"ଦାନ୍ତା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୨୯ କ ଧାଡ଼ି:
 
[[ଫାଇଲ:Danta-reial.png|thumb|165x165_ପିକସେଲ|ଦାନ୍ତା ମହାରାଣା ଙ୍କ ପତାକା ]]
ଦାନ୍ତା ରାଜ୍ୟ<ref>[http://www.indianrajputs.com/view/danta_state Rajput Provinces of India - Danta (Princely State)]</ref> ଏକ ରାଜକୀୟ ରାଜ୍ୟ ଯାହା ବ୍ରିଟିଶ ଶାସନକାଳ ରେଶାସନକାଳରେ ମାହି କାନ୍ଥ ଏଜେନ୍ସି ଅଧୀନ ରେଅଧୀନରେ ରହିଥିଲା । ବର୍ତମାନ ଗୁଜରାତ ରାଜ୍ୟର ବନାଶକନ୍ଥା ଜିଲ୍ଲା ରେଜିଲ୍ଲାରେ ଥିବା ଦାନ୍ତା ସହର ଏହି ରାଜ୍ୟର ରାଜଧାନୀ ଥିଲା । 
 
== ଇତିହାସ ==
 ଦାନ୍ତା ରାଜ୍ୟ 1068 ମସିହା ରେମସିହାରେ ସ୍ଥାପିତ ହେଇଥିଲା । ଏହି ରାଜ୍ୟ ହିନ୍ଦୁ ବରଦ ( ପରମାର ) ବଂଶ ଦ୍ଵାରା ଶାସିତ ହଉଥିଲା । ଦାନ୍ତା ପରିବାରର ମୁଖ୍ୟ ଶାସକ ସେହି ସମୟ ରେସମୟରେ ସମସ୍ତ ପାରମାର  ସଂପ୍ରଦାଯର ରାଜପୁତ ମାନଙ୍କ ମୁଖ୍ୟ ହିସାବ ରେହିସାବରେ ରହୁଥିଲେ । 
 
 1200 ମସିହା ରେମସିହାରେ ଆରବ ମାନଙ୍କ ଆକ୍ରମଣ ପରେ ପରମାର ମାନେ ଚନ୍ଦ୍ରାବତୀ ସହର କୁ ସେମାନଙ୍କ ରାଜଧାନୀ କରିଥିଲେ । ଆଲ୍ଲାଉଦିନ ଖିଲିଜ ଙ୍କ ସହ ଯୁଦ୍ଧ ପରେ ସେମାନେ ତରସଙ୍ଗ ଅଞ୍ଚଳ କୁ ପଳାୟନ କରିଥିଲେ ।ଏଠାରୁ ସେମାନେ ଦାନ୍ତା କୁ 380 ବର୍ଷ ପୂର୍ବରୁ ଆସି ବସବାସ କଲେ । 1948 ମସିହା ନଭେମ୍ବର 6 ତାରିଖ ରେତାରିଖରେ ଦାନ୍ତାର ଶେଷ ଶାସକ ରାଜ୍ୟ କୁ ଭାରତୀୟ ରାଜ୍ୟ ସଂଘ କୁ ପ୍ରଦାନ କରିଥିଲେ । .<ref>[http://www.worldstatesmen.org/India_princes_A-J.html Danta Princely State]</ref>
 
=== Maharanas ===
[[ଫାଇଲ:Danta_State_Stamp.jpg|thumb|ଦାନ୍ତା ରାଜ୍ୟର ରେଭେନ୍ୟୁ ଷ୍ଟାମ୍ପ ରେଷ୍ଟାମ୍ପରେ ଭବାନୀ ସିଂହ ଜୀ ଙ୍କ ଚିତ୍ର ]]
* 1687 - 1743 Prithvisimhji Gajsinhji
* 1743 Vikramdeoji