"କୌନ୍ଦିନ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୪ କ ଧାଡ଼ି:
 
== ଇତିହାସ ==
କୌନ୍ଦିନ୍ୟା ଅଞ୍ଚଳ କୁ ହାତୀ ମାନେ 200 ବର୍ଷ ପରେ ପ୍ରତ୍ୟାଗମନ କରିଛନ୍ତି । 1983 ରୁ 1986 ମସିହା ମଧ୍ୟ ରେମଧ୍ୟରେ ବହୁ ସଂଖ୍ୟା ରେସଂଖ୍ୟାରେ ହାତୀ ପଲ ତାମିଲନାଡୁର ଅନେକାଳ ହୋସୁର ଓ କର୍ଣାତକର ବନନେର୍ଘାଟ୍ଟା ଅରଣ୍ୟ ରୁ ଏହି ଅଞ୍ଚଳ କୁ ଆସିଥିଲେ । ସେତେବେଳେ ଏହାକୁ ଏକ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ଏବେ ଏଠାରେ 72 ଟି ହାତୀ ଥିବାର ଗଣନା କରାଯାଇଛି । <ref name="IBA">http://ibcn.in/wp-content/uploads/2011/12/13-136-168-Andhra-Pradesh.pdf</ref><ref name="HN">{{Cite web}}</ref>
 
== ଭୌଗୋଳିକ ସ୍ଥିତି ==
ଏହି ଅରଣ୍ୟ ପ୍ରସ୍ତରିତ ଓ ଗଭୀର ଉପତ୍ୟକା ସମୂହ ରେସମୂହରେ ପରିପୂର୍ଣ । ଏଠାରେ ଶୁଷ୍କ ଜଙ୍ଗଲ ଥାଇ ପୁଷ୍କରିଣୀ ଓ ଝରଣା ମାନ ରହିଛି । ଏହି ଅଞ୍ଚଳ ରେଅଞ୍ଚଳରେ ଡେକାନ ମାଳ ଭୂମି ସମାପ୍ତ ହେଇ ତାମିଲନାଡୁ ସମତଳ ଭୂମିର ଆରମ୍ଭ ହେଇଛି । <ref name="HN">{{Cite web}}</ref>
 
== ଜୀବଜନ୍ତୁ ଓ ବୃକ୍ଷରାଜି ==
ଏଠାରେ ଆକାଶିଆ ,ବାଉଁଶ ଯତୋୟ ବୃକ୍ଷ ବହୁଲ ପରିମାଣ ରେପରିମାଣରେ ଦେଖାଯାଏ । ଏହାର ଘଞ୍ଚ ଅରଣ୍ୟ ଅଞ୍ଚଳ ରେଅଞ୍ଚଳରେ ହାତୀ ବ୍ଯତୀତ ଶ୍ଳଥ ଭାଲୁ , ପାନ୍ଥର , ଜଙ୍ଗଲି ବିରାଡି ଇତ୍ୟାଦି ପଶୁ ମଧ୍ୟ ରହିଥାନ୍ତି ।  ଏହି ଅରଣ୍ୟର ହାତୀ ମାନେ ସମୟ ସମୟ ରେସମୟରେ ଜନପଦ ଆଡକୁ ଚାଲି ଆସୁଥିବାରୁ ତାହା ଜନ  ଜୀବନ ପାଇଁ  ବିପଦର କାରଣ ହେଇଥାଏ । 2002 ସୁଦ୍ଧା ହାତୀ ଆକ୍ରମଣ ରେଆକ୍ରମଣରେ 42 ଜଣ ପ୍ରାଣ ହରେଇଥିବାର ଜଣାଜାଏ । 
<ref name="OFF"><cite class="citation web">[http://forest.ap.nic.in/WL%20KAUNDINYA.htm "APFD Website"]. </cite></ref>