"ଚାର୍ଲସ ଡାରଉଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୩୫ କ ଧାଡ଼ି:
 
==ବାଲ୍ୟ ଜୀବନ ଏବଂ ଶିକ୍ଷା==
ଡାରଉଇନ୍ କଂ ଜନ୍ମ ୧୨ ଫେବୃୟାରୀ ୧୮୦୯ ମସିହାରେ ଏକ ଧନୀ ପରିବାରେ ଶ୍ରୀଉବରୀ,ଶ୍ରୋଫଶାୟର୍,ଇଂଲଣ୍ଡ୍ ରେଇଂଲଣ୍ଡ୍ରେ ହୋଇଥିଲା |ପିତା ରର୍ବଟ ଡାରଉଇନ୍ ଏବଂ ମାତା ସୁଶାନା ଡାରଉଇନ୍ ୬ ଜଣ ସନ୍ତାନସନ୍ତତି ମଧ୍ୟେ ସେ ପଂଚମ ସନ୍ତାନ ଥିଲେ |ଡାର୍ପିଉଇନ୍ କଂ ପିତା ଜଣେ ଚିକିସ୍ଚକ ଥିଲେ| ଛୋଟ ବେଳୁ ଚାର୍ଲ୍ସ୍ କଂ ମନ ପ୍ରାକୃତିକ ବିଜ୍ଞାନରେ ଥିଲା |୧୮୨୫ ମସିହାରେ ସେ ପିତାକଂ ଅଧିନରେ ଡାକ୍ତରୀ ସେବା ଆରମ୍ଭ୍ କଲେ | କିନ୍ତୁ ଡାକ୍ତରୀ ପଢା ଠାରୁ ତାହାଂକର ମନ ପ୍ରକୃତିରେ ଥିଲା ଯାହା ନିମନ୍ତେ ଡାକ୍ତରୀ ପଢାରେ ଅବହେଳା ହେଲା | ୟୁନିଭର୍ସିଟି ଅଫ୍ କାମ୍ବ୍ରିଜ୍( ଖ୍ରୀଷ୍ଟ୍ କଲେଜ୍ )ରେ ଅଧ୍ୟୟନ ତାହାଂକୁ ପ୍ରାକୃତିକ ବିଜ୍ଞାନ ରେବିଜ୍ଞାନରେ ଅଧିକ ଉତ୍ସାହିତ କରିଥିଲା | ଏଚ୍ .ଏମ୍ .ଏସ୍ ବିଗଲ୍ ରେବିଗଲ୍ରେ ୫ ବର୍ଷୀୟା ସାମୁଦ୍ରିକ ଯାତ୍ରା ତାହାଂକୁ ଜଣେ ସୁପରିଚିତ ଭୂବୈଜ୍ଞାନିକ ରୂପେ ଅଧିସ୍ଥାନ କରିବାରେ ସହାୟ ହୋଇଥିଲା |
ଜୀବଜନ୍ତୁ ଏବଂ ସେମାକଂର ଭଗ୍ନାବଶେଷର ଭୌଗଳିକ ବିବଣ୍ଟନ ରେବିବଣ୍ଟନରେ ଡାରଉଇନ୍ ବିଶେଷ ଭାବେ ଅନୁପ୍ରାଣିତ ହୋଇଥିଲେ ଏବଂ ସେ ବିଷୟରେ ଗବେଷଣା ଆରମ୍ଭ କରିଥିଲେ | ୧୮୩୮ ମସିହାରେ ସେ "ଥିଓରି ଅଫ୍ ନାଚୁରାଲ୍ ସିଲେକ୍ସନ୍"ର ଘୋଷଣା କରିଥିଲେ |
 
==ଏଚ୍ଏମ୍ଏସ୍ ବିଗଲରେ ସାମୁଦ୍ରିକ ଯାତ୍ରା==
ଡାରଉଇନ୍ ତାଙ୍କ ବିଖ୍ୟାତ ସାମୁଦ୍ରିକ ଯାତ୍ରା ୨୭ ଡିସେମ୍ବେର୍ ୧୮୩୧ ରେ୧୮୩୧ରେ ଆରମ୍ଭ କରିଥିଲେ | ସେ ୫ ବର୍ଷ ଭ୍ରମଣ କରିଥିଲେ | ଡାରଉଇନ୍ ୫ ବର୍ଷ ମଧ୍ୟରେ ଅନେକାଂଶ ସମୟ ଭୂତତ୍ତ୍ଵ ଏବଂ ସାମୁଦ୍ରିକ ଜୀବମାନଂକ ଉପରେ ଗବେଷଣା କରିବାରେ ଅତିବାହିତ କରିଥିଲେ | ଏହିସବୁ ବିଷୟ ପରେ ପୁସ୍ତିକା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍"ର ରୂପରେଖ ନେଇଥିଲା | ଏଚ୍ଏମ୍ଏସ୍ ବିଗଲ୍ ଜାହାଜ ଦକ୍ଷିଣ ଅମେରିକାର ସମୁଦ୍ରତଟ ଭ୍ରମଣ କରିଥିଲା |ଏହି ସାମୁଦ୍ରିକ ଯାତ୍ରା ଡାରଉଇନ୍ କଂ ସାମାଜିକ ,ରାଜନୈତିକ ଏବଂ ମାନବବିଜ୍ଞାନ ବିଚାରଧାରା କୁ ଅତିମାତ୍ରା ରେଅତିମାତ୍ରାରେ ପ୍ରଭାବିତ କରିଥିଲା |
 
==ଗବେଷଣା==
ଇଂଲଣ୍ଡ୍ ପ୍ରତ୍ୟାବର୍ତନ କରିବା ବେଳକୁ ଡାରଉଇନ୍ ଅନେକ ଖ୍ୟାତି ଅର୍ଜନ କରିସାରିଥିଲେ | ୧୮୩୬ ମସିହା ମଧ୍ୟ ଡିସେମ୍ବେର୍ ରେଡିସେମ୍ବେର୍ରେ ସେ କ୍ୟାମ୍ବ୍ରିଜ୍ ରେକ୍ୟାମ୍ବ୍ରିଜ୍ରେ ସେ ନିଜର ପତ୍ରିକା ରଚନା କରିବା ଆରମ୍ଭ କରିଥିଲେ | ଡାରଉଇନ୍ ତାଙ୍କ ଗବେଷଣା ପାଇଁ ଜିଓଗ୍ରାଫିକାଲ୍ ସୋସାଇଟିର ସଭ୍ୟଭାବେ ନିର୍ବାଚିତ ହୋଇଥିଲେ | ଡାରଉଇନ୍ ଅନୁମାନ କରିଥିଲେ ଯେ "ଗୋଟିଏ ପ୍ରଜାତି ଅନ୍ୟ ଏକ ପ୍ରଜାତିକୁ ପରିବର୍ତିତ ହେଉଛି "| ଏହା ରିଆ ପକ୍ଷୀ ଏବଂ ମାକ୍ରୋଚେନିଆ ପ୍ରଜାତିର ଭୌଗଳିକ ବିତରଣକୁ ବୁଝାଇବାରେ ସହାୟ ହେଇଥିଲା | ଅନ୍ୟ ଏକ ପୁସ୍ତକରେ ସେ ପରିବର୍ତିତ ପରିବେଶ ସହ ଖାପଖୁଇବା ପାଇଁ ପ୍ରଜାତିର ପରିବର୍ତନ ହେଉଛି ବୋଲି ଦର୍ଶାଇଥିଲେ |ଏହା ଗାଲାପାଗୋସ କଇଁଛ, ମକିଂଗବର୍ଡ଼ ଏବଂ ରିଆ ପକ୍ଷୀର ପରିବର୍ତନକୁ ବୁଝାଇବାରେ ସକ୍ଷମ ହୋଇଥିଲା |
"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ପ୍ରକାଶନ ଅଭୁତପୁର୍ବ ସଫଳତା ପାଇଲା | ଡାରଉଇନ୍ ନିଜ ସିଦ୍ଧାନ୍ତ ଏହି ରୂପେ ଉପସ୍ଥାପନା କରିଥିଲେ,”ଯେହେତୁ ଅଧିକରୁ ଅଧିକ ସଂଖ୍ୟକ ପ୍ରାଣୀ ପ୍ରତ୍ୟେକ ପ୍ରଜାତି ରୁ ଜନ୍ମ ନେଉଛନ୍ତି ପ୍ରତ୍ୟେକ ପ୍ରାଣୀ ଜୀବନଯାପନ ପାଇଁ ସମାନ ପରିବେଶରେ ସଂଘର୍ଷ କରୁଛନ୍ତି (struggle for existence)|ଯଦିଓ କୌଣସି ପ୍ରାଣୀର ସାମାନ୍ୟ ଭାବରେ କୌଣସି କାର୍ଯ୍ୟରେ ଅଗ୍ର ତେବେ ସେହି ପ୍ରାଣୀର ବଂଚିବାର ସମ୍ଭାବନା ସେହି ପରିବେଶରେ ଅନ୍ୟ ମାନଂକ ଠାରୁ ଅଧିକ | ତେଣୁ ସେହି ବଛାଯାଇଥିବା ପ୍ରାଣୀ ଏକ ନୂଆ ତଥା ପରିବର୍ତିତ ରୂପ ଧାରଣ କରିବା ଦିଗରେ ଅଗ୍ରସର ହେବ (natural selection)|”
 
୪୯ କ ଧାଡ଼ି:
 
==ଦେହାନ୍ତ ଏବଂ ଅନ୍ତିମ କ୍ରିୟା==
୧୮୮୨ ରେ୧୮୮୨ରେ ଡାରଉଇନ୍ ଏକ ହୃଦୟଜନିତ ରୋଗ ରେରୋଗରେ ପୀଡିତ ଥିଲେ | ତାହାଂକ ମୃତ୍ୟୁ ୧୯ ଏପ୍ରିଲ୍ ୧୮୮୨ ମସିହାରେ 'ଡାଉନ୍ ହାଉସ୍ 'ରେ ହୋଇଥିଲା |
ଡାରଉଇନ୍ ତାହାଂକ ସମୟର ଜଣେ ମହାନ ବୈଜ୍ଞାନିକ ଥିଲେ | ଯାହାଂକ ନିକଟରେ ବୈପ୍ଲବିକ ଚିନ୍ତାଧାରା ଥିଲା | ଏହି ସମୟକୁ 'ଡାରଉଇନିଜମ୍ର ଏକ୍ଲିପସ୍ ' କୁହାଯାଏ କାରଣ ଅନେକ ବୈଜ୍ଞାନିକ କ୍ରମାଗତ ପ୍ରଚେଷ୍ଟା ସତ୍ବେ ଅନ୍ୟ କୌଣସି ବିକଳ୍ପ ଡାରଉଇନିଜମ୍ ବିପକ୍ଷରେ ଉପସ୍ଥାପନ କରିପାରିନଥିଲେ |
୧୯୩୦ ରୁ ୧୯୫୦ ମଧ୍ୟରେ ବିବର୍ତ୍ତନବାଦ ବିକାଶ ତଥା [[:en:Mendelian inheritance|ମେଣ୍ଡେଲିଆନ୍ ଜେନେଟିକ୍ସ୍]] ଏବଂ [[:en:Population genetics|ପପୁଲେସନ୍ ଜେନେଟିକ୍ସ୍]] ଏହା ପ୍ରମାଣିତ କରିଥିଲା ଯେ ପ୍ରାକୃତିକ ଚୟନ ( natural selection) କ୍ରମବିକାଶ ଅଥବା ବିବର୍ତ୍ତନବାଦର ମୂଖ୍ୟ କାରଣ |