"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୪୫ କ ଧାଡ଼ି:
୧୯୯୬ରେ [[ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟ]]ର ଦୁଇ ଛାତ୍ର [[ଲାରୀ ପେଜ୍‌]] ଓ [[ସର୍ଜି ବ୍ରିନ୍‌]]ଙ୍କ ଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । [[କାଲିଫର୍ନିଆ]]ର [[ମେନ୍‌ଲୋ ପାର୍କ]]ରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ [[ଫେବ୍ରୁୟାରୀ]]ରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ '[[ଗୁଗଲ୍‌ପ୍ଲେକ୍ସ]]' ନାମକ ସ୍ଥାନକୁ ଏହା ଅଣାଗଲା ।
 
ସେପ୍ଟେମ୍ବର ୨୦୦୧ ରେ୨୦୦୧ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ [[ଲାରୀ ପେଜ୍‌]] ।
 
ଅଗଷ୍ଟ ୧୦, ୨୦୧୫ରେ [[ସୁନ୍ଦର ପିଚାଇ]] ଗୁଗଲର ସିଇଓ ଭାବେ ସ୍ଥାନ ଗ୍ରହଣ କରିଥିଲେ ।
୭୨ କ ଧାଡ଼ି:
 
=== କାର୍ଯକାରୀ ସଫ୍ଟୱେର ===
ଗୁଗୁଲ ଆଜି ଦଶରୁ ଅଧିକ କାର୍ଯ୍ୟକାରୀ ସଫ୍ଟୱେର ସେବା ଦେଉଛି, ଯାହାକି ବର୍ତ୍ତମାନ ଦୈନନ୍ଦିନ ଜୀବନର ଅଂଶ ହୋଇଗଲାଣି । ଗୁଗୁଲର ଏହି ସବୁ ସେବା ଗୁଡିକ ମଧ୍ୟରୁ ଜିମେଲ୍ ସେବା ଅନ୍ୟତମ । ଏପ୍ରିଲ ୧, ୨୦୦୪ ରେ୨୦୦୪ରେ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ପ୍ରତେକ ମଣିଷର ଏକ ଆବଶ୍ୟକତାରେ ପରିବର୍ତିତ ହୋଇଗଲାଣି.<ref>{{cite web |url=http://googlesystem.blogspot.com/2007/02/anyone-can-signup-for-gmail-account.html |title=More People Can Sign up for a Gmail Account |last=Chitu |first=Ionut Alex. |date=February 7, 2007 |publisher=Google Operating System Blog |accessdate=April 3, 2010}}</ref> ।
 
ସେହିପରି ଗୁଗୁଲ ୨୦୦୪ରେ ଗୁଗୁଲ କୋଡ଼ ନାମକ ଏକ ସେବା ଆରମ୍ଭ କର ଥିଲା ଯେଉଁଥିରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର କାମ ବହୁତ ସୁବିଧାରେ ହୋଇ ପାରୁଥିଲା<ref>{{cite web |url=http://googleblog.blogspot.com/2006/03/writely-so.html |title=Writely so |last=Mazzon |first=Jen |date=March 9, 2006 |publisher=Google, Inc. |accessdate=April 3, 2010}}</ref> । ପରବର୍ତ୍ତୀ କାଳରେ ଏହି ସେବାଟି ଗୁଗୁଲ ଡେଭଲପର ନାମରେ ପରିଚିତ ହୋଇଥିଲା ।
୯୭ କ ଧାଡ଼ି:
== ବ୍ୟବସାୟିକ ଘଟଣା ଓ ପରମ୍ପରା ==
[[File:Larry Page in the European Parliament, 17.06.2009 (cropped).jpg|thumb|250px|Larry Page speaking at the [[European Parliament]] on June 17, 2009]]
ଫରଚୂନ୍ ମାଗାଜିନ୍ ଅନୁଶାରେ ଗୁଗୁଲ ୨୦୦୭, ୨୦୦୮ ଏବଂ ୨୦୧୨<ref name="best_company">{{Cite journal |last1=Levering |first1=Robert |last2=Moskowitz |first2=Milton |editor1-first=Andrew |editor1-last=Serwer |editor1-link=Andrew Serwer |date=January 22, 2007 |title=In good company |journal=Fortune Magazine |volume=155 |issue=1 |publisher=Cable News Network |url=http://money.cnn.com/magazines/fortune/fortune_archive/2007/01/22/8398125/index.htm |accessdate=June 19, 2010}}</ref><ref>{{Cite journal |last1=Levering |first1=Robert |last2=Moskowitz |first2=Milton |editor1-first=Andrew |editor1-last=Serwer |editor1-link=Andrew Serwer |date=February 4, 2008 |title=The 2008 list |journal=Fortune Magazine |volume=157 |issue=2 |publisher=Cable News Network |url=http://money.cnn.com/magazines/fortune/bestcompanies/2008/full_list/index.html |accessdate=June 19, 2010}}</ref><ref>{{Cite journal |title=The 2012 list |journal=Fortune Magazine |url=http://money.cnn.com/magazines/fortune/best-companies/2012/full_list/ |accessdate=February 26, 2012}}</ref> ରେ ବିଶ୍ୱର ସର୍ବ ପ୍ରଥମ କମ୍ପାନୀର ମର୍ଯ୍ୟାଦା ପାଇଁ ଥିଲା। ୨୦୦୯ ଏବଂ ୨୦୧୦<ref>{{Cite journal |last1=Levering |first1=Robert |last2=Moskowitz |first2=Milton |editor1-first=Andrew |editor1-last=Serwer |editor1-link=Andrew Serwer |date=February 2, 2009 |title=The 2009 list |journal=Fortune Magazine |volume=159 |issue=2 |publisher=Cable News Network |url=http://money.cnn.com/magazines/fortune/bestcompanies/2009/full_list/index.html |accessdate=June 19, 2010}}</ref><ref>{{Cite journal |last1=Levering |first1=Robert |last2=Moskowitz |first2=Milton |editor1-first=Andrew |editor1-last=Serwer |editor1-link=Andrew Serwer |date=February 8, 2010 |title=The 2010 list |journal=Fortune Magazine |volume=161 |issue=2 |publisher=Cable News Network |url=http://money.cnn.com/magazines/fortune/bestcompanies/2010/full_list/ |accessdate=June 19, 2010}}</ref> ରେ ଚତୁର୍ଥ ସ୍ଥାନରେ ରହିଥିଲା ।
 
===କର୍ମଚାରୀ===
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି