"ଚାର୍ଲ୍ସ ଡିକେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
{{Infobox writer|image=Dickens Gurney head.jpg|alt=Charles Dickens|caption=୧୮୬୭ ରେ୧୮୬୭ରେ ନିଉ ୟର୍କ ରେୟର୍କରେ ଡିକେନ୍ସ |birth_name=ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସbirth_date={{birth date|df=yes|1812|2|7}}|birth_place=[[Landport]], Hampshire, England, United Kingdom|death_date={{death date and age|df=yes|1870|6|9|1812|2|7}}|death_place=[[Higham, Kent]], England, United Kingdom|resting_place=[[Poets' Corner]], [[Westminster Abbey]]|occupation=Writer|nationality=British|notableworks={{hlist|''[[The Pickwick Papers]]''|''[[Oliver Twist]]''|''[[Nicholas Nickleby]]''|''[[A Christmas Carol]]''|''[[David Copperfield]]''|''[[Bleak House]]''|''[[Little Dorrit]]''|''[[A Tale of Two Cities]]''|''[[Great Expectations]]''}}|spouse=[[Catherine Dickens|Catherine Thomson Hogarth]]|children={{hlist|[[Charles Dickens, Jr.]]|[[Mary Dickens]]|[[Kate Perugini]]|[[Walter Landor Dickens]]|[[Francis Dickens]]|[[Alfred D'Orsay Tennyson Dickens]]|[[Sydney Smith Haldimand Dickens]]|[[Henry Fielding Dickens]]|[[Dora Annie Dickens]]|[[Edward Dickens]]}}|signature=Charles Dickens Signature.svg}}
 
'''ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ '''( ୭ ଫେବ୍ରୁଆରି ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ [[ବିଶ୍ଵ]]<nowiki/>ର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ରର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତ ରେମତରେ ସେ ଭିକ୍ଟୋରିଆନ ଯୁଗର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଡେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ  ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ  ଦରିଦ୍ର ବାଳକର ଚରିତ୍ର । ତାହାର ଚରିତ୍ର ଚିତ୍ରଣ ରେଚିତ୍ରଣରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡର ସାଧାରଣ ଜନ ଜୀବନ କୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ନିଜ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ଵାନ ଓ ସମାଲୋଚକ ମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ଵ ସାହିତ୍ୟ ରେସାହିତ୍ୟରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକା ରେତାଲିକାରେ ରହିଛି । 
<ref>{{harvnb|Mazzeno|2008|p=76}}.</ref><ref>{{harvnb|Chesterton|2005|pp=100–126}}.</ref>
 
ଡିକେନ୍ସ ଙ୍କ ଜନ୍ମ [[ଇଂଲଣ୍ଡ]]ର ପୋର୍ଟ୍ସମାଉଥ ଠାରେ ହେଇଥିଲା । ତାଙ୍କର ଋଣଗ୍ରସ୍ତ ପିତା ଙ୍କୁ ରୁଣ ସୁଝି ନ ପାରିବାରୁ  ଜେଲ ଦଣ୍ଡ ମିଳିବାରୁ ବାଲ୍ୟ କାଳ ରୁ ସେ ସ୍କୁଲ ଛାଡି ଏକ କାରଖାନା ରେକାରଖାନାରେ କାର୍ଯ୍ୟ କରିବାକୁ ହେଇଥିଲା । ସାଧାରଣ ବିଦ୍ୟାଳୟ ଶିକ୍ଷ୍ୟା କମ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକି ଜର୍ନାଲ ୨୦ ବର୍ଷ ଧରି ସମ୍ପାଦନା କରିଥିଲେ ଓ ୧୫ ଟି କାଳ୍ପନିକ ଉପନ୍ୟାସ ସହ ୫ ଟି କ୍ଷୁଦ୍ର ଉପନ୍ୟାସ , ଶତାଧିକ କ୍ଷୁଦ୍ର ଗଳ୍ପ , ଅନେକ ଅଣ–କାଳ୍ପନିକ ଲେଖା ବଳି ରଚନା କରିବା ସହ ବ୍ୟାପକ ଭାବରେ ବକୃତା ଦେଇଥିଲେ । ସେ ନିରନ୍ତର ଭାବରେ ଜଣେ ପତ୍ର ଲେଖକ ଥିଲେ । ସାମାଜିକ କ୍ଷେତ୍ର ରେକ୍ଷେତ୍ରରେ ଅବଦାନ ଭାବରେ ସେ ଶିଶୁ ମାନଙ୍କ ଶିକ୍ଷ୍ୟା , ସାମାଜିକ ଅଧିକାରର ଜଣେ ବଳିଷ୍ଟ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ ।
 
 ଡିକେନ୍ସ 1836 ମସିହା ରେମସିହାରେ “ ଦି ପିକୱିକ ପେପର୍ସ “( [http://The%20Pickwick%20Papers The Pickwick Papers] ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟ ରେମଧ୍ୟରେ ସେ ତାଙ୍କର ଲେଖା ରେଲେଖାରେ ସାମାଜିକ ଚରିତ୍ର ଗୁଡିକର ନିଖୁଣ ଚିତ୍ରଣ , ଲେଖା ରେଲେଖାରେ ନାଟକୀୟତା ତଥା ସମାଜର ସାଂପ୍ରତିକ ଘଟଣା ବଳିର ଜୀବନ୍ତ ଭଙ୍ଗି ରେଭଙ୍ଗିରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତର ରେସ୍ତରରେ ପରିଚିତ ହେଇ ଗଲେ । ସେହି ସମୟ ରେସମୟରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକା ରେପତ୍ରିକାରେ ଧାରାବାହିକ ହିସାବ ରେହିସାବରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗ ରେଯୁଗରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରା ରେଧାରାରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମ ଦ୍ଵାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖାର କାହାଣୀ କୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( [http://David%20Coppersfield David Coppersfield] ) ରେ "ମିସ ମିକାୱର" ଙ୍କ ଚରିତ୍ର ଦୁର୍ବଳତା କୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟ ରେଅଧ୍ୟାୟରେ ସକାରାତ୍ମକ ଚରିତ୍ର ରେଚରିତ୍ରରେ ପରିବର୍ତନ କରିଥିଲେ । ସେ ସେହି ସମୟ ରେସମୟରେ ଇଂଲଣ୍ଡ ରାସ୍ତା ରେରାସ୍ତାରେ ବୁଲୁଥିବା ବା କାରଖାନା ରେକାରଖାନାରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହା ଦ୍ଵାରା ସେମାନେ ଏକ ନୂତନ ଶ୍ରେଣୀର ପାଠକ ହେଇ ଅଣପରମ୍ପରିକ ଶିକ୍ଷ୍ୟା ମଧ୍ୟ ପାଉଥିଲେ । .<ref>{{harvnb|Hauser|1999|p=116}}.</ref>
 
ତାଙ୍କ ସମୟ ରେସମୟରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହା ରେମସିହାରେ ତାଙ୍କର ଉପନ୍ୟାସ “[http://A%20Christmas%20Carol A Christmas Carol],” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକ ଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “''[http://Oliver%20Twist Oliver Twist] ''“ଓ “ ''[http://Great%20Expectations Great Expectations]''” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁ କୁ ଭିକ୍କ୍ଟୋରିଆ ଯୁଗର ଉପୋନ୍ୟାସ ସାହିତ୍ୟର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସ ଙ୍କ ଉପନ୍ୟାସ “[http://A%20Tale%20of%20Two%20Cities, A Tale of Two Cities,]” ରେ”ରେ ସେ ଯୁଗର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ବୀକୃତି ଦେଇଥିଲା । ଡିକେନ୍ସ ଙ୍କ ଲେଖା ସମୂହ କୁ ବିଶ୍ଵର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ , ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହ ରେସମୂହରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷ ରେପକ୍ଷରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟ ରେସାହିତ୍ୟରେ ମନସ୍ତାତ୍ଵିକ ଗଭୀରତାର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖାର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟର ପରିଚୟ ଦେଇଥିଲା । 
<ref>[http://www.oxforddictionaries.com/definition/english/Dickensian "Oxford Dictionaries&nbsp;– Dickensian"]. </ref>
 
୧୫ କ ଧାଡ଼ି:
[[ଫାଇଲ:ChathamOrdnanceTerrCrop.jpg|alt=photograph|thumb|1817 ମସିହା ରୁ 1821 ମସିହା ଯାଏ ଡିକେନ୍ସ ରହୁଥିବା ଗୃହ ଚଠାମ ଠାରେ <br>
<ref>Simon Callow, Charles Dickens and the Great Theatre of the World, p.9</ref>]]
 ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ୭ ଫେବ୍ରୁଆରି ୧୮୧୨ ମସିହା ରେମସିହାରେ ପୋର୍ଟ ସୀ ଦ୍ଵିପର , ମାଇଲ ଏଣ୍ଡ ଟେରାସ ( ବର୍ତମାନ ତାହା ୩୯୩ କମରସିଆଲ ରୋଡ ) ଠାରେ ଜନ୍ ଡିକେନ୍ସ ଓ ଏଲିଜାବେଥ ଡିକେନ୍ସ ଙ୍କ  ଆଠଟି ସନ୍ତାନ ମଧ୍ୟ ରୁ ଦ୍ଵିତୀୟ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବ୍ରିଟିଶ ନେଭିର ଜଣେ ଅଫିସର ଭାବରେ ସେଠାରେ ଅସ୍ଥାୟୀ ଭାବରେ ସ୍ଥାନିତ ଥିଲେ <span>''  ''ତାଙ୍କ ପିତା ଙ୍କ ବନ୍ଧୁ ତଥା ଏକ କମ୍ପାନୀର ମାଲିକ  "ଚୃଷ୍ଟୋଫଫର ହୁଫ୍ଫାମ "ଚାର୍ଲ୍ସ ଙ୍କ ଧରମବାପା ଭାବରେ ଥିଲେ ଓ ପରବର୍ତୀ କାଳ ରେକାଳରେ ଡିକେନ୍ସ ତାଙ୍କ ଉପନ୍ୟାସ " Dombey and Sons"( ୧୮୪୮ ମସିହା ରେମସିହାରେ ରଚିତ ) ନାମକ ଏକ ଉପନ୍ୟାସ ରେଉପନ୍ୟାସରେ ଜାହାଜ କମ୍ପାନୀର ମାଲିକ ଭାବରେ ତାଙ୍କର ଚରିତ୍ର କୁ ହିଁ ଚିତ୍ରଣ କରିଥିବାର ବିଶ୍ଵାସ କରାଯାଇଥାଏ । </span>
 
I୧୮୧୫ ମସିହା ରେମସିହାରେ ଜନ  ଡିକେନ୍ସ ଙ୍କୁ ଇଂଲଣ୍ଡ ରେଇଂଲଣ୍ଡରେ ସ୍ଥାପିତ କରାଗଲା ଓ ସେତେବେଳେ ଚାର୍ଲ୍ସ ଙ୍କୁ ୪ ବର୍ଷ ହେଇଥିଲା । ସେ ୧୧ ବର୍ଷ ହେବା ଯାଏ ସେଠାରେ ଶିର୍ନେସ ଓ କେଣ୍ଟ ଠାରେ ରହିଥିଲେ ।<ref>Charles Dickens and the Great Theatre of the World, Simon Callow, p.5</ref> ତାଙ୍କର ବାଲ୍ୟ କାଳ ଅତ୍ୟନ୍ତ ସାଧାରଣ ଥିଲା ଓ ଏକ ବୃହତ ପରିବାର ରେପରିବାରରେ ଥିବା ହେତୁ ବିଶେଷ କିଛି ସ୍ଵତନ୍ତ୍ର ଯତ୍ନ ପାଇ ନଥିଲେ । .<ref>{{Harvard citation no brackets|Forster|2006|p=13}}.</ref>
 
 ବାଳକ ଚାର୍ଲ୍ସ ବେଶି ସମୟ ବାହାରେ ରହୁଥିଲେ ଓ ଜଣେ ସର୍ବଗ୍ରାସି ପାଠକ ଥିଲେ । ସେ ତାଙ୍କ ସମୟ ରେସମୟରେ ଜନପ୍ରିୟ  ଥିବା "ତୋବିଅସ ସ୍ମଲେଟ" , "ହେନେରୀ ଫିଲଡିଙ୍ଗ"  ଆଦି ଲେଖକ ଙ୍କ ଚିତ୍ରିତ ଉପନ୍ୟାସ ଓ "ରବିନସନ କୃଶୋ " ," ଗିଲ ବ୍ଳାସ " ପରି ଜନପ୍ରିୟ  ଉପନ୍ୟାସ ପଢିବା ସହ " ଆରବିଆନ ନାଇଟ" "ଏଲିଜାବେଥ ଇଞ୍ଚବାଲ୍ଡ"<ref>Simon Callow, Charles Dickens and the Great Theatre of the World, p.7</ref> ଙ୍କ ହାସ୍ୟ ଲେଖବଳି ସଂଗ୍ରହ କୁ ବାରମ୍ବାର ପଠନ କରୁଥିଲେ । ତାଙ୍କର ସ୍ମୃତି ଶକ୍ତି ପ୍ରଖର ଥିଲା ଓ ତାହା ତାଙ୍କ ପାଇଁ ପରବର୍ତୀ ଲେଖକ ଜୀବନ ରେଜୀବନରେ ବହୁ ଉପାଦେୟ ହେଇଥିଲା ।  ସେ ଜନସାଧାରଣ ଙ୍କ ଭିତରେ ଲକ୍ଷ୍ୟ କରୁଥିବା ଘଟଣା  ସବୁ ମନେ ରଖିପାରୁଥିଲେ ଓ ଉପନ୍ୟାସ ରଚନା ବେଳେ ସେହି ଘଟଣା ବଳି କୁ ସୁନ୍ଦର ରୂପ ଦେଇ କାଳ୍ପନିକ ଚରିତ୍ର ସବୁ<ref>{{Harvard citation no brackets|Ackroyd|1990|pp=22–24:29–30}}.</ref>ର ଚିତ୍ରଣ କରିପାରୁଥିଲେ ।ସେ କିଛି କାଳ ନୌସେନା ବିଭାଗ  ରେ ତାଙ୍କ ପିତା ଙ୍କ ସ୍ଥାନ ରେସ୍ଥାନରେ ଦରମା ଅଫିସର ଭାବରେ କାର୍ଯ୍ୟ ପାଇଥିଲେ ଓ ସେହି ସମୟ ରେସମୟରେ କିଛି ବେସରକାରୀ ସ୍କୁଲ ଶିକ୍ଷ୍ୟା ହାସଲ କରିଥିଲେ ।  <ref>{{Harvard citation no brackets|Ackroyd|1990|p=41}}.</ref>
[[ଫାଇଲ:Dickens-at-the-Blacking-Warehouse.jpg|alt=drawing|ବାଆଁ|thumb|୧୮୯୨ ମସିହା ରେମସିହାରେ ପ୍ରକାଶ ପାଇଥିବା ଚାର୍ଲ୍ସ ଡିକେନ୍ସ ଙ୍କ ଜୀବନୀ ଉପରେ ଫୋର୍ସ୍ତର ଲେଖିଥିବା ପୁସ୍ତକ ([http://Life%20of%20Dickens Life of Dickens])  ଏକ ଚିତ୍ର ରେଚିତ୍ରରେ ଜୋତା କାରଖାନା ରେକାରଖାନାରେ କାମ କରୁଥିବାର ଏକ ଅଙ୍କିତ  ଚିତ୍ର  <br>
<ref>{{Harvard citation no brackets|Schlicke|1999|p=158}}.</ref>]]
 ୧୮୨୨ ମସିହା ବେଳକୁ ଚାର୍ଲ୍ସ ଙ୍କ ପରିବାର ଲଣ୍ଡନ ଫେରି ଆସିଲେ ଓ ତାଙ୍କ ପିତା ସେତେବେଳେ ବହୁତ ରୁଣ ଗ୍ରସ୍ତ ହେଇ ସାରିଥିଲେ ।ତାଙ୍କ ଋଣଦାତା ମାନେ କୋର୍ଟ ରେକୋର୍ଟରେ ମକଦମା କରିବାରୁ ତାଙ୍କୁ ସେଥିପାଇଁ ପରିବାରସହ ସେହି ସମୟର ପ୍ରଥା ଅନୁସାରେ ମର୍ଶଲ ସୀ ( marshaalsea) ଜେଲ ରେଜେଲରେ ରହିବାକୁ ହେଲା । କେବଳ ଚାର୍ଲ୍ସ ଏଲିଜାବେଥ ରୟଲାନ୍ସ ନାମିକା ଜଣେ ପାରିବାରିକ ବନ୍ଧୁ ଙ୍କ ସହ ରହିବାକୁ ହେଲା । ଏଲିଜାବେଥ ବୟସ୍କା ଦରିଦ୍ର ମହିଳା ଥିଲେ ମଧ୍ୟ ଚାର୍ଲ୍ସ ତାଙ୍କ ଠାରୁ ଖୁବ ସ୍ନେହ ଆଦର ପାଇଥିଲେ ଓ ତାଙ୍କ ଚରିତ୍ର ତାଙ୍କ ଉପନ୍ୟାସ " Dombey and Sons " ଉପନ୍ୟାସ ରେଉପନ୍ୟାସରେ ଜଣେ ଆଦରଣୀୟା ମହିଳା " ମିସେସ ପିପଚିନ " ଭାବରେ ଚିତ୍ରିତ କରି ଥିଲେ । ତାହା ପରେ ସେ କିଛି କାଳ ଜଣେ ବୟସ୍କ ଏଜେଣ୍ଟ " ଆର୍ଚିବାଲ୍ଡ ରସେଲ " ଙ୍କ ଗୃହ ରେଗୃହରେ ରହିଥିଲେ । ତାଙ୍କୁ ଡିକେନ୍ସ " ଜଣେ ଖୁସ ମିଜାଜ , ଦୟାଳୁ ଭଦ୍ରବ୍ୟକ୍ତି " ଭାବରେ ତାଙ୍କ ଜୀବନୀ ରେଜୀବନୀରେ ଉଲ୍ଲେଖ କରିଥିଲେ ଓ ସେ ହିଁ ଡିକେନ୍ସ ଙ୍କ "  The Old Curiosity Shop." ଉପନ୍ୟାସ ରଚନା ମୂଳର ପ୍ରେରଣା ଥିଲେ । 
<ref>{{Harvard citation no brackets|Ackroyd|1990|p=76}}.</ref>
 
ନିଜ ଜେଲ ଗ୍ରସ୍ତ ପରିବାର ପାଇଁ ଅର୍ଥ ଅର୍ଜନ ପାଇଁ ସେ ସ୍କୁଲ ଛାଡି ଏକ ଜୋତା ରଙ୍ଗ କାରଖାନା ରେକାରଖାନାରେ ସାମାନ୍ୟ ମଜୁରି ରେମଜୁରିରେ ଦୈନିକ ୧୦- ଘଣ୍ଟା କାମ କରୁଥିଲେ । ଏହି କଠିନ ସମୟର ସ୍ମୃତି ଓ ଅନୁଭୂତି ତାଙ୍କ ଉପନ୍ୟାସ ମାନଙ୍କ ରେମାନଙ୍କରେ ପ୍ରତିଫଳିତ ହେଇଥିଲା । ସେହି ସମୟ ରେସମୟରେ ଅଳ୍ପ ବୟସର ଦରିଦ୍ର ବାଳକ ମାନଙ୍କୁ କିପରି ଶୋଷଣ କରାଯାଉଥିଲା ତାହା ଡିକେନ୍ସ ଙ୍କ ନିଜେ ଅଙ୍ଗେ ନିଭେଇଥିବା କଥା ହେଇଥିବାରୁ ପରବର୍ତୀ ଜୀବନ ରେଜୀବନରେ ତାଙ୍କ ଉପନ୍ୟାସ ମାନଙ୍କୁ ସେହି ଦରିଦ୍ର , ଅର୍ଦ୍ଧ -ପାଠୁଆ ବାଳକ ଚରିତ୍ର କୁ ସେ ଖୁବ ଜୀବନ୍ତ ଭାବରେ ଫୁଟେଇଥିଲେ ଓ ନିଜେ ସେମାନକ ଜୀବନର ଉନ୍ନତି ପାଇଁ ଅନେକ ସାମାଜିକ ସେବା କରିଥିଲେ । ( The Life of Charles Dickens):
[[ଫାଇଲ:Courtyard_of_the_former_Marshalsea_prison,_1897_(2).png|thumb|୧୮୯୭ ମସିହା ରେମସିହାରେ ମାର୍ଶାଲସି ଜୈଲ , ବନ୍ଦ ହେବା ପରେ ]]
କିଛି ମାସ ଜେଲ ରେ ରହିବା ପରେ ଚାର୍ଲ୍ସ ଙ୍କ ପିତାମହୀ ଏଲିଜାବେଥ ଡିକେନ୍ସ ଙ୍କ ପରଲୋକ ଘଟିଲା ଓ ତାଙ୍କର ଦାୟାଦ ଭାବରେ ଚାର୍ଲ୍ସ ଙ୍କ ବାପା ତାଙ୍କ ସମ୍ପତ୍ତି ଉତ୍ତରାଧିକାରୀ ଭାବରେ ପାଇ ରୁଣ ସୁଝି ଜେଲ ରୁ ମୁକ୍ତ ହେଲେ ।ଓ ତାଙ୍କ ପରିବାର ମିସେସ ରୋଏଲେନ୍ସ ଙ୍କ ବାସ ଭବନ କୁ ଚାଲିଗଲେ । <ref>{{Harvard citation no brackets|Schlicke|1999|p=157}}.</ref> ତେବେ ଚାର୍ଲ୍ସ ଙ୍କ ମାତା ତାଙ୍କୁ ଜୋତା କାରଖାନା ଚାକିରି ନ ଛାଡିବାକୁ ସେଇଠି ରହିଯିବାକୁ କହିଥିଲେ । ତାଙ୍କ ମାତା ଙ୍କ ଏପରି ପକ୍ଷ୍ୟପାତ ମୂଳକ ବ୍ୟବହାର ବ୍ୟବହାର ବାଳକ ଚାର୍ଲ୍ସ ଙ୍କ ମନରେ ଗଭୀର ଆଘାତ ଦେଇଥିଲା । ପରବର୍ତୀ କାଳ ରେକାଳରେ ତାଙ୍କର ଉପନ୍ୟାସଉପନ୍ୟାସରେ ରେ ସମାଜ ରେସମାଜରେ ଥିବା ସେହିପରି ମହିଳା ଙ୍କ ଚିତ୍ରଣ ସେ ନିଖୁଣ ଭାବରେ କରିଥିଲେ । ଓ ତାଙ୍କର ମହିଳା ଙ୍କ ପ୍ରତି ଆଭିମୁଖ୍ୟ ରେଆଭିମୁଖ୍ୟରେ କିଛିଟା ବିତୃଷ୍ଣା ତାଙ୍କ ଲେଖା ରେଲେଖାରେ ପ୍ରତିଫଳିତ ହେଇଥିଲା ।<ref>{{harvnb|Wilson|1972|p=58}}.</ref> 
 
 
 
 ତାଙ୍କର "David Copperfield "<ref>{{harvnb|Cain|2008|p=91}}.</ref> ଉପନ୍ୟାସ ରେଉପନ୍ୟାସରେ ଥିବା ସେହି ସଦୃଶ ଅବହେଳିତ ବାଳକ ଚରିତ୍ର "ଡାଭିଡ" ପ୍ରକୃତ ରେପ୍ରକୃତରେ ତାଙ୍କ ନିଜ ବାଲ୍ୟାବସ୍ଥାର ଘରଣାବଳୀ ଦ୍ଵାରା ପ୍ରେରିତ ହେଇଥିଲା ।ସେ ଲେଖିଥିଲେ , 
 
" ମୁ କାହା ଠାରୁ ଉତଶାହ ପାଇ ନାହିଁ , ଶାନ୍ତନା ପାଇ ନାହିଁ , ସାହାଯ୍ୟ ପାଇ ନାହିଁ, ଦୟା ପାଇ ନାହିଁ , ଓ ଏହି ହିସାବ ରେହିସାବରେ ମୁ ସ୍ଵର୍ଗ କୁ ଯିବାର ଆଶା ରଖିଛି । "
 "I had no advice, no counsel, no encouragement, no consolation, no assistance, no support, of any kind, from anyone, that I can call to mind, as I hope to go to heaven!"
 
ପରିଶେଷ ରେପରିଶେଷରେ ୧୮୨୭ ମସିହା ରେମସିହାରେ ଡିକେନ୍ସ ୱେଲିଂଟନ ଏକାଡେମୀ ନାମକ ସ୍କୁଲ ରେସ୍କୁଲରେ ଦୁଇବର୍ଷ ପଢିଥିଲେ ।ମାତ୍ର ତାହା ଏକ ଅତ୍ୟନ୍ତ ନିମ୍ମ ମନର ସ୍କୁଲ ଥିଲା । ସେଠାରେ ହେଡ ମାଷ୍ଟର ପିଲା ମାନଙ୍କୁ ବଡ ନିର୍ଦୟ ଭାବରେ ବ୍ୟବହାର  କରୁଥିଲେ ।ତାଙ୍କ ଚରିତ୍ର କୁ ଡିକେନ୍ସ ପରେ  "David Copperfield " ଉପନ୍ୟାସ ରେଉପନ୍ୟାସରେ "ମିଷ୍ଟର କ୍ରୀକୀଳ" ଙ୍କ ସ୍କୁଲ ଶିକ୍ଷକ ଭାବରେ ଚିତ୍ରଣ କରିଥିଲେ ।  <ref name="Wilson61">{{harvnb|Wilson|1972|p=61}}.</ref>
 
୧୮୨୭ ମେ ରୁ ୧୮୨୮ ନଭେମ୍ବର ଯାଏ ଏକ ଲ - ପ୍ରତିଷ୍ଠାନ ରେପ୍ରତିଷ୍ଠାନରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟ ରେସମୟରେ ପ୍ରତ୍ୟହ ଥିଏଟର କୁ ମଞ୍ଚ ନାଟକ ଦେଖିବାକୁ ଯାଉଥିଲେ । ସେ ସେହି ସମୟ ରେସମୟରେ ଶର୍ଟ-ହାଣ୍ଡ<ref>Callow, p.34, 36</ref> ଲେଖିବା ଅଭ୍ୟାସ କରି ପରବର୍ତୀ କାଳ ରେକାଳରେ ସମ୍ପାଦକ ହିସାବ ରେହିସାବରେ କାର୍ଯ୍ୟ କଳା ବେଳେ ତାହାର ପ୍ରୟୋଗ କରିଥିଲେ । ପ୍ରଥମ କାଳ ରେକାଳରେ " Doctors Commons" ନାମକ ପତ୍ରିକା ରେପତ୍ରିକାରେ ବିଚାର ବିଭାଗୀୟ ରିପୋର୍ଟ ସବୁ ୪ ବର୍ଷ ପାଇଁ ଲେଖୁଥିଲେ ।  <ref>{{harvnb|Pope-Hennessy|1945|p=18}}.</ref><ref>{{harvnb|Wilson|1972|p=64}}.</ref>
 
୧୮୩୦ ମସିହା ରେମସିହାରେ "ଚାର୍ଲ୍ସ ମାରୀଆ ବିଡନେଲ" ନାମକ ଝିଅ ଙ୍କ ପ୍ରେମ ରେପ୍ରେମରେ ପଡିଥିଲେ ମଧ୍ୟ ମାରୀଆ ଙ୍କ ପରିବାର ଏହାକୁ ସ୍ବୀକୃତି ନ ଦେଇ ମାରୀଆ ଙ୍କୁ ପଢିବା ପାଇଁ ପାରିସ ପଠେଇ ଦେଇଥିଲେ ଓ ଏଥିରେ ଚାର୍ଲ୍ସ ଙ୍କ ପ୍ରେମ ସମ୍ପର୍କ ରେସମ୍ପର୍କରେ ଜବନିକା ପଡିଥିଲା । .<ref>{{harvnb|Davis|1998|p=23}}.</ref>
 
== ସମ୍ବାଦିକତା ଓ ପ୍ରାରମ୍ଭିକ ଉପନ୍ୟାସ ସବୁ ==
 ୧୮୩୨ ମସିହା ରେମସିହାରେ ମାତ୍ର ୨୦ ବର୍ଷ ବୟସ୍କ ଚାର୍ଲ୍ସ ଜୀବନର ଅନୁଭୂତି ରେଅନୁଭୂତିରେ ସମ୍ବରୁଧ ହେଇ ସାରିଥିଲେ । ଦିଗହରା ଅନୁଭବ କରୁଥ୍ଯିଲେ ମଧ୍ୟ ସେ ଉଚ୍ଛାଭିଲାଶ ରଖିଥିଲେ । ସେ ଥିଏଟର ରେଥିଏଟରରେ ପ୍ରବେଶ କରି ସେଠାରେ ମିମିକ୍ରୀ ବା ଅନନ୍ୟ ଚରିତ୍ର ମାନଙ୍କ ହାସ୍ୟାଭିନୟର ନକଲ ପ୍ରଦର୍ଶନ କଲେ ।ତାହା ପରେ ସେ ଲେଖକ ହିସାବ ରେହିସାବରେ ତାଙ୍କର ଅଧ୍ୟାୟ ଆରମ୍ଭ କରିଥିଲେ । ୧୯୩୩ ମସିହା ରେମସିହାରେ ସେ ତାଙ୍କର ପ୍ରଥମ ଗଳ୍ପ " "A Dinner at Poplar Walk",ଲଣ୍ଡନର ପତ୍ରିକା "Monthly Magazine" କୁ ପ୍ରେରଣା କଲେ । ଏହା ପରେ ତାଙ୍କର ମାମୁଁ ତାଙ୍କୁ   The "Mirror of Parliament " ନାମକ ବ୍ରିଟିଶ ପାର୍ଲାମେଣ୍ଟର ଜର୍ନାଲ ରେଜର୍ନାଲରେ ରେ ରିପୋର୍ଟର ଭାବରେ କାର୍ଯ୍ୟ ନିଯୁକ୍ତ କଲେ ।ଏଥିରେ ସେ ପାର୍ଲିଆମେଣ୍ଟର ବିତର୍କର ବିବରଣୀ ପ୍ରକାଶ କରୁଥିଲେ । ଏହି ସମୟ କାଳ ମଧ୍ୟ ରେମଧ୍ୟରେ ସେ ତାଙ୍କର ପ୍ରଥମ ପ୍ରବନ୍ଧ ସଂଗ୍ରହ " : Sketches by Boz" ପ୍ରକାଶ କରିଥିଲେ । ଏଥିରେ ନିଜ କଲମ-ନାମ "Boz" ଭାବରେ ଉଲ୍ଲେଖ କରୁଥିଲେ । ୧୯୩୫ ମସିହା ରେମସିହାରେ ସେ ପ୍ରସିଦ୍ଧ ସମ୍ପାଦକ ହୋଗର୍ଥ ଙ୍କ ସଂଶର୍ଷ ରେସଂଶର୍ଷରେ ଆସି ତାଙ୍କ ପ୍ରକାଶିତ "Morning Chronicle"ରେ ଲେଖା ମନ ଦେବା ସହ ତାଙ୍କ ପରିବାରର ନିକଟତର ହେଇଥିଲେ ଓ ହୋଗର୍ଥ ଙ୍କ ସାନ ଝିଅ କାଥେରିନ ଙ୍କ ସହ ନିବିଡତା ସୃଷ୍ଟି କରିଥିଲେ ।ସେ ତାଙ୍କୁ ୧୮୩୬ ମସିହା ରେମସିହାରେ ବିବାହ କରିଥିଲେ । <ref>{{harvnb|Ackroyd|1990|pp=201, 278–279}}.</ref> .<ref>Callow p.54</ref>
[[ଫାଇଲ:Catherine_Dickens.jpg|ବାଆଁ|thumb|କାଠେରିନ ହୋଗର୍ଥ ଡିକେନ୍ସ , ୧୮୩୮ର ଅଙ୍କିତ ଚିତ୍ର ରେ ]]
 ଏହା ପରେ ତାଙ୍କର ଧାରାବାହିକ ଲେଖା "  The Pickwick Papers" ବହୁଳ ଭାବରେ ଆଦୃତ ହେବାରେ ଲାଗିଲା । ଅଙ୍କିତ ଚିତ୍ର ସହ ପ୍ରକାଶିତ ହଉଥିବା ଏହି ଧାରାବାହିକ ଯୋଗୁଁ ମେଗାଜିନର ବିକ୍ରୟ କ୍ରମଶଃ ୪୦,୦୦୦ ରୁ ଅଧିକ ହେଇଯାଇଥିଲା ଓ ପତ୍ରିକାର ଜନପ୍ରିୟତା ଏଥିଯୋଗୁ ବହୁଳ ଭାବରେ ବର୍ଦ୍ଧନ ହେଇଥିଲା <ref>Simon Callow, Charles Dickens and the Great theatre of the World, p.60</ref>। ୧୮୩୬ ମସିହା ରେମସିହାରେ ଡିକେନ୍ସ "Bentley's Miscellany" ନାମକ ପତ୍ରିକାର ସମ୍ପାଦକ ପଦ ଗ୍ରହଣ କରି ପରବର୍ତୀ ୩ ବର୍ଷ ଏଥିରେ ଧାରାବାହିକ ପ୍ରକାଶନ କରିଥିଲେ । ଏହା ସହ ସେ " Oliver Twist " କୁ ଧାରାବାହିକ ଭାବରେ ଆରମ୍ଭ କରିଥିଲେ । ଏକ ବାଳକର କାହାଣୀ କୁ ନେଇ ଉପନ୍ୟାସ ଭାବରେ ଏହା ଭିକ୍ଟୋରିଆ ଯୁଗର ପ୍ରଥମ ଉପନ୍ୟାସ ଥିଲା ।<ref name="Smiley12ff">{{harvnb|Smiley|2002|pp=12–14}}.</ref> 
 
[[ଫାଇଲ:Charles_Dickens_by_Daniel_Maclise.jpg|thumb|୧୮୩୯ ମସିହା ରେମସିହାରେ ତରୁଣ ଚାର୍ଲ୍ସ ଙ୍କ ଚିତ୍ର ]]
 ୧୮୩୭ ମସିହା ରେମସିହାରେ ଡିକେନ୍ସ ଓ କାଥେରିନ ଙ୍କ ଔରସ ରୁ ପୁତ୍ର ଚାର୍ଲି ଜନ୍ମ ହେଇଥିଲା । ଡିକେନ୍ସ ଙ୍କ ପରିବାର ସେହି ସମୟ ରେସମୟରେ ତାଙ୍କ ଭାଇ ଫ୍ରେଡରିକ ଓ କାଥେରୀନ ଙ୍କ ଭଉଣୀ ମାରି ଙ୍କ ସହ ଏକାଠି ରହୁଥିଲେ । କିନ୍ତୁ ମାରି ହଠାତ ବ୍ୟାଧି ଗ୍ରସ୍ତ ହେଇ ମୃତ୍ୟୁ ବରଣ କରିବା ଘଟଣା ଚାର୍ଲ୍ସ ଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଓ ସେ କିଛି କାଳ ଲେଖା ବନ୍ଦ କରିଦେଇଥିଲେ । ମାରି ଙ୍କୁ ଏ ଖୁବ ସ୍ନେହ କରୁଥିଲେ ଓ ତାଙ୍କୁ ତାଙ୍କର ଏକ ଉପନ୍ୟାସ ରେଉପନ୍ୟାସରେ " Rose Maylie" ଚରିତ୍ର ଭାବରେ ଆଦରର ସହ ଚିତ୍ରଣ କରିଥିଲେ । ସେହି ସମୟ ରେସମୟରେ ତାଙ୍କର ପ୍ରସିଦ୍ଧ ଲେଖକ ଜନ  ଫୋଷ୍ଟର ଙ୍କ ସହ ବନ୍ଧୁତା ହେଇଥିଲା । ଜନ ପରେ ତାଙ୍କର ବନ୍ଧୁ , ମେନେଜର ଓ ଆତ୍ମଜୀବନୀ ରଚୟିତା ଭାବରେ ପରିଚିତ ହେଇ ନିଜେ ଜଣେ  ସ୍ବନାମଧନ୍ୟ ଲେଖକ ହେଇପାରିଥିଲେ ।  .<ref>Simon Callow, p.77, 78 'Charles Dickens and the Great Theatre of the World'</ref>
 
ଏହି ସମୟ ରେସମୟରେ ସାହିତ୍ୟ କୃତି ସବୁ  "''Nicholas Nickleby''"(୧୮୩୮-୩୯ ), "''The Old Curiosity Shop"'' (୧୮୪୧) ପ୍ରଥମ ଏଇତିହାସିକ ଉପନ୍ୟାସ " ''Barnaby Rudge: A Tale of the Riots of 'Eighty'',"  "''Master Humphrey's Clock'' " (୧୮୪୦-୪୧ ), ଧାରାବାହିକ ଭାବେ ପ୍ରକାଶ ହେଇ ପରେ ପୁସ୍ତକ ଆକାର ରେଆକାରରେ ପ୍ରକାଶିତ ହେଇଥିଲା । .<ref>{{harvnb|Schlicke|1999|p=514}}.</ref>
 
 
 
== ପ୍ରଥମ ଆମେରିକା ଭ୍ରମଣ ==
 ୧୮୪୨ ମସିହା ରେମସିହାରେ ସେ ସପତ୍ନୀକ ଆମେରିକା ଯାତ୍ରା କରିଥିଲେ <ref>Simon Callow, Charles Dickens and the Great Theatre of the World, p 98</ref>। ସେହି ସମୟ ରେସମୟରେ କାଥେରୀନ ଙ୍କ ଭଗିନୀ ଜର୍ଜିନା <ref>{{harvnb|Jones|2004|p=7}}</ref>ତାଙ୍କର ପରିବାରର ଦେଖଣା କାର୍ଯ୍ୟ କରିଥିଲେ ଓ ସେ ୧୮୭୦ ମସିହା ରେମସିହାରେ ଡିକେନ୍ସ ଙ୍କ ମୃତ୍ୟୁ ଯାଏ ପରିବାର ସହ ରହିଥିଲେ । ତାଙ୍କ ଚରିତ୍ର ଚିତ୍ରଣ ଡିକେନ୍ସ ତାଙ୍କ  "Agnes Wickfield" ଚରିତ୍ର ରେଚରିତ୍ରରେ ଚିତ୍ରଣ କରିଥିଲେ । .<ref>{{harvnb|Ackroyed|1990|pgs.=225-229}}</ref>
[[ଫାଇଲ:Charles_Dickens_sketch_1842.jpg|ବାଆଁ|thumb|Sketch of Dickens in 1842 during American Tour. Sketch of Dickens's sister Fanny, bottom left]]
 ଡିଏନ୍ସ ତାଙ୍କର ଆମେରିକା ଭ୍ରମଣର ଅନୁଭୂତି ସବୁ କୁ "  American Notes for General Circulation " ନାମକ ଭ୍ରମଣ ପୁସ୍ତକ ରେପୁସ୍ତକରେ ଲିପିବଦ୍ଧ କରିଛନ୍ତି । ସେଥିରେ ସେ ଆମେରିକା ରେଆମେରିକାରେ ଥିବା କୃଷ୍ଣକାୟ ମାନଙ୍କୁ କ୍ରୀତଦାସ<ref>{{harvnb|Moore|2004|pp=44–45}}</ref> ଭାବରେ ରଖିବା ପ୍ରଥା କୁ ଗଭୀର ସମାଲୋଚନା କରିଥିଲେ । କିନ୍ତୁ ଆମେରିକାର କେତେକ ସମାଲୋଚକ ତାଙ୍କୁ ବର୍ଣ ବିଦ୍ବେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । ସେ ନିଉୟର୍କ ସହର ରେସହରରେ ମାସେ କାଳ ଅବସ୍ଥାନ କରିଥିଲେ । ସେହି ସମୟ ରେସମୟରେ ସେ ବ୍ୟାପକ ଭାବରେ ବକୃତା ମାନ ଦେଇଥିଲେ ଆମେରିକା ରେଆମେରିକାରେ ତାଙ୍କର ଲେଖା ଗୁଡିକର ସତ୍ଵବାଦୀ ଅଧିକାର<ref>{{harvnb|Tomalin|2011|pp=128–132}}.</ref><ref>{{harvnb|Ackroyd|1990|pp=345–346}}.</ref><ref>{{harvnb|Tomalin|2011|p=127}}.</ref>ର ଉଲ୍ଲଘନ ହେଇଥିବାର ଅଭିଯୋଗ କରିଥିଲେ । ତେବେ ଆମେରିକାନ ସାମ୍ବାଦିକ ମନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି ସେ ଆମେରିକା ରେଆମେରିକାରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂଷିତ ହେଇଥିଲେ । 
 
 
୬୩ କ ଧାଡ଼ି:
ତାଙ୍କର [ ଆମେରିକା] ଅନୁଭୂତି ରୁ ସେ ଅନେକ ନୂତନ ଚରିତ୍ର ଚିତ୍ରଣ ପାଇଁ କଥାବସ୍ତୁ ପାଇଥିଲେ ଓ ତାହାର ସଦୁପଯୋଗ ତାଙ୍କର ପରବର୍ତୀ ଲେଖା ମାନଙ୍କରେ ତାହା ସ୍ଥାନିତ କରିଥିଲେ । .
 
୧୮୪୪ ମସିହା ରେମସିହାରେ ଡିକେନ୍ସ ଇଟାଲୀ ରେଇଟାଲୀରେ କିଛି କାଳ ଅବସ୍ଥାନ କରି ସେଠାରୁ ସ୍ଵିଜର୍ଲାଣ୍ଡ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟ ରେମଧ୍ୟରେ ରଚନା କରିଥିବା  "Dombey and Son" (୧୮୪୬-48) ଓ  "David Copperfield" (୧୮୪୯-୫୦ ) ଉପନ୍ୟାସର ବିଷୟବସ୍ତୁ ଅଧିକ ଗଭୀରତାର ସହିତ ସାବଧାନତା ସହ ଯୋଜନା କରି ଲେଖା ଯାଇଥିବାର  ଦେଖାଯାଇଥାଏ । 
 
== ଦାତବ୍ୟତା ==
୧୮୪୬ ମସିହା ରେମସିହାରେ ଡିକେନ୍ସ ଆଙ୍ଗେଲା ବରଦେତ୍  କଉତ୍ ନାମକ ଜଣେ ଧନିକ ମହିଳା ଙ୍କ ଆର୍ଥିକ ସହାୟତା ରେସହାୟତାରେ ଇଂଲଣ୍ଡର ଦରିଦ୍ର ଓ ଅସହାୟ ବସ୍ତା ରେବସ୍ତାରେ ଥିବା ପତିତା ମହିଳା ଙ୍କ ପୁନର୍ବାସ ବ୍ୟବସ୍ଥା ପାଇଁ  " Urinaa Cottege " ନାମକ ଏକ ଅବାସ ସ୍ଥାପନ କରି ତାହାକୁ ୧୦ ବର୍ଷ <ref>{{harvnb|Nayder|2011|p=148}}.</ref>କାଳ ନୀତି ନିର୍ଧାରଣ , ଆବାସୀ ଚୟନ କାର୍ଯ୍ୟ ସହ ପରିଚାଳନା କରିଥିଲେ ।<ref>{{harvnb|Ackroyd|1990|pp=249; 530–538; 549–550; 575}}</ref> ଏଥିରେ ସେ ସେହି ପତିତା ମହିଳା ମାନକୁ ସମାଜ ରେସମାଜରେ ପୁନର-ସଂସ୍ଥାପନା ପାଇଁ ଶିକ୍ଷା ଦାନର ମଧ୍ୟ ବ୍ୟବସ୍ଥା ରଖିଥିଲେ । ତାଙ୍କ ସମୟ କାଳ ମଧ୍ୟ ରେମଧ୍ୟରେ ସେଠାରୁ ପ୍ରାୟ ୧୦୦ ଜଣ ମହିଳା ଗ୍ରାଜୁଏଟ ହେଇ ପାରିଥିଲେ । <ref>{{harvnb|Hartley|2009|pp=?}}</ref>
 
== ଧାର୍ମିକ ଦୃଷ୍ଟିକୋଣ ==
ସାଙ୍ଗଠନିକ ଧର୍ମ ପାଇଁ ଡିକେନ୍ସ ଙ୍କ ସୃହା ନ ଥିଲା । ବାଧ୍ୟ ବଧକତା ରେବଧକତାରେ ଲୋକଙ୍କୁ ରବିବାର ଦିନ ଚର୍ଚ ଭିତରେ ରଖିବା ପରମ୍ପରାର ସେ ବିରୋଧୀ ଥିଲେ ଓ ନିଜେ ରବିବାର ଦିନ ଚର୍ଚ ସଭା କୁ ଯାଉନଥିଲେ ।<ref>Simon Callow, ''Charles Dickens and the Great Theatre of the World'' p.63 [http://www2.hn.psu.edu/faculty/jmanis/dickens/sun_3hea.pdf sunday under three heads] {{webarchive|url=https://web.archive.org/web/20140925203511/http://www2.hn.psu.edu/faculty/jmanis/dickens/sun_3hea.pdf|date=25 September 2014}}</ref> କିନ୍ତୁ ତାଙ୍କର ଖ୍ରୀଷ୍ଟ ଙ୍କ<ref>Simon Callow, 'Charles Dickens'. p.159</ref> ପ୍ରତି ଅଗାଢ ଭକ୍ତି ରହିଥିଲା । ସେ ନିଜକୁ ନୈଷ୍ଠିକ ଖ୍ରୀଷ୍ଟିୟାନ<ref>Gary Colledge (2012), ''God and Charles Dickens: Recovering the Christian Voice of a Classic Author'', p. 24.</ref><ref>{{cite web|last1=Rost|first1=Stephen|title=The Faith Behind the Famous: Charles Dickens|url=http://www.christianitytoday.com/history/issues/issue-27/faith-behind-famous-charles-dickens.html|website=Christian History|publisher=Christianity Today|accessdate=20 December 2016}}</ref> ବୋଲି କହୁଥିଲେ ।ସେ " The Life of Our Lord (୧୮୪୯) " ନାମକ ଏକ ଧର୍ମ ସମ୍ବନ୍ଧିତ ପୁସ୍ତକ ମଧ୍ୟ ରଚନା କରିଥିଲେ । <ref>Stephen Skelton, [https://www.cbn.com/spirituallife/churchandministry/Skelton_Christmas_Carol_A.aspx Reclaiming 'A Christmas Carol']. </ref><ref>[http://www.chucknorris.com/Christian/Christian/ebooks/dickens_life.pdf The Life Of Our Lord]</ref>  <ref>Simon Callow, ''Charles Dickens and the Great Theatre of the World'' p.63 [http://www2.hn.psu.edu/faculty/jmanis/dickens/sun_3hea.pdf sunday under three heads] {{webarchive|url=https://web.archive.org/web/20140925203511/http://www2.hn.psu.edu/faculty/jmanis/dickens/sun_3hea.pdf|date=25 September 2014}}</ref>
 
 
୭୫ କ ଧାଡ଼ି:
== ମାଧ୍ୟମ କାଳ ==
[[ଫାଇଲ:Little_Dorrit_avatar_1856.jpg|ବାଆଁ|thumb|"Little Dorrit" 1856]]
୧୮୪୯-୫୦ ମସିହା ରେମସିହାରେ ତାଙ୍କ ରଚିତ " David Copperfield " ତାଙ୍କ ନିଜର ପ୍ରିୟ ଉପନ୍ୟାସ ଭାବରେ ସେ କହିଥାନ୍ତି । ପରେ ସେ ୧୮୫୨-୫୩ ରେ୫୩ରେ "Bleak House " ୧୮୫୪ ମସିହା ରେମସିହାରେ " Hard Times" ଓ ୧୮୫୬ ମସିହା ରେମସିହାରେ " Little Dorrit" ରଚନା କରିଥିଲେ ।<ref>{{harvnb|Ackroyd|1990|pp=628; 634–638}}.</ref>   
 
 
[[ଫାଇଲ:Ellen_Ternan.jpeg|ଡାହାଣ|thumb|୧୮୫୮ ମସିହା ଅଙ୍କିତ ଚିତ୍ର ରେଚିତ୍ରରେ ଏଲେନ ତେରନାନ ]]
୧୮୫୭ ମସିହା ରେମସିହାରେ ଡିକେନ୍ସ ପେଶଗତ ଅଭିନେତ୍ରୀ ଆଣି ତାଙ୍କ ରଚିତ " The Frozen   Deep "ର ମଞ୍ଚସ୍ଥ କରେଇଥିଲେ । ସେହି ନାଟକର ଅଭିନେତ୍ରୀ "ଏଲେନ ତେରନାନ" ଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେଇଥିଲା ଓ ଏହା ତାଙ୍କ ଜୀବନର ଶେଷ କାଳ ଯାଏ ଗୋପନୀୟ ଭାବରେ ରହିଥିଲା । ତେବେ ଏହା ଜାଣି ତାଙ୍କର ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜେ ଜଣେ ସନ୍ତାନ କୁ ନେଇ ଭିନ୍ନ ହେଇ ରହିଥିଲେ ।ଡିକେନ୍ସ ଙ୍କ ଅନନ୍ୟ ସନ୍ତାନ ମାନେ ଜର୍ନିନା ଙ୍କ ଦେଖାରେଖା ରେଦେଖାରେଖାରେ ରହିଲେ ।  <ref name="Smith10ff">{{harvnb|Smith|2001|pp=10–11}}.</ref>
[[ଫାଇଲ:Dickens_by_Watkins_1858.png|ବାଆଁ|thumb|୧୮୫୮ ରେ୧୮୫୮ରେ ଡିକେନ୍ସ ]]
<span>ତାଙ୍କର ପରବର୍ତୀ କାର୍ଯ୍ୟ ସବୁ "A Tale of Two Cities"</span> (୧୮୫୯ ) and "''Great Expectations"'' (୧୮୬୧ ),ଅତ୍ୟନ୍ତ ସଫଳତା ପ୍ରାପ୍ତ ହେଇଥିଲା ଓ ସେ ଦୁଇଟି ଜର୍ନାଲ " ''Household Words'' "ଓ " ''All the Year Round"ମୁଖ୍ୟ ଲେଖକ ଥିଲେ । ''.<ref>{{harvnb|Ackroyd|1990|pp=589–95; 848–852}}.</ref>
 
୮୬ କ ଧାଡ଼ି:
== ଅନ୍ତିମ ଜୀବନକାଳ ==
[[ଫାଇଲ:Staplehurst_rail_crash.jpg|thumb|ସ୍ତେପେଲହର୍ଷ ରେଳ ଦୁର୍ଘଟଣା ସମୟରେ ]]
୧୮୬୫ ଜୁନ ୯ ତାରିଖ ରେତାରିଖରେ ଡିକେନ୍ସ ପାରିସ ରୁ ଫେରୁଥିବା ବେଳେ ରେଳ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ । ସୌଭାଗ୍ୟ ଯୋଗୁ କେବଳ ସେ ବସିଥିବା ବଗି ସେତୁ ଉପରୁ ଖସି ପଡିବାରୁ ବର୍ତି ଯାଇଥିଲା ଓ ସେ ନିଶ୍ଚିତ ମୃତ୍ୟୁ ରୁ ବଞ୍ଚିଯାଇଥିଲେ । ସିଗନ୍ଯାଲ ମେନର ତ୍ରୁଟି ଯୋଗୁଁ ଏହା ଘଟିଥିଲା । .<ref>{{harvnb|Ackroyd|1990|pp=959–961}}.</ref>.<ref>{{cite web|url=http://omf.ucsc.edu/dickens/staplehurst-disaster.html|title=The Staplehurst Disaster|accessdate=28 February 2015}}</ref>
 
== ଆମେରିକା କୁ ଦ୍ଵିତୀୟ ଭ୍ରମଣ ==
 
== ବିଦାୟକାଳୀନ ବକୃତା ==
<span>୧୮୬୮-୬୯ ବେଳକୁ ଡିକେନ୍ସ ଙ୍କ ଶ୍ଵାସ୍ୟ ଅବସ୍ଥା ଖରାପ ଆଡକୁ ଯାଇଥିଲା । ସେ ହୃଦଘାତ ରେହୃଦଘାତରେ ମଧ୍ୟ ପଡିଥିଲେ । ତେବେ ସେ ସେହି ସମୟ ମଧ୍ୟ ରେମଧ୍ୟରେ ପରି ୧୦୦ ଟି ବକୃତା ବିଭିନ୍ନ ସ୍ଥାନ ରେସ୍ଥାନରେ ଦେଇଥିଲେ ଯାହାକୁ " farewell readings" ବା " ବିଦାୟକାଳୀନ ବକୃତା ମାଳ " କୁହାଯାଇଥାଏ । ଏହି ସମୟ ରେସମୟରେ ସେ ତାଙ୍କର ଶେଷ ଉପନ୍ୟାସ  " The Mystery of Edwin Drood." ରଚନା କରିଥିଲେ । ଏହା ସାଂପ୍ରତିକ ସମୟ ରେ ଇଂଲଣ୍ଡସମୟରେ ରେଇଂଲଣ୍ଡରେ ଭୟଙ୍କର ରୂପ ନେଇଥିବା " ନିଶା " ପ୍ରଚଳନ ଉପରେ ପର୍ଜ୍ୟବେଶିତ ଥିଲା । </span>.<ref>{{harvnb|Foxcroft|2007|p=53}}.</ref>
 
== ମୃତ୍ୟୁ ==
[[ଫାଇଲ:Samuel_Luke_Fildes_-_The_Empty_Chair_(The_Graphic,_1870).jpg|thumb|Samuel Luke Fildes—''The Empty Chair''. Fildes was illustrating "Edwin Drood" at the time of Charles Dickens's death. The engraving shows Dickens's empty chair in his study at Gads Hill Place. It appeared in the Christmas 1870 edition of ''The Graphic'' and thousands of prints of it were sold.<ref>{{cite web|title=Luke Fildes|url=http://www.thefamousartists.com/luke-fildes|publisher=TheFamousArtists.com}}</ref>]]
୧୮୭୦ ଜୁନ ୮ ତାରିଖ ରେତାରିଖରେ ସେ ସରାଦିନ କାର୍ଯ୍ୟ କଳା ପରେ ପୁଣି ହୃଦଘାତର ଶିକାର ହେଇ ତାହା ପରଦିନ ପ୍ରାଣତ୍ୟାଗ କରିଥିଲେ । ଡିକେନ୍ସ ତାଙ୍କୁ ଏକ ସାଧାରଣ କବରଖାନା ରେକବରଖାନାରେ ନିରାଡମ୍ବର ଭାବରେ କବର ଦେବାକୁ ଆଗରୁ ଇଚ୍ଛା<ref>{{harvnb|Forster|2006|p=628}}.</ref> ପ୍ରକଟ ଟ କରିଥିଲେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସମ୍ମାନର ସହିତ ଇଂଲଣ୍ଡର ସମ୍ଭ୍ରାନ୍ତ ୱେଷ୍ଟମିନଷ୍ଟ ଠାରେ " Poets' Corner" ଠାରେ କବର ଦିଆଯାଇଥିଲା । ତାଙ୍କ ମୃତ୍ୟୁ ରେମୃତ୍ୟୁରେ ଇଂଲଣ୍ଡର ଦଳିତ , ଅବହେଳିତ , ନିଷ୍ପେସିତ ଲୋକ ମନେ ଜଣେ ସାହାଯ୍ୟକର୍ତା , ସହାନୁଭୂତିଶିଳ ମହାନ ବ୍ୟକ୍ତି ଙ୍କୁ ହରେଇଥିଲେ ।  <ref>{{harvnb|Ackroyd|1990|pp=1077–1078}}.</ref>[Charles_Dickens#cite_note-120 <span class="mw-reflink-text"><nowiki>[nb 1]</nowiki></span>]{{refn|A contemporary obituary in ''[[The Times]]'', alleged that Dickens's last words were: "Be natural my children. For the writer that is natural has fulfilled all the rules of Art." reprinted from ''[[The Times]]'', London, August 1870 in {{harvnb|Bidwell|1870|p=223}}.|group="nb"}}
 
== ସାହିତ୍ୟିକ ଶୈଳୀ ==
<ref>{{harvnb|Vlock|1998|p=30}}.</ref>ଚାର୍ଲ୍ସ ଡିଲେନ୍ସ ତାଙ୍କର ଲେଖା ରେଲେଖାରେ ପୁରାତନ ୧୮ ଶ ଶତାବ୍ଦୀର ଚିତ୍ରମୟ ଶୈଳୀ କୁ ଗ୍ରହଣ କରିଥିଲେ । ଲୋକ କଥା " The Arabian   Night 'ର ଶୈଳୀ  ଦ୍ଵାରା ତାଙ୍କର  ଲେଖା ବହୁଳ ଭାବରେ ପ୍ରଭାବିତ ରହିଥିଲା । ତାଙ୍କ ଲେଖା ରେଲେଖାରେ ସୃଜନଶୀଳତା , ଚରିତ୍ରର ନିଖୁଣ ବର୍ଣନା ଅତି ପ୍ରାକୃତିକ ଭାବରେ ରହୁଥିଲା । ଏହି ସବୁ ଲେଖା ରେଲେଖାରେ ସେ ନାଟକୀୟତା କିଛି ମାତ୍ରା ରେମାତ୍ରାରେ ରଖୁଥିଲେ ମଧ୍ୟ ତାହା ବାସ୍ତବିକତା ସହ ଖାପ ଖାଇ ରହୁଥିଲା ।<ref>{{harvnb|Vlock|1998|p=30}}.</ref> <ref>{{harvnb|Ackroyd|1990|pp=44–45}}.</ref>
[[ଫାଇଲ:Dickens_dream.jpg|thumb|''ଡିକେନ୍ସ ଡ୍ରିମ'' ରବର୍ଟ ୱିଲିୟମ ବସ ବକ ଚିତ୍ର ରେଚିତ୍ରରେ ଡିକେନ୍ସ , ତାଙ୍କ ଚିତ୍ରିତ ଚରିତ୍ର ମାନଙ୍କ ସହ ]]
 
=== ଚରିତ୍ର ଚିତ୍ରଣ ===
ଡିକେନ୍ସ ଙ୍କ ଅନ୍ୟ ଜଣେ ଆତ୍ମଜୀବନିକାର "କ୍ଲାୟରେ ତୋମାଳୀନ" ଙ୍କ ଅନୁସାରେ ଡିକେନ୍ସ ସେକସପିଆର ଙ୍କ ପରେ ଇଂରାଜୀ ଭାଷା ସାହିତ୍ୟ ସବଶ୍ରେଷ୍ଠ ଚରିତ୍ର ସୃଷ୍ଟିକାରୀ ଥିଲେ । ତାଙ୍କ ଉପନ୍ୟାସ ରେଉପନ୍ୟାସରେ ଚରିତ୍ରା ଗୁଡିକର ନାମକରଣ ( ଓଲିଭର ଟୁଇସ୍ଟ , ଡେଭିଡ କପରଫିଳ୍ଡ , ଜକବ ମାର୍ଲେ , ପିପ, ମିକାୱର ଆଦି )  ମଧ୍ୟ ସେ ଅତି ସୁନ୍ଦର ଗ୍ରହଣୀୟ ହେବା ପରି ଦେଇଥିଲେ । ସେମଧ୍ୟ ରୁ କେତେକ ବହୁ ଆଦୃତ ନାମ ହିସାବ ରେହିସାବରେ ଲୋକେ ସବୁଦିନେ ମନେ ରଖିଥାନ୍ତି । 
 
=== ଆତ୍ମଜୀବନୀ ମୂଳକ ଚରିତ୍ର ===
୧୧୧ କ ଧାଡ଼ି:
=== ସାମାଜିକ ବକ୍ତବ୍ୟ ===
 
== ଫିଲ୍ମ ଓ ଟିଭି ସିରିୟାଲ ରେସିରିୟାଲରେ ଡିକେନ୍ସ ==
ଡିକେନ୍ସ ଙ୍କ ଉପନ୍ୟାସ ଓ ଅନନ୍ୟ ଲେଖା ଗୁଡିକ ତାଙ୍କ ସମୟ ରୁ ଆଜିଯାଏ ବହୁଳ ବିକ୍ରି ହେଇଚାଲିଥିବା ବେଳେ ଅନେକ ଗଳ୍ପ କୁ ନେଇ ଫିଲ୍ମ , ଟିଭି ସିରିୟାଲ ନିର୍ମିତ ହେଇଛି । ତାଙ୍କ ଜୀବଦ୍ଦଶା ରେଜୀବଦ୍ଦଶାରେ " The Pickwick Papers'ର କାହାଣୀ କୁ ନେଇ ଏକ ନୀରବ ଚଳଚିତ୍ର ନିର୍ମିତ ହେଇଥିଲା । <ref>{{cite book|title=Silent Film Stars on the Stages of Seattle: A History of Performances by Hollywood Notables|last=Flom|first=Eric L.|date=5 March 2009|publisher=McFarland|isbn=9780786439089|page=119}}</ref>
[[ଫାଇଲ:Bleak-house-broadstairs.jpg|ବାଆଁ|thumb|ବ୍ଲିକ ହାଉସ , ଯେଉଠାରେ ଡିକେନ୍ସ କେତେକ ଉପନ୍ୟାସ ରଚନା କରିଥିଲେ । ]]
 
== ପରବର୍ତୀ କଳା ରେକଳାରେ ପ୍ରଭାବ ==
[[ଫାଇଲ:Dickens_Statue.png|thumb|''ଆମେରିକାର ଫିଲାଡେଲଫିଆ ଠାରେ ଡିକେନ୍ସ ଙ୍କ ପ୍ରତିମୂର୍ତି '']]
 
== ମୁଖ୍ୟ ସାହିତ୍ୟିକ କୃତି ସମୂହ ==
ଡିକେନ୍ସ ଙ୍କ ସର୍ବଶ୍ରେଷ୍ଠ କୃତି ମଧ୍ୟ ରୁ ଏହି ଗୁଡିକ ମୁଖ୍ୟ । ଏଠି ମଧ୍ୟ ରୁ ଅନେକ ପ୍ରଥମେ ମାସିକ ବା ସାପ୍ତାହିକ ଧାରାବାହିକ ଭାବରେ ପତ୍ରିକା ରେପତ୍ରିକାରେ ପ୍ରକାଶିତ ହେଇ ପରେ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା । 
* ''The Posthumous Papers of the Pickwick Club''  
* ''The Adventures of Oliver Twist''