"ଚତୁର୍ଶୃଙ୍ଗୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୩୩ କ ଧାଡ଼ି:
| website = http://www.chattushringidevasthanpune.org
}}
'''ଚତୁର୍ଶୃଙ୍ଗୀ ମନ୍ଦିର''' (ଚତୁଶ୍ରୀଙ୍ଗୀ ମନ୍ଦିର ମଧ୍ୟ କୁହାଯାଏ<ref>{{Cite web|url=http://www.chattushringidevasthanpune.org|title=Website of Chattushringi Devi Mandir|last=|first=|date=|website=www.chattushringidevasthanpune.org|publisher=|access-date=25 December 2016}}</ref> ) [[ମହାରାଷ୍ଟ୍ର]]ରାଜ୍ୟର [[ପୁନା]] ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । <ref>{{cite web|title=Chaturshringi Temple|url=http://www.mapsofindia.com/pune/places-of-interest/religious-places/chaturshringi-temple.html|work=mapsofindia.com|accessdate=25 December 2016}}</ref> ଏହା ସେନାପତି ବାପତ ରାସ୍ତା ସନ୍ନିକଟ ରେସନ୍ନିକଟରେ ଥିବା ପାହାଡର ଗଡାଣିରେ ଅବସ୍ଥିତ । କଥିତ ଅଛିଯେ ଏହି ମନ୍ଦିର ମରାଠା ରାଜା [[ଶିବାଜୀ]]ଙ୍କ ରାଜୁତିକାଳ ରେରାଜୁତିକାଳରେ ନିର୍ମିତ ହେଇଥିଲା । ଏହି ମନ୍ଦିର ଚତୁର୍ଶୃଙ୍ଗୀ  ଦେବସ୍ଥାନ ଟ୍ରଷ୍ଟ ଦ୍ଵାରା ପରିଚାଳିତ ହୁଏ । 
 
ଚତୁର୍ଶୃଙ୍ଗୀ  କହିଲେ ପ୍ରକୃତରେ ଚାରିଟି ର୍ଶୃଙ୍ଗୀ ( peaks) ଥିବା ପର୍ବତ କୁ ବୁଝାଏ । ଏହି ଚତୁର୍ଶୃଙ୍ଗୀ ମନ୍ଦିରର ଉଚ୍ଚତା  ୯୦ ଫୁଟ ହେଇଥିବାବେଳେ ଏହା ୧୨୫ ଫୁଟ ଦୀର୍ଘ । ଏହି ମନ୍ଦିର ବିଶ୍ବାସ ତଥା ପରମ ଶକ୍ତିକୁ ନିଦର୍ଶନ କରେ । ଏହାର ଅଧିଷ୍ଠାତ୍ରୀ ଦେବୀ ଙ୍କ ଆସନ ପାଖରେ ଦର୍ଶନ କରିବାକୁ ଯାଉଥିବା ଭକ୍ତ ଙ୍କୁ ଶତାଧିକ ସୋପାନ ଚଢିବାକୁ ହୁଏ। ମନ୍ଦିର ପ୍ରାଙ୍ଗଣରେ ଦେବୀ [[ଦୁର୍ଗା]] ତଥା ଭଗବାନ [[ଗଣେଶ]]ଙ୍କ ମନ୍ଦିର ମଧ୍ୟ ରହିଛି । ଏହା ମଧ୍ୟରେ ଅଷ୍ଟବିନାୟକ ଙ୍କ  ମନ୍ଦିରରେ ସୁନ୍ଦର ମୂର୍ତି  ଆଠଟି ମଧ୍ୟ ରହିଛି । ଏହି ସବୁ ସାନ ମନ୍ଦିର ସେଠାରେ ଥିବା ସାନ ପାହାଡ ରେପାହାଡରେ ୪ ଟି ର୍ଶୃଙ୍ଗୀ ଉପରେ ଅବସ୍ଥିତ । ଆହୁରି ମଧ୍ୟ ବେତାଳ ମହାରାଜ ଙ୍କ ମଧ୍ୟ ଏକ ମନ୍ଦିର ସେଇ ପ୍ରାଙ୍ଗଣ ଭିତରେ ବିରାଜମାନ । 
 
== କିମ୍ବଦନ୍ତୀ ==
କିମ୍ବଦନ୍ତୀ କହେ , ପୁରାତନ କାଳରେ ସେ ଅଞ୍ଚଳ ରେଅଞ୍ଚଳରେ  ଦୁର୍ଲଭସେଠ ପୀତାମ୍ବରଦାସ ମହାଜନ ନାମକ ଜଣେ ଧନୀ ଓ ପ୍ରତିପତ୍ତିଶାଳୀ ବଣିକ ବସବାସ କରୁଥିଲେ ।ସେ  ଦେବୀ ଶପ୍ତର୍ଶୃଙ୍ଗୀ ଙ୍କର ଜଣେ ନିଷ୍ଠାପର ଭକ୍ତ ଥିଲେ ଏବଂ ଦେଶର ବିଭିନ୍ନ ଆଞ୍ଚଳ ରେଆଞ୍ଚଳରେ ଥିବା ତାଙ୍କର ମଦିରକୁ ଦର୍ଶନ ନିମନ୍ତେ ନିୟମିତ ଯାଉଥିଲେ । କିନ୍ତୁ ସମୟକ୍ରମେ  ବାର୍ଦ୍ଧକ୍ୟ ଆସିବା ପରେ ସେ ଆଉ ଦୀର୍ଘ ପଥ  ଯାତ୍ରା କରିବାକୁ ଅସମର୍ଥ ହେବା ଯୋଗୁ ଆଉ ଦର୍ଶନ ପାଇଁ ଯାଇ ପାରିଲେ ନାହିଁ । ଦିନେ ରାତିରେ ଦେବୀ ଶପ୍ତର୍ଶୃଙ୍ଗୀ ସ୍ଵପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ " ତମେ ଯଦି ମୋ ପାଖକୁ ଆସି ପାରୁନାହଁ, ମୁ ତୁମ ପାଖକୁ ଯିବି ଓ ତୁମ  ନିକଟ ରେନିକଟରେ ରହିବି ।"  ସେ ତାଙ୍କୁ ପୁନେ ସହରର ଉତ୍ତର-ପଶ୍ଚିମ ଭାଗରେ ଥିବା ପର୍ବତ କୁ ଆସି ଖୋଦନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ । ସତକୁ ସତ ନିର୍ଦ୍ଧାରିତ ଜାଗା ଚିହ୍ନଟ କରି ସେଠାରେ ଖୋଦନ କରିବାରୁ ଅଲୌକିକ ଭାବରେ ସେଠାରେ ଦେବୀ ସ୍ୱୟମ୍ଭୁ ଙ୍କ ପ୍ରକୃତିକ ମୂର୍ତି ପ୍ରଘଟ ହେଲା । ମହାଜନ ସେଇ ସ୍ଥଳରେ ମନ୍ଦିର ନିର୍ମାଣ କାଳେ ଯାହାକି ପରବର୍ତୀ କାଳ ମାନଙ୍କ ରେମାନଙ୍କରେ ପୁନଃ ଉନ୍ନତିକରଣ ହେଇ ବର୍ତ୍ତମାନର ସ୍ଥିତି କୁ ଆସିଲା ।  
 
== ଆରାଧ୍ୟ ଦେବୀ ==
ଏହି ମନ୍ଦିରର ମୁଖ୍ୟ ଆରାଧ୍ୟ ଦେବୀ ହଉଛନ୍ତି ଦେବୀ ଚତୁର୍ଶୃଙ୍ଗୀ ଯିଏ  ଦେବୀ ଅମ୍ବାରେଶ୍ଵରୀ ନାମ ରେନାମରେ ମଧ୍ୟ ପରିଚିତ । ଏପରିକି ପୁନା  ସହରର ଅଧଷ୍ଠାତ୍ରୀ ଦେବୀ ହିସାବ ରେହିସାବରେ ତାଙ୍କୁ ସମସ୍ତେ ଆରାଧନା କରିଥାଆନ୍ତି । ମନ୍ଦିର ପରିଚାଳନା ପାଇଁ ଚତୁର୍ଶୃଙ୍ଗୀ ଟ୍ରଷ୍ଟ ରହିଛି ଏବଂ ପ୍ରତିବର୍ଷ ନବରାତ୍ର ସମୟ ରେସମୟରେ ପାହାଡର ପଦ ଦେଶ ରେଦେଶରେ ବିରାଟ ମେଳାର ଆୟୋଜନ ହୁଏ । ଏହି ମେଳା କୁ ବିଭିନ୍ନ ଅଞ୍ଚଳ ରୁ ବହୁ ଭକ୍ତ ଆସନ୍ତି ଦେବୀ ଚତୁର୍ଶୃଙ୍ଗୀ ଙ୍କ ଆରାଧନା ପାଇଁ ।  
==ଆଧାର==
{{ଆଧାର}}