"କ୍ୟାମେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ରେ +ରେ )
୧୦ କ ଧାଡ଼ି:
ଛବି ନେଲାବେଳେ ସଟର୍‌ ଆଲୋକକୁ ରାସ୍ତା ଛାଡ଼ିଦିଏ । ଏହା ଦ୍ବାରା ଆଲୋକ ଫିଲ୍ମ୍‌ ବା ଇଲେକ୍ଟ୍ରୋନିକ୍‌ ସେନ୍‌ସର୍‌ରେ ଛବି ତିଆରି କରେ । ଅନେକ କ୍ୟାମେରାରେ ଆଲୋକର ମାତ୍ରା କମ୍‌ ବେଶି କରିବା ପାଇଁ ଆପେରେଚର୍‌ ଆକାର ବଦଳାଇ ହୁଏ । ଆଲୋକ ପ୍ରବେଶ ପାଇଁ ସଟର୍‌ ଖୋଲିବାର ସମୟ ମଧ୍ୟ ବଦଳା ଯାଇପାରେ । ଏହା ମଧ୍ୟ ଆଲୋକର ମାତ୍ରାକୁ କମ୍‌ ବେଶି କରେ । ଅନେକ ସମୟରେ କ୍ୟାମେରାସ୍ଥ ଇଲେକ୍ଟ୍ରୋନିକ୍‌ ଏ ସବୁ ନିୟନ୍ତ୍ରଣ କରୁଥିବା ବେଳେ ସ୍ଥଳ ବିଶେଷରେ କ୍ୟାମେରା ବ୍ୟବହାରକାରୀ ମଧ୍ୟ ନିୟନ୍ତ୍ରଣ କରେ ।
==ଇତିହାସ==
ଲାଟିନ ଭାଷା କ୍ୟାମେରା ଅବସ୍କୁରା (ଅନ୍ଧାର କୋଠରୀ)ରୁ କ୍ୟାମେରା ଶବ୍ଦର ଉତ୍ପତ୍ତି। କୌଣସି ଅନ୍ଧାର କୋଠରୀରେ ଗୋଟିଏ ପିନ୍‌କଣା କରିଲେ କୋଠରୀର ବିପରୀତ ପାର୍ଶ୍ବରେ ବାହାରର ଏକ ଓଲଟା ପ୍ରତିଛବି ସୃଷ୍ଟି ହୋଇଥାଏ। ଏହି ନିୟମକୁ ଆଧାର କରି କ୍ୟାମେରାର ଯାତ୍ରା ଆଜି ପର୍ଯ୍ୟନ୍ତ୍ ପହଞ୍ଚିଛି। ପ୍ରଥମେ ପ୍ରଥମେ ଚିତ୍ରକୁ ସ୍ଥାୟୀ କରିବା ପାଇଁ ଅନେକ ଗବେଷଣା ପରେ ୧୮୨୬ ରେ୧୮୨୬ରେ ହିଁ ସଫଳତା ମିଳିଥିଲା। [[ଫାଇଲ:View from the Window at Le Gras, Joseph Nicéphore Niépce.jpg|thumb|right|ସବୁଠୁ ପୁରୁଣା ଫଟୋ (୧୮୨୬)]]
== ସମ୍ପର୍କିତ ପୃଷ୍ଟା ==
* ଡିଜିଟାଲ୍‌ କ୍ୟାମେରା
"https://or.wikipedia.org/wiki/କ୍ୟାମେରା"ରୁ ଅଣାଯାଇଅଛି