"ଚମ୍ଫାଈ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୬୪ କ ଧାଡ଼ି:
| footnotes =
}}
ଚମ୍ଫାଈ, ଭାରତୀୟ ରାଜ୍ୟ ମିଜୋରମର ଏକ ସୀମା ବର୍ତୀ ସହର । ଏହା ଚମ୍ଫାଈ ଜିଲ୍ଲାର ସଦର ମହକୁମା ମଧ୍ୟ । ଇଣ୍ଡୋ- ମିଆଁମାର ସୀମା ରେସୀମାରେ ଥିବା ହେତୁ ଏହା ଗୁରୁତ୍ଵପୂର୍ଣ ।ଏହି ସହର ଦେଇ ମିଆଁମାର ସଙ୍ଗେ ଭାରତର ବହୁତ ବାଣିଜ୍ୟ କାରବାର ହେଇଥାଏ ।  
 
ଚମ୍ଫାଈ ସହରର ଆୟତନ ୩,୧୮୫.୮୩ ବର୍ଗ କିଲୋମିଟର ହେଇଥିବା ବେଳେ ବାର୍ଷିକ ବର୍ଷାଜଳ ୧,୮୧୪ ମିଲିମିଟର ହେଇଥାଏ । 
 
== ଇତିହାସ ==
ଚମ୍ଫାଈ , ପୂର୍ବତନ ମିଜୋ ମୁଖ୍ୟ ଲାଳବୁରା ସାଇଲୋ ଙ୍କ ମୁଖ୍ୟ ଦପ୍ତର ଥିଲା । ବ୍ରିଟିଶ ଶାସକ ମାନେ ୧୮୭୧-୭୨ ରେ୭୨ରେ ତାଙ୍କୁ ପରାଜିତ କରି ଚମ୍ଫାଈ କୁ ଏକ ଦୁର୍ଗର ମାନ୍ୟତା ଦେଇଥିଲେ । <ref>{{Cite book|url=https://books.google.com/books?id=0PcdaYllHNUC&printsec=frontcover&dq=Mamit+Mizoram+History&source=bl&ots=wLLDqsonv2&sig=8_anA6tVKJzlrFYTX-uLKeqHWfI&hl=en&sa=X&ei=oro9UIHbAYXIrQfXjoGAAg&ved=0CDUQ6AEwAQ#v=onepage&q=Mamit&f=false|title=Economic Growth of Mizoram: Role of Business & Industry|last=K. C. Kabra|publisher=Concept Publishing Company|year=2008}}</ref>
 
== ଅର୍ଥନୈତିକ ପରିସ୍ଥିତି ==
ମୁଖ୍ୟତଃ କୃଷି ଉପରେ ନିର୍ଭର ଶୀଳ ଚମ୍ଫାଈ ରେଚମ୍ଫାଈରେ ସୀମାବର୍ତୀ ବାଣିଜ୍ୟ ମଧ୍ୟ ହେଇଥାଏ । ମିଆଁମାର ଦେଶ<ref>{{Cite web}}</ref> ସହ ଏହାର ବାଣିଜ୍ୟିକ ସମ୍ପର୍କ ଥାଏ । ଏଠାରେ ଉପପନ୍ନ ଧାନ ଓ ଅଙ୍ଗୁର ଦେଶ ଓ ବିଦେଶ କୁ ରପ୍ତାନି ହୁଏ ।<ref>{{Cite news|title=Miz poised for border trade boom|url=http://www.thesangaiexpress.com/print-version-the-sangai-express-news.php?newsid=1628|accessdate=29 August 2012|access-date=29 August 2012|newspaper=The Sangai Express}}</ref> 
 
== ପାଗ ==
ଚମ୍ଫାଈର ପାଗ ଖୁବ ଆରାମଦାୟକ । ଶୀତକାଳୀନ ତାପମାତ୍ରା ୧୦ ଡିଗ୍ରୀ ରୁ ୨୦ ଡିଗ୍ରୀ ରହି , ଗ୍ରୀଷ୍ମ ଦିନ ରେଦିନରେ ଏହା ୧୫ ରୁ ୩୦ ଡିଗ୍ରୀ ମଧ୍ୟ ରେମଧ୍ୟରେ ରହେ । 
 
== ଶିକ୍ଷ୍ୟା ବ୍ୟବସ୍ଥା ==
୮୨ କ ଧାଡ଼ି:
== Tourism ==
[[ଫାଇଲ:Mizo_Hlakungpui_Mual.JPG|thumb|250x250_ପିକସେଲ|Mizo Hlakungpui Mual in [[ମିଜୋରାମ|Mizoram]]]]
ଚ୍ୟାମ୍ଫାଈ ଏକ ସୁରମ୍ୟ ସ୍ଥାନ । ଏହାର ଚତୁଃପାର୍ଶ୍ଵ ରେଚତୁଃପାର୍ଶ୍ଵରେ ପାର୍ବତ୍ୟ ଅଞ୍ଚଳ ଥିବା ବେଳେ ଏହାର ସଂସ୍କୃତି ମଧ୍ୟ ଖୁବ ଉତ୍ତମ । ଚମ୍ଫାଈ ନିକଟସ୍ଥ ଅନ୍ୟ ସୁନ୍ଦର ଦର୍ଶନୀୟ  ସ୍ଥାନ ସବୁ ରହିଛି । 
 
== ମିଡିଆ ==
୯୨ କ ଧାଡ଼ି:
 
== ଯାତାୟାତ ସୁବିଧା ==
ଚମ୍ଫାଈ<ref>{{Cite news|title=Nilaini atangin ‘Helicopter Service|url=http://www.thezozamtimes.org/index.php?option=com_content&view=article&id=5455:nilaini-atangin-helicopter-service&catid=43:news&Itemid=63|accessdate=20 August 2012|access-date=20 August 2012|newspaper=The Zozam Times}}</ref> ଓ ଆଇଜ୍ଵାଳ ମଧ୍ୟ ରେମଧ୍ୟରେ ଦୂରତା ୧୯୪ କିଲୋମିଟର ଓ ଏହି ଦୁଇ ସ୍ଥାନ ବସ ଓ ସୁମୋ<ref>{{Cite web}}</ref> ଗାଡି ଦ୍ଵାରା ସଂଯୁକ୍ତ । 'ପବନ ହଂସ " <ref>{{Cite web}}</ref>ଦ୍ଵାରା ହେଲିକେପ୍ଟର ସେବା ଆରମ୍ଭ ହେଇ ଗମନାଗମନର ସୁବିଧା ହେଇପାରିଛି । 
== ଗେଲେରୀ ==
<gallery>
"https://or.wikipedia.org/wiki/ଚମ୍ଫାଈ"ରୁ ଅଣାଯାଇଅଛି