"ଓଡ଼ିଆ କାବ୍ୟ କବିତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ର +ର ) |
ଟିକେ Bot: Automated text replacement (- ରେ +ରେ ) |
||
୩ କ ଧାଡ଼ି:
* [[ରାଧାନାଥ ରାୟ]] (୧୮୪୮-୧୯୦୮) ପ୍ରଥମ କବି ଯିଏ କି ନମଧ୍ୟବୟ୍ସ୍କିଅ କାବ୍ୟ କବିତାର ପରମ୍ପରା ବଦଳାଇ ଥିଲେ । ସେ ଏକ ନୂତନ ଧାରାରେ କବିତା ରଚନା କରିବା ଆରମ୍ଭ କରିଥିଲେ । ସେ ବିଦେଶରୁ ଶିକ୍ଷା ଅର୍ଜନ କରି ଥିଲେ । ସେ ନଅ ଗୋଟି କାବ୍ୟ ରଚନା କରି ଥିଲେ । ସେ ଏହି ପରି ଅନେକ ବିଷୟବସ୍ତୁ ଉପରେ ଲେଖଲେଖି କରି ଥିଲେ ଯାହା କି ଗ୍ରୀକ ସୂତ୍ରରୁ ଆଧାରିତ । ତାଙ୍କର ଲେଖା ଶୈଳୀରେ ଦେଶଭକ୍ତିର ମିଶ୍ରଣ ଦେଖିବାକୁ ମିଳିଥାଏ ।
* ମଧୁ ସୁଦନ ରାଓ(୧୮୫୩-୧୯୧୨),ଗଙ୍ଗାଧର ମେହେର(୧୮୬୨-୧୯୨୪),ନନ୍ଦକିଶୋର ବଳ(୧୮୭୫-୧୯୨୮) ଓ ଫକିର୍ ମୋହନ ସେନାପତି(୧୮୪୩-୧୯୧୮) ଥିଲେ ରାଧାନାଥ ରାୟଙ୍କର ସମକାଳିନ କବି ł ମଧୁ ସୁଦନ ରାଓ ଭଗବାନ ସମ୍ବନ୍ଧିୟ ଓ ଦେଶଭକ୍ତି
* ବିଂଶ ଶତାବ୍ଦୀର ପ୍ରଥମ କୋଡିଏ
ଓଡ଼ିଆ କାବ୍ୟ କବିତା ଥିଲା ଅତି ଉଚ୍ଚଶ୍ରେଣୀର І ଏହ ପ୍ରମାଣିତ ହେଇପାରିଥିଲା କି ଓଡ଼ିଆ ମାନେ କାବୟ କବିତା ରଚନା
ମାୟାଧର ମାନସିଂହ (୧୯୦୫-୧୯୭୩),ରାଧାମୋହନ ଗଡନାୟକ,ଗୋଦାବରିଶ ମହାପାତ୍ର(୧୯୦୦-୧୯୩୮), ଅନନ୍ତ ପଟ୍ଟନାୟକ (୧୯୧୦-୧୯୮୮) ଓ ସଚ୍ଚିଦାନନ୍ଦ ରାଉତରାୟ ଏହି ଶତାବ୍ଦୀର ବିଶିଷ୍ଟ କବି ଥିଲେ І
|