିନା ୧୯୮୦ ମସିହା ରେମସିହାରେ ୱେଷ୍ଟ ଇଣ୍ଡିଜର ପୂର୍ବତନ [[କ୍ରିକେଟ]] ତାରକା [[ଭିଭିଆନ ରିଚାର୍ଡ]] ଙ୍କ ସମ୍ପର୍କ ରଖିଥିଲେ ଓ ତାଙ୍କର ଜଣେ ଝିଅ ମାସାବା ଗୁପ୍ତା ବର୍ତମାନ ଜଣେ ଫେସନ ଡିଜାଇନର<ref>[http://www.tribuneindia.com/1999/99feb28/sunday/head4.htm Tribune]</ref> ଭାବରେ କାର୍ଯ୍ୟ କରନ୍ତି । କିନ୍ତୁ ସେ ୨୦୦୮ ମସିହା ରେମସିହାରେ ନୂଆ ଦିଲ୍ଲୀ ରେଦିଲ୍ଲୀରେ ବିବେକ ମେହେରା ନାମକ ଜଣେ ଚର୍ତାର୍ଡ ଆକାଉଣ୍ଟାନ୍ତ ଙ୍କୁ ବିବାହ କରିଥିଲେ । <ref>[http://www.dnaindia.com/report.asp?newsid=1179373 DNA newspaper]</ref><ref>[http://sify.com/movies/bollywood/fullstory.php?id=14725269&cid=2359 Neena Gupta thrilled with marriage, but says "Masaba is priority"] [//en.wikipedia.org/wiki/Sify.com Sify.com], IANS, 29 July 2008.</ref><ref>[http://timesofindia.indiatimes.com/Entertainment/TV_Buzz/Neena_Gupta_opens_up/articleshow/3741476.cms Neena Gupta opens up.]</ref>
 
== ପୁରସ୍କାର ==
* ଜାତୀୟ ଫିଲ୍ମ ପୁରସ୍କାର - ୧୯୯୩ ଶ୍ରେଷ୍ଠ ଅଣ-କାଳ୍ପନିକ ଫିଲ୍ମ ପ୍ରଥମ ଅବଦାନ ନିର୍ଦେଶକ ଭାବରେ " ବାଜାର ସୀତାରାମ " ପାଇଁ
 
**୧୯୯୪ ରେ୧୯୯୪ରେ ଜାତୀୟ ଫିଲ୍ମ ପୁରସ୍କାର , ଶ୍ରେଷ୍ଠ ସହ ଅଭିନେତ୍ରୀ ପାଇଁ " ୱୋ ଚୋକରି " ପାଇଁ<ref name="41staward">{{cite web|url=http://iffi.nic.in/Dff2011/Frm41thNFAAward.aspx|title=41st National Film Awards|publisher=[[International Film Festival of India]]|accessdate=3 March 2012}}</ref><ref name="41stawardPDF">{{cite web|url=http://dff.nic.in/2011/41st_nff_1994.pdf|title=41st National Film Awards (PDF)|publisher=[[Directorate of Film Festivals]]|accessdate=3 March 2012}}</ref>
== ଆଧାର ସମୂହ ==
{{Reflist|2}}