"ଦାରା ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ DEFAULTSORT replacement, replaced: {{DEFAULTSORT: → {{Hide text|
ଟିକେ Bot: Automated text replacement (- ରେ +ରେ )
୧୪ କ ଧାଡ଼ି:
'''ଦାରା ସିଂହ''' (୧୯ ନଭେମ୍ବର ୧୯୨୮ – ୧୨ ଜୁଲାଇ ୨୦୧୨), [[ଭାରତ]]ର ଜଣେ ମଲ୍ଲଯୋଦ୍ଧା ଓ କଥାଚିତ୍ର ଅଭିନେତା ଥିଲେ । ତାଙ୍କ ଜନ୍ମ ସ୍ଥାନ [[ପଞ୍ଜାବ]]ର [[ଅମୃତସର]] ଜିଲ୍ଲାର ଏକ ଛୋଟ ଗାଁ ଧର୍ମଛକ ।ତାଙ୍କ ବାପାଙ୍କ ନା ସୁରତ ସିଂହ ରାନ୍ଧୱା ଓ ମାଆ ଙ୍କ ନାମ ବଲୱନ୍ତ କୈର । ସେ ୧୯୬୨ ମସିହାରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ସେ ଭାରତୀୟ ଜନତା ପାର୍ଟୀ ଦ୍ଵାରା ରାଜ୍ୟସଭାର ସଦସ୍ୟ (୨୦୦୩-୨୦୦୯) ଭାବେ ମନୋନୀତ ହୋଇଥିଲେ ।
=== କୁସ୍ତି ଓ ଅବଦାନ ===
ଛୋଟବେଳୁ ସେ ଭାରତୀୟ କୁସ୍ତିରେ ତାଲିମ ପାଇଥିଲେ ।ପରେ ସେ କୁସ୍ତିକୁ ନିଜର ପେସାଭାବେ ଆଦରି ନେଇଥିଲେ ।ତାଙ୍କ ଅମାପ ଶକ୍ତି ଓ ଅଦ୍ବିତୀୟ କୈଶଳ ଯୋଗୁଁ ସେ ଜଣେ ଅପରାଜେୟ ମଲ୍ଲଯୋଦ୍ଧା ହେଇପାରିଥିଲେ ।[[ଅଷ୍ଟ୍ରେଲିଆ]]ର କିକଂଙ୍ଗ,[[ନ୍ୟୁଜିଲାଣ୍ଡ]]ର ଜଣ୍ଡି ସିଲଭା ଓ [[କାନାଡା]]ର ଜର୍ଜ ଗୋର୍ଡିଏଙ୍କା ଙ୍କୁ ସେ ବହୁତ ଥର ପରାସ୍ତ କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ସେ ନିଜ ଜୀବନ କାଳମଧ୍ୟରେ ୫୦୦ ଥର କୁସ୍ତି ଲଢିଥିଲେ ଏବଂ କୈଣସି ଥର ମଧ୍ୟ ହାରି ନ ଥିଲେ ।୧୯୫୯ ମସିହାରେ ସେ କମନୱେଲଥ ଗେମସ୍ ରେଗେମସ୍ରେ ସ୍ବର୍ଣ୍ଣ ପଦକ ପାଇଥିଲେ । ୧୯୮୩ମସିହାରେ ରେ୧୯୮୩ମସିହାରେରେ କୁସ୍ତିରୁ ଅବସର ନେଇଥିଲେ । ୧୯୬୬ ରେ୧୯୬୬ରେ '''ରୁସ୍ତମ୍ ଇ ପଞ୍ଜାବ''',୧୯୭୮ ରେ୧୯୭୮ରେ '''ରୁସ୍ତମ୍ ଇ ହିନ୍ଦ '''ଉପାଧି ହାସଲ କରିଥିଲେ ।୧୯୯୬ ରେ।୧୯୯୬ରେ ତାଙ୍କୁ "'ରେସଲିଂ ଅବଜରଭର ନ୍ୟୁଜଲେଟର ହଲ ଅଫ୍ ଫେମ'" ରେ ସ୍ଥାନିତ କରାଯାଇଥିଲା ।
 
=== ଚଳଚ୍ଚିତ୍ର ଓ ଅଭିନୟ ===
ଅନେକ ହିନ୍ଦୀ ଓ ପଞ୍ଜାବୀ ସିନେମା ତାଙ୍କର ଶକ୍ତିକୁ ନେଇ ତିଆରି ହେଇଛି । ତା ମଧ୍ୟରୁ କିଂକଙ୍ଗ, ତାରଜନ୍ ଓ ହରକ୍ୟୁଲେସ୍ ଅନ୍ୟତମ । ପରବର୍ତ୍ତି ସମୟରେ ସେ ଜଣେ ପ୍ରିୟ ଚରିତ୍ର ଅଭିନେତା ଭାବରେ ପରିଣତ ହେଇଥିଲେ ।ଆନନ୍ଦ,ମେର ନାମ୍ ଜୋକର,ଜୱାନ ମର୍ଦ,ଡାକୁ ମଙ୍ଗଲ୍ ସିଂହ,ବକ୍ସର,ଆନ୍ଧି ଔର ତୁଫାନ୍ ଆଦି ୧୪୦ଟି ଚଳଚ୍ଚିତ୍ର ରେଚଳଚ୍ଚିତ୍ରରେ ଅଭିନୟ କରି ସେ ରେର୍କଡ କରିଥିଲେ ।ରୁପେଲି ପରଦାରେ ଦର୍ଶକ ଙ୍କ ମନଜିତି ଥିବା ଦାରା ସିଂହ ଛୋଟ ପରଦାରେ ମଧ୍ୟ କମାଲ ଦେଖାଇଥିଲେ । ୧୯୮୬ରେ [[ରାମାନନ୍ଦ ସାଗର]]ଙ୍କ ହିନ୍ଦି ଧାରାବାହିକ [[ରାମାୟଣ]]ରେ ସେ [[ହନୁମାନ]] ଭୁମିକାରେ ଅଭିନୟ କରି କୋଟି କୋଟି ଭାରତୀୟଙ୍କ ପ୍ରିୟ ପାଲଟି ଥିଲେ । ପରେ [[ରାମାନନ୍ଦ ସାଗର]] ତାଙ୍କୁ ମହାଭାରାତରେ ମଧ୍ୟ [[ହନୁମାନ]] ଭୁମିକାରେ ଅଭିନୟ କରିବାପାଇଁ ଅନୁରୋଧ କରିଥିଲେ । ତାଙ୍କ ଅଭିନୀତ ପଞ୍ଜାବୀ ଫିଲ୍ମ "ମୈ ମା ପଞ୍ଜାବ୍ ଦି" ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲା ।୧୯୮୯ ରେ।୧୯୮୯ରେ ସେ ତାଙ୍କର ଆତ୍ମଜୀବନୀ '''ମେରି ଆତ୍ମକଥା''' ପଞ୍ଜାବୀ ଭାଷାରେ ପ୍ରକାଶ କରିଥିଲେ । [[ପଞ୍ଜାବ]]ର [[ମୋହାଲି]] ଠାରେ ତାଙ୍କ ନାମରେ ଏକ ଷ୍ଟୁଡିଓ ରହିଛି ।୨୦୧୨ ମସିହା ଜୁଲାଇ ୧୨ ତାରିଖରେ [[ମୁମ୍ବାଇ]] ଠାରେ ମୃତ୍ୟୁବରଣ କରିଥିଲେ ।<ref>http://articles.timesofindia.indiatimes.com/2012-07-12/news-interviews/32647791_1_rustam-e-hind-dara-singh-rustam-e-punjab</ref>
<ref>ଓଡ଼ିଆ ଖବର କାଗଜ [[ସମ୍ବାଦ]] ତା-୧୩-୦୭-୧୨</ref><ref>ଦୈନିକ ଖବର କାଗଜ ଅହମ୍ମଦାବାଦ ମିରୋର ତା୧୩-୦୭-୧୨ର୨ୟ ପୃଷ୍ଠା</ref>