"ଜାନକୀ ଅମ୍ମାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଜାନକୀ ଆମ୍ମାଲରୁ ଜାନକୀ ଅମ୍ମାଲକୁ ଘୁଞ୍ଚାଇଲେ: ଠିକ ବନାନ
ଟିକେ Bot: Automated text replacement (- ରେ +ରେ )
୨୬ କ ଧାଡ଼ି:
ଜାନକୀ ମାଡ୍ରାସର (ଆଧୁନିକ ଚେନ୍ନଇ) ମହିଳା ଖ୍ରୀଷ୍ଟିଆନ କଲେଜରେ ଶିକ୍ଷା ଦାନ କରି ୧୯୨୫ ମସିହାରେ ଆମେରିକାର ମିସିଗାନ ୟୁନିଭରସିଟିରୁ ମାସ୍ଟର ଡିଗ୍ରୀ ପାଇଲେ । ସେଠାରୁ ଫେରି ସେହି ମହିଳା କଲେଜରେ ଶିକ୍ଷା ଦାନ ଜାରି କଲେ । ଆଉ ଥରେ ଓରିଏଣ୍ଟାଲ ବାର୍ବୋର ଫେଲୋ ପାଇ ମିସିଗାନ ଯାଇ ୧୯୩୧ ମସିହାରେ ଡି.ଏସ.ସି. ଡିଗ୍ରୀ ଲାଭ କଲେ । ସେଠାରୁ ଫେରିବା ପରେ ତିଭାନ୍ଦ୍ରମର ମହାରାଜା ବିଜ୍ଞାନ କଲେଜରେ ପ୍ରଫେସର ରୁପେ ୧୯୩୨ ରୁ ୧୯୩୪ ପର୍ଯ୍ୟନ୍ତ କାମ କଲେ । କୋଏମ୍ବାଟୁରର ସୁଗରକେନ ବ୍ରିଡିଙ୍ଗ ଅନୁସ୍ଠାନରେ ସେ ଜେନେଟିସିସ୍ଟ ରୂପେ ୧୯୩୪ ରୁ ୧୯୩୯ ପର୍ଯ୍ୟନ୍ତ କାମ କଲେ । ଇଂଲଣ୍ଡର ଜନ୍ ଇନ୍ନେସ୍ ହର୍ଟିକଲଚରାଲ୍ ଇନସ୍ଟିଚ୍ୟୁଟରେ ସେ ସହାୟକ ସାଇଟୋଲଜିଷ୍ଟ ରୂପେ ୧୯୪୦ ରୁ ୧୯୪୫ ପର୍ଯ୍ୟନ୍ତ କାମ କଲେ । ତା ପରେ ରୟଲ ହର୍ଟିକଲଚରାଲ୍ ସୋସାଇଟି, ଵିସଲେରେ ସାଇଟୋଲୋଜସ୍ଟ ରୁପେ ୧୯୪୫ ରୁ ୧୯୫୧ ପର୍ଯ୍ୟନ୍ତ କାମ କଲେ ।
 
ଜବାହରଲାଲ ନେହେରୁଙ୍କର ନିମନ୍ତ୍ରଣ ପାଇ ସେ ୧୯୫୧ ରେ୧୯୫୧ରେ ବୋଟନିକାଲ ସର୍ଭେ ଅଫ ଇଣ୍ଡିଆ ଅନୁଷ୍ଠାନକୁ ପୁନଃସ୍ଥାପନ କରିବାକୁ ଭାରତ ଫେରି ଆସିଲେ<ref>{{cite news|title=Seminar to remember woman scientist|url=http://www.hindu.com/2010/10/27/stories/2010102758040300.htm|accessdate=10 August 2013|newspaper=The Hindu|date=27 October 2010}}</ref> । ସନ୧୯୫୨ରେ ସେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ପଦବୀରେ ଯୋଗଦାନ କରି ଶେଷରେ ଡାଇରେକ୍ଟର ଜେନେରାଲ୍ ହେଲେ<ref>{{cite news|title=Vice-President to open Inter-University Centre for Biosciences|url=http://www.thehindu.com/news/national/kerala/article496900.ece|accessdate=10 August 2013|newspaper=The Hindu|date=2 July 2010}}</ref> । <br />
ଆମ୍ମାଲ ଅନେକ୍ ଇଣ୍ଟରଜେନେଟିକ ହାଇବ୍ରିଡ ( Saccharum x Zea, Saccharum x Erianthus, Saccharum x Imperata and Saccharum x Sorghum ) ତିଆରି କରିଥିଲେ । ଏହି କାମ ଗୁଡ଼ିକ ଯୁଗାନ୍ତକାରୀ ଥିଲା । ପରେ ଭାରାତ ସରକାର ଅଧିନରେ ସେଣ୍ଟ୍ରାଲ ବୋଟନିକାଲ୍ ଲାବୋରେଟରୀର ମୂଖ୍ୟ ହେଲେ, ଜାମ୍ମୁର ରିଜିଓନାଲ ରିସର୍ଚ୍ଚ ଲାବରେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଥିଲେ । ଟ୍ରମ୍ବେର ଭାବା ଆଟମିକ ଅନୁଷ୍ଠାନରେ କାମ କରିବା ପରେ ୧୯୭୦ରେ ଏମେରିଟସ୍ ସାଇଣ୍ଟିଷ୍ଟ ଭାବେ ମାଡ୍ରାସର ସେଣ୍ଟର ଫର ଆଡଭାନ୍ସଡ ଷ୍ଟଡି ଅନୁଷ୍ଠାନରେ ଯୋଗ ଦେଲେ । ମାଡ୍ରାସ ନିକଟରେ ଅବସ୍ଥିତ ମଦୁରାଭୋୟାଲର ଫିଲ୍ଡ ଲାବୋରେଟରି ସେଣ୍ଟରରେ ତାଙ୍କର ମୃତ୍ୟୁ (୧୯୮୪) ପର୍ଯ୍ୟନ୍ତ ରହିଥିଲେ ।
== ଗବେଷଣା ==