"ଦେବ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ Bot: Automated text replacement (- ରେ +ରେ )
୨୮ କ ଧାଡ଼ି:
ଦାସଙ୍କୁ ୧୪ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ପିତା ତାଙ୍କୁ ''ନିଉ ଥିଏଟର'' ସଙ୍ଗୀତ ନିର୍ଦ୍ଦଶକ ରାଧା ରମଣ ରାଏଙ୍କ ସଙ୍ଗୀତ ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ପଠାଇଦେଲେ ।<ref name="Radhu Babu" /> ସେ ୩ ଟଙ୍କା ବେତନ ଓ ଖାଦ୍ୟ ପାଇ ଗ୍ରୀନ୍ ରୁମ୍‌ରେ କଳାକାରଙ୍କୁ ସାହାଯ୍ୟ କରୁଥିଲେ । ପରେ ପରେ ସେ ଜଗୁଆଳି, ଟିକେଟ୍ କଲେକ୍ଟର ଓ ପ୍ରମ୍ପଟର କାମ କଲେ । ଏହା ପରେ ସୁଯୋଗ ଆସିଲା ଯେତେବେଳେ ଗୁରୁ [[ପଙ୍କଜ ଚରଣ ଦାସ]] ଓ ପରେ ମୋହ ମହାପାତ୍ର ନିଉ ଥିଏଟର ସାଥୀରେ ମିଶିଲେ ଓ ସେ ନାଚ ଆରମ୍ଭରେ ଗୋଟିଏ ଛୋଟ ଭୂମିକା ପାଇଲେ । ସନ ୧୯୪୯ରେ ନିଉ ଥିଏଟର ବନ୍ଦ ହୋଇଗଲା ପରେ ସେ ''ଅନ୍ନପୂର୍ଣ୍ଣା'' ଥିଏଟରରେ ଯୋଗ ଦେଲେ<ref name="Radhu Babu" /> ଓ ସେଠାରେ କିଛି ବର୍ଷ କାମ କଲାପରେ ବିଖ୍ୟାତ [[ପଙ୍କଜ ଚରଣ ଦାସ]], [[କେଳୁଚରଣ ଦାସ]], କୁମାର ଦୟାଲ ସରନ ଓ [[ମାୟାଧର ରାଉତ]]ଙ୍କ ସ‌ହ କାମ କରିବା ସୁଯୋଗ ପାଇଲେ । ସନ ୧୯୫୩ରେ ଅନ୍ନପୂର୍ଣ୍ଣା ବନ୍ଦ ହେବାବେଳକୁ ଦେବ ଦାସ ଓଡ଼ିଶୀ ନୃତ୍ୟରେ ପ୍ରବୀଣ ହୋଇସାରିଥିଲେ ।<ref name="Guru Deba Prasad Das: Guru of Global Orissi" />
 
ସନ ୧୯୬୪ରେ ସେ ଉତ୍କଳ ସଙ୍ଗୀତ ''ମହାବିଦ୍ୟାଳୟ'' ରେ ଓଡ଼ିଶୀ ନାଚ ଶିକ୍ଷକ ଭାବରେ ଯୋଗଦାନ କଲେ ।<ref name="Radhu Babu" /> ଏଠାରେ [[ଇନ୍ଦ୍ରାଣୀ ରହମାନ‌]]ଙ୍କୁ ସେ [[ଓଡ଼ିଶୀ]] ନୃତ୍ୟରେ ପ୍ରଶିକ୍ଷଣ ଦେଇଥିଲେ<ref name="Guru Deba Prasad Das: Guru of Global Orissi" /> ଯିଏ ସେ ସମୟରେ [[ଭାରତ ନାଟ୍ୟମ]] ନୃତ୍ୟ ଯୋଗୁ ପ୍ରସିଦ୍ଧ ଥିଲେ । <ref name="Radhu Babu" /><ref name="India's Dances: Their History, Technique, and Repertoire">{{cite book | url=http://books.google.com/books?id=Lif-Ct05aVgC&pg=PA210&dq=%22Indrani+Rehman%22&sig=ACfU3U2kSGXepvkS4-PBpry0OquzGPMXVA | title=India's Dances: Their History, Technique, and Repertoire | publisher=Abhinav Publications | author=Reginald Massey | year=2004 | pages=210 | isbn=81-7017-434-1}}</ref> ରହମାନ [[ଗୁରୁ]]ଙ୍କୁ ନେଇ ନୃତ୍ୟ ପ୍ରଦର୍ଶନ ନିମନ୍ତେ ବିଭିନ୍ନ ସ୍ଥାନ‌କୁ ଯିବାଦ୍ୱାରା ଜନସାଧାରଣଙ୍କ ଦୃଷ୍ଟି ଗୋଚର ହେଲେ ।<ref name="Odissi Kala Kendra" /> ଦେବ ପ୍ରସାଦ ଦାସଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଇନ୍ଦ୍ରାଣୀ ସନ ୧୯୫୭ରେ ଅନୁଷ୍ଠିତ ନୃତ୍ୟ ଉତ୍ସବରେ ଓଡ଼ଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଏହି ପ୍ରଦର୍ଶନ ଯୋଗୁ ଓଡ଼ିଶୀକୁ କ୍ଲାସିକାଲ ନୃତ୍ୟର ମାନ୍ୟତା ମିଳିବା ନିମନ୍ତେ ଦୃଷ୍ଟିପାତ ହୋଇଥିଲା ।<ref name="Guru Deba Prasad Das: Guru of Global Orissi" /> ପରେ ରହମାନ ନିଜେ [[କପିଳ ବାତ୍ସାୟନ]] ଓ ଚାର୍ଲସ୍ ଫାବ୍ରି<ref name="Charles Louis Fabri">{{cite book | url=http://books.google.ae/books/about/Charles_Louis_Fabri_his_life_and_works.html?id=P8QrAAAAMAAJ&redir_esc=y | title=Charles Louis Fabri, his life and works | publisher=Sterling | author=Charles Louis Fabri | year=1980}}</ref> ଓ ଅନ୍ୟମାନଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହା ଦେବ ପ୍ରସାଦ ସ୍ଟାଇଲର ଓଡ଼ିଶୀ ନାମରେ ପରିଚିତ ହେଲା । ଏହି ଧରଣର ନୃତ୍ୟରେ ଏକ ବିଶେଷ ବୈଶିଷ୍ଟ୍ୟ ଥିଲା ଯାହାକୁ 'ଶବ୍ଦ ସ୍ୱର ପାତ' କୁହାଯାଏ ।<ref name="Guru Deba Prasad Das: Guru of Global Orissi" />
 
ଗୋଟିପୁଅ ସଂସ୍କୃତିର ପ୍ରତିନିଧି ଶ୍ରୀ ଦାସଙ୍କୁ<ref name="Odissi Kala Kendra" /><ref name="India Today">{{cite web | url=http://indiatoday.intoday.in/story/angahar-festival-of-odissi-beams-rays-of-ecstasy-in-the-hearts-of-connoisseurs-in-delhi/1/354048.html | title=India Today | publisher=India Today | date=December 5, 2013 | accessdate=November 30, 2014}}</ref> ଓଡ଼ିଶୀ ନୃତ୍ୟର ପ୍ରଥମ ପିଢ଼ିର ୪ [[ଗୁରୁ]]ଙ୍କ ମଧ୍ୟରୁ ଅନ୍ୟତମ ଭାବରେ ଅନେକ ବିବେଚନା କରନ୍ତି<ref name="Odissi Kala Kendra" /><ref name="Olywa" /> ଓ ତାଙ୍କୁ ଦେବ ପ୍ରସାଦ ଘରାନାର ପ୍ରତିଷ୍ଠାତା ମାନନ୍ତି ।<ref name="Madhumita Misra">{{cite web | url=http://madhumitamisra.net/Gharana.php | title=Madhumita Misra | publisher=Madhumita Misra | date=2014 | accessdate=November 30, 2014}}</ref><ref name="Odissi Dance By Sarita Mishra Dasavatara in Guru Deba Prasad Das style ">{{cite web | url=http://www.youtube.com/watch?v=jG6bHnunDgk | title=Odissi Dance By Sarita Mishra Dasavatara in Guru Deba Prasad Das style | publisher=YouTube | work=Video | date=June 24, 2012 | accessdate=December 1, 2014}}</ref> ତାଙ୍କର ଅନେକ ଶିଷ୍ୟ ଥିଲେ ଯଥା:- [[ଇନ୍ଦ୍ରାଣୀ ରହମାନ]], ବିଜୟଲକ୍ଷ୍ମୀ ମହାନ୍ତି, ଶ୍ରୀନାଥ ମହାନ୍ତି, ସୁଧାକର ସାହୁ, ଦୁର୍ଗା ଚରଣ ରଣବୀର, ଧୁଳେଶ୍ୱର ବେହେରା, ଅନିତା ସିଂହଦେଓ, ସଙ୍ଗୀତା ଦାସ, ସୁଜାତା ମିଶ୍ର, ରମଲି ଇବ୍ରାହିମ, ଗଜେନ୍ଦ୍ର ପଣ୍ଡା, ମନୋଜ ବେହେରା, ଗୋପ ବିଶ୍ୱାସ, ଗାୟତ୍ରୀ ଚାନ୍ଦ ଓ ଅତସୀ ତ୍ରିପାଠୀ ଉଲ୍ଲେଖନୀୟ ଥିଲେ ।<ref name="Guru Deba Prasad Das: Guru of Global Orissi" /> [[ଭାରତ ନାଟ୍ୟମ]] [[ଗୁରୁ]] ଲୀଳା ରାମନାଥନ୍ ମଧ୍ୟ ତାଙ୍କଠାରୁ ଓଡ଼ିଶୀ ଶିଖିଥିଲେ । ଅନେକ ନୃତ୍ୟ ଓ ନାଟକମାନଙ୍କର ସେ ନିର୍ଦ୍ଦଶକ ଥିଲେ । <ref name="Madhumita Misra" />