"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ରେ +ରେ )
୧୭ କ ଧାଡ଼ି:
}}
 
ବିପ୍ଳବୀ '''ଧରଣୀଧର ଭୂୟାଁ''' (୧୮୬୪-୧୯୧୪) [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ [[କେନ୍ଦୁଝର ପ୍ରଜାମେଳି|ପ୍ରଜାମେଳି]] ହୋଇଥିଲା, ତାହାର ନେତୃତ୍ଵ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡ଼ିଶା ଏପରିକି ସାରା [[ଭାରତ]]ବର୍ଷ ରେବର୍ଷରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର [[ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ|ଧରଣୀଧର ମହାବିଦ୍ୟାଳୟର]] ନାମକରଣ ହୋଇଛି ।
 
== ପ୍ରାରମ୍ଭିକ ଜୀବନ ==
'''ବିପ୍ଳବୀ ଧରଣୀଧର''' ୧୮୬୪ ମସିହା ମଇ ମାସ ୫ ତାରିଖରେ, [[କେନ୍ଦୁଝର ଜିଲ୍ଲା]]ର ଆଦିବାସୀ ପଲ୍ଲୀ '''କୁସୁମିତା''' ରେ ଏକ ପାହାଡ଼ି ଭୂୟାଁ ପରିବାରରେ ଜନ୍ମ ହୋଇଥିଲେ ।<ref name=TOI5M>{{cite news|last=Pattanayak|first=Naresh Chandra|title=Remembering rebellious Dharani|url=http://timesofindia.indiatimes.com/city/bhubaneswar/Remembering-rebellious-Dharani/articleshow/8180937.cms|accessdate=5 May 2015|newspaper=Times of India}}</ref>
ତାଙ୍କର ପିତା ଥିଲେ ଶ୍ରୀ ଲଇଛଣ ନାୟକ ଏବଂ ମାତା ଥିଲେ ବାଇଗଣୀ ଦେବୀ । ମାତା ପିତାଙ୍କର କନିଷ୍ଠ ପୁତ୍ର ଧରଣୀଧର ଖୁବ ମେଧାବୀ ଥିଲେ ଏବଂ ପିଲାଟି ଦିନରୁ ପଢାପଢିରେ ତାଙ୍କର ଖୁବ ଆଗ୍ରହ ଥିଲା । ସେଥିଯୋଗୁଁ, ଏକ ଦରିଦ୍ର ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ଅନେକ ବାଧାବିଘ୍ନ ସତ୍ତ୍ୱେ ଇଂରାଜୀ ବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିଲେ । ଶିକ୍ଷା ପ୍ରତି ତାଙ୍କର ଏ ଆଗ୍ରହ ଯୋଗୁଁ, କେନ୍ଦୁଝରର ସେ ସମୟର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ [[କଟକ]]ରେ ଜମିଜମା ସର୍ବେକ୍ଷଣ (ସର୍ଭେ) ପାଠ ପଢିବାକୁ ପଠାଇଥିଲେ । ସେଠାରୁ ସଫଳତାର ସହ ଶିକ୍ଷା ସମାପ୍ତ କରି ଫେରିବା ପରେ, ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ ସର୍ବେକ୍ଷଣ ନିରୀକ୍ଷକ (ସର୍ଭେ ଓଭରସିୟର) ଭାବେ ନିଯୁକ୍ତ କରିଥିଲେ ।