"ଦଶପଲ୍ଲା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୩୦ କ ଧାଡ଼ି:
 
 
'''ଦଶପଲ୍ଲା ରାଜ୍ୟ ''' ({{Lang-or|ଦଶପଲ୍ଲା}}; {{Lang-hi|दस्पल्ला}}) ବ୍ରିଟିଶ ଶାସନ ସମୟର ଏକ ଭାରତୀୟ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ କୁଞ୍ଜବନଗଡ ଥିଲା । ଏହା ବର୍ତମାନ ଓଡ଼ିଶା ରାଜ୍ୟର  ନୟାଗଡ ଜିଲ୍ଲା ରେଜିଲ୍ଲାରେ ରହିଛି । 
 
ଦଶପଲ୍ଲା ରାଜୟା 15 ତମ ଶତାବ୍ଦୀର ଶେଷ ଭାଗ ରେଭାଗରେ ବୌଦ ରାଜ୍ୟ ରୁ ଅଲଗା ହେଇ ସ୍ଥାପିତ ହେଇଥିଲା । ମିଳିଥିବା ଦଲିଲ ଅନୁସାରେ ବୌଦ୍ଧର ରାଜା ନାରାୟଣ ଭଞ୍ଜ ଦେଓ ଙ୍କ ପୁତ୍ର କନିଷ୍ଠ  ନାରଣ ଦେବ 1498 ମସିହା ରେମସିହାରେ ଏହାକୁ ବୌଦ୍ଧ ରୁ ବିଚ୍ଛିନ୍ନ କରି ଅଲଗା ରାଜ୍ୟ ଭାବେ ଶାସନ କଲେ । 
 
== ଇତିହାସ ==
 ମିଳୁଥିବା ପୁସ୍ତକ ଓ ଲେଖା ଅନୁସାରେ ପୂର୍ବରୁ ଦଶପଳ୍ଳା ନାମକ ସ୍ଥାନ ନଥିଲା । ଏହା ବୌଦ୍ଧ ରାଜ୍ୟର ଅଂଶ ଥିଲା । ସେଠାରେ ରାଜପୁତ ବଂଶର  ଭଞ୍ଜ ରାଜା ରାଜୁତି  କରୁଥିଲେ । ସେ ସମୟ ରେସମୟରେ ରାଜା ବୀର ଭଞ୍ଜ ଓ ତାଙ୍କର ପ୍ପୁତୁରା ସାଲ ଭଞ୍ଜ ଙ୍କ ମଧ୍ୟ ରେମଧ୍ୟରେ ବିବାଦ ହେଲା । ସାଲ ଭଞ୍ଜ ପୁରୀର ଗଜପତି ମହାରାଜ ଙ୍କୁ ଦେଖା କରିବାକୁ ଜଗନ୍ନାଥ ସଡକ ରେସଡକରେ ପୁରୀ ଉଦେଶ୍ୟ ରେଉଦେଶ୍ୟରେ ବାହାରିଲେ । ବାଟ ରେବାଟରେ ତାଙ୍କ ଅନୁଗାମୀ ମାନଙ୍କ ସହ ସେ ପଦ୍ମତୋଳା ଘାଟ ନାମକ ସ୍ଥାନ ରେସ୍ଥାନରେ ଥିବା ସମୟ ରେସମୟରେ ନୟାଗଡ ରାଜ୍ୟର ରାଜା ଖବର ପାଇ ତାଙ୍କ ପାଖକୁ ଆସି ତାଙ୍କ ସହ ଚୁକ୍ତି କରି ସାଲ  ଭଞ୍ଜ ଙ୍କୁ ସେହି ଅଞ୍ଚଳର ରାଜା ଘୋଷଣା କାଲେ । ବୀର ଭଞ୍ଜ ଏହା ଜାଣି ତାଙ୍କର ସେନା ଧରି ଆକ୍ରମଣ କାଲେ । ହେଲେ ସାଲ ଓ ନୟାଗଡ ରାଜ୍ୟର ମିଳିତ ସେନା ଦ୍ଵାରା ପରାସ୍ତ ହେଲେ । 
କୁହାଯାଇ ଯେହେତୁ ଯୁଦ୍ଧ ଦ୍ଵାରା ସାଲ ଭଞ୍ଜ "ଯଶ" ପ୍ରାପ୍ତ ହେଲେ ସେହି ଅନୁସାରେ ରାଜ୍ୟର ନାମ ଯଶପଳ୍ଳା ଦିଆଗଲା । କିନ୍ତୁ ପ୍ରାଚୀନ ଇତିହାସକାର ମାନେ କୁହନ୍ତି ଯେହେତୁ ସାଲ ଭଞ୍ଜ ଙ୍କ ରାଜ୍ୟ ରେରାଜ୍ୟରେ ମାତ୍ର ଦଶ ଟି ପଲ୍ଲା ବା ଗ୍ରାମ ଥିଲା ତାହାକୁ ଦଶପଲ୍ଲା କୁହାଗଲା । ଏହି ଘଟନା 1495 ରେ1495ରେ ଘଟିଥିଲା । ସାଲ ଭଞ୍ଜ 3 ବର୍ଷ ଶାସନ କଳା ପରେ ତାଙ୍କ ପୁତ୍ର ନରନ ଭଞ୍ଜ ରାଜା ହେଲେ । 
 
ଦଶପଲ୍ଲର ରାଜଧାନୀ ବାଦମୂଳ ରୁ ଗଣିଆ , ତାହାପରେ ମଧ୍ୟଖଣ୍ଡ , ଓ ପୁରୁଣା ଦଶପଲ୍ଲା କୁ ବଦଳିଥିଲା । ଭଞ୍ଜ ବଂଶର ନବମ ରାଜା ପଦ୍ମନାଭ ଭଞ୍ଜ କନ୍ଧ ଜାତିର ମୁଖ୍ୟ କୁଞ୍ଜ ମାଲିକ ଙ୍କୁ ପରାସ୍ତ କରି କୁଞ୍ଜବନଗଡ ରେକୁଞ୍ଜବନଗଡରେ ତାଙ୍କର ରାଜଧାନୀ କଲେ । '' କୁଞ୍ଜବନଗଦ କୁଞ୍ଜ ମାଲିକ ଙ୍କ ନାମ ରେନାମରେ ହେଇଥିଲା । ''.<ref>[http://www.lankapodiyatra.com/ Lanka Podi yatra – Mahaveer Kshetra, Daspalla, Odisha]</ref>
 
=== ଶାସକ ମାନେ ===
ଗୁରୀ ଚରଣ ଦେଓ 1803 ରେ1803ରେ ଶାସନ ଭାର ନେଲା ପରେ ତାଙ୍କ ବଂଶର ଦାୟାଦ ମାନେ ଶାସନ କରିଥିଲେ <ref>[http://www.worldstatesmen.org/India_princes_A-J.html Princely States of India]</ref>
* 1653 – 1701 Chakradhar Deo Bhanj
* 1701 – 1753 Padmanav Deo Bhanj