"ଉଇକିଡାଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୫୯ କ ଧାଡ଼ି:
ବିଷୟ ଉପରେ ତଥ୍ୟ ଯୋଡ଼ିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡ଼ିକ କି-ଭ୍ୟଲୁ ପେଆର୍"ର ରୂପ ନିଅନ୍ତି ଏବଂ ପ୍ରତ୍ୟେକ ଷ୍ଟେଟମେଣ୍ଟରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।
 
[[File:Datamodel in Wikidata.svg|thumb|upright=1.8|center|ଏହି ଛବିଟି ଉଇକିଡାଟା ରେଉଇକିଡାଟାରେ ବ୍ୟବହାର ହଉଥିବା ସାଧାରଣ ପ୍ରକାଶକ ପଦକୁ ଦର୍ଶାଉଛି]]
 
==ବିକାଶ ଇତିହାସ ==
୬୫ କ ଧାଡ଼ି:
# ଇଣ୍ଟରଲାଙ୍ଗୁଏଜ୍ ଲିଙ୍କ ଗୁଡ଼ିକ କେନ୍ଦ୍ରୀକୃତ କରିବା - ପ୍ରତ୍ୟେକ ସମାନାନ୍ତର ବିଷୟ ଉପରେ ଲେଖା ହୋଇଥିବା ବିଭିନ୍ନ ଭାଷାରେ ଅନୁଚ୍ଛେଦ ଗୁଡ଼ିକ ଯୋଡ଼ିବା
# ପ୍ରତ୍ୟେକ ଉଇକିଆଳିଙ୍କ ଇନ୍ଫୋବକ୍ସ ପାଇଁ ଏକ କେନ୍ଦ୍ରୀୟ ସ୍ଥାନ ବନାଇବା
# ଉଇକିଡାଟା ରେଉଇକିଡାଟାରେ ତଥ୍ୟ ନେଇ ଏକ ତାଲିକା ପ୍ରସ୍ତୁତ କରିବା
 
===ପର୍ଯ୍ୟାୟ ୧===
୭୧ କ ଧାଡ଼ି:
 
===ପର୍ଯ୍ୟାୟ ୨===
ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ଦୃଷ୍ଟିକୋଣ ୪ ଫେବୃଆରୀ ୨୦୧୩ ରେ୨୦୧୩ରେ ଦେଖିବାକୁ ମିଳିଲା, ଏବଂ ଏହି ପର୍ଯ୍ୟାୟରେ ଉଇକିଡାଟାରେ ବକ୍ତବ୍ କୁ ଲେଖିବାର ସୁବିଧା ପ୍ରଦାନ କରିଥିଲା । ପ୍ରଥମେ ଭ୍ୟାଲୁ ଗୁଡିକ ଲେଖିବାର ସୀମିତ ପ୍ରୟୋଗ ଆସିଥିଲା ଓ ପରେ ପରେ ଅଧିକ ପ୍ରକାର ଡାଟା ଲେଖିବାର ସାହାଯ୍ୟ ମଧ୍ୟ ମିଳିଥିଲା । ପ୍ରଥମ 'string' ଡାଟା ଟାଇପ ୬ ମାର୍ଚ୍ଚରେ ଦେଖିବାକୁ ମିଳିଲା ।<ref>{{cite web|last=Pintscher|first=Lydia|title=Wikidata/Status updates/2013 03 01|url=http://meta.wikimedia.org/wiki/Wikidata/Status_updates/2013_03_01|work=Wikimedia Meta-Wiki|publisher=Wikimedia Foundation|accessdate=3 March 2013}}</ref> ଉଇକିରେ ଥିବା ଅନ୍ୟାନ୍ୟ ଭାଷା ନିମନ୍ତେ ଉଇକିଡାଟା ୨୭ ମାର୍ଚ୍ଚ ରୁ ୨୫ ଏପ୍ରିଲ ୨୦୧୩ ମଧ୍ୟରେ ଆରମ୍ଭ ହୋଇଥିଲା ।<ref>{{cite web |last=Pintscher |first=Lydia |title=You can have all the data! |url=http://blog.wikimedia.de/2013/03/27/you-can-have-all-the-data/ |publisher=Wikimedia Deutschland |date=27 March 2013 |accessdate=28 March 2013}}</ref><ref>{{cite news |title=Wikidata goes live worldwide |publisher=The H |author= |url=http://h-online.com/-1849479 | archiveurl=http://web.archive.org/web/20140101031329/http://www.h-online.com/open/news/item/Wikidata-goes-live-worldwide-1849479.html | archivedate=3 January 2014 | date=2013-04-25 }}</ref>
 
===ପର୍ଯ୍ୟାୟ ୩===
"https://or.wikipedia.org/wiki/ଉଇକିଡାଟା"ରୁ ଅଣାଯାଇଅଛି