"ଡାଇନୋସର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୨୩ କ ଧାଡ଼ି:
 
== ନାମକରଣ ==
୧୮୪୨ ରେ୧୮୪୨ରେ ଡାଇନୋସୁରିଆ taxonର ପ୍ରଥମେ ନାମକରଣ କରିଥିଲେ ଜୀବାଶ୍ମ ବିଜ୍ଞାନୀ (paleontologist) ସାର ରିଚାର୍ଡ଼ ଓୱେନ (Sir Richard Owen)। ଏହାକୁ ସେ ସଉରିଆନ ସରୀସୃପମାନଙ୍କର ଅଲଗା ପ୍ରଜାତିକୁ ବା ଉପ-ବିଭାଗକୁ ସୁଚେଇବା ପାଇଁ ବ୍ୟବହାର କରୁଥିଲେ, ଯାହାକି ପରେ ଇଂଲଣ୍ଡ ଓ ସାରା ବିଶ୍ଵରେ ମାନ୍ୟତା ଲାଭ କରିଥିଲା । <ref name=Owen1842>{{cite book|author=Owen, R|date=1842||url=http://books.google.com/?id=dy5LAAAAYAAJ&pg=PA60#v=onepage&q&f=false|title=Report on British Fossil Reptiles." Part II. ''Report of the Eleventh Meeting of the British Association for the Advancement of Science; Held at Plymouth in July 1841|location= London|publisher=John Murray|pages=60–204}}</ref>{{rp|103}} ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ [[wikt:δεινός|δεινός]] (deinos,ମାନେ "terrible," "potent," କିମ୍ବା "fearfully great") ଓ [[wikt:σαῦρος|σαῦρος]] (sauros,ମାନେ "lizard" କିମ୍ବା "reptile") ଆସିଅଛି । <ref name=Owen1842/>{{rp|103}}<ref name=LSJ>{{cite web|url=http://www.perseus.tufts.edu/cgi-bin/lexindex?lookup=deino/s&lang=greek&doc=Perseus:text:1999.01.0169&formentry=0|title=Liddell–Scott–Jones Lexicon of Classical Greek |accessdate=2008-08-05}}</ref> ସାଧାରଣତଃ ଏହି ନାମକରଣ ପଞ୍ଝା , ଦାନ୍ତ ଇତ୍ୟାଦି କୁ ଆଖି ଆଗରେ ରଖି କରାଯାଉଥିଲେହେଁ, ଓୱେନ ଏହାକୁ ତାର ଆକାର ଓ ବିଶାଳତା ଅନୁସାରେ କରିଥିଲେ ।
 
== ସଂଜ୍ଞା ==
"https://or.wikipedia.org/wiki/ଡାଇନୋସର"ରୁ ଅଣାଯାଇଅଛି