"ଇୟାନ ଚାପେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
ଇୟାନ ମାଇକେଲ ଚାପେଲ ସେପ୍ଟେମ୍ବର ୨୬, ୧୯୪୩ ରେ୧୯୪୩ରେ ଜନ୍ମିତ ଜଣେ ଅଷ୍ଟ୍ରେଲିୟ କ୍ରିକେଟ ଖେଳାଳି । [[ଅଷ୍ଟ୍ରେଲିଆ]]ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକଙ୍କ ଭିତରୁ ଜଣେ ଥିବା ଇୟାନ ଚାପେଲ ୧୯୭୧ ମସିହା ରୁ ୧୯୭୫ ଯାଏ ଅଧିନାୟକ ଥିଲେ । ୧୯୭୫ ରେ୧୯୭୫ରେ ICC ବିପକ୍ଷବାଦୀ world cricket ସିରୀଜ ରେସିରୀଜରେ ଯୋଗଦାନ କାରଣ ରୁ ସେ ଆଉ ଅଷ୍ଟ୍ରେଲିଆ ଜାତୀୟ ଦଳ ପାଇଁ ଖେଳିଲେ ନାହି । ସେ ୩ ନମ୍ବର ସ୍ଥାନ ରେସ୍ଥାନରେ ଖୁବ ଚମତ୍କାର ବେଟିଙ୍ଗ କରିବା ସହ ସ୍ପିନ ବୋଲିଂ ମଧ୍ୟ କରି ଦଳ କୁ ଦୃଢ ନେତୃତ୍ଵ ଦେଉଥିଲେ । ତଥାପି ତାଙ୍କର ବକ୍ତବ୍ୟ ଗୁଡିକ ପାଇଁ ସେ ବିବାଦୀୟ ମଧ୍ୟ ଥିଲେ । ତାଙ୍କ ସମୟ ରେସମୟରେ ଅଷ୍ଟ୍ରେଲିଆ ଦଳ " ସ୍ଲେଜିଙ୍ଗ" ପଦ୍ଧତି ପ୍ରଥମ କରି ଅନୁସରଣ କରିଥିଲା , ଯାହାକି ବିଶ୍ଵର ଅନନ୍ୟ କ୍ରିକେଟ ଦଳ ବହୁତ ସମାଲୋଚନା କରିଥିଲେ । ସେ ତାଙ୍କ ଦଳ ଫିଲଡିଙ୍ଗ କରୁଥିବା ବେଳେ ବିପକ୍ଷ୍ୟ ବ୍ଯାଟସମାନ ମାନଙ୍କୁ ଗାଳି ଗୁଲଜ , ବା ଉତ୍ତେଜିତ କଳା ପରି ଭାଷା ବ୍ୟବହାର କରି ତାଙ୍କର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ଯାହାକୁ " ସ୍ଲେଜିଙ୍ଗ " କୁହ ଯାଏ । ତେବେ ତାଙ୍କର ଦୃଢ ନେତୃତ୍ଵ ମଧ୍ୟ ଥିଲା । 
 
ଇୟାନ ଚ୍ଯାପେଲ ଙ୍କ "ହୁକ " ଶଟ ତାଙ୍କର trade mark ଶୋଠ ବୋଲି କୁହାଯାଉଥିଲା । ବାଉନ୍ସର ବଲ କୁ ସେ ଆରମ ରେଆରମରେ ହୁକ କରି ପଡିଆ ବାହାରକୁ ପଠେଇବାରେ ଉସତଡ ଥିଲେ .। ତା ସଙ୍ଗେ ସଙ୍ଗେ ସେ ଜେନ ଚମତ୍କାର ଫିଲଡର ମଧ୍ୟ ଥିଲେ ଓ ଟେଷ୍ଟ ରେଟେଷ୍ଟରେ ୧୦୦ ରୁ ବେସୀ କ୍ଯାଚ ନେଇଥିଲେ । 
 
୧୯୮୦ ରେ୧୯୮୦ରେ ଅବସର ନେବା ପରେ ସେ ଚାନେଲ ୯ ନାମରେ କ୍ରିକେଟ ଚାନେଲ ରେଚାନେଲରେ ପ୍ରମୁଖ ଭାଷ୍ୟକାର ଭୂମିକା ଗ୍ରହଣ କଲେ । ICC ହଲ ଓଫ ଫେମ ପୁରସ୍କାର ସେ ୨୦୦୯ ରେ୨୦୦୯ରେ ପାଇଥିଲେ । କିମ୍ବଦନ୍ତୀ ସ୍ପିନ ବୋଲର ଶେନ ବର୍ନ ତାଙ୍କ ଦ୍ଵାରା ହିଁ ପ୍ରେରିତ ହେଇ ଥିବା କୁହନ୍ତି । 
 
== ପରିବାର ଓ ପ୍ରଥମ ଅବଦାନ ==
୧୦ କ ଧାଡ଼ି:
 
== ଅନ୍ତର୍ଜାତିକ ପ୍ରଦର୍ଶନ ==
୧୯୬୩ ମସିହା ରୁ ଇୟାନ ଘରେଇ କ୍ରିକେଟ ରେକ୍ରିକେଟରେ ଚମତ୍କାର ପ୍ରଦର୍ଶନ ଦେଇ ଆସିଲେ । ଘରେଇ ଶେଫିଲ୍ଡ ଶିଲ୍ଡ ପ୍ରତିଯୋଗୀତା ରେପ୍ରତିଯୋଗୀତାରେ ସର୍ବକନିଷ୍ଠ ଖେଳାଳି ଭାବେ ପ୍ରବେଶ ପାଇ ସେ ଦ୍ଵିଶତକୀୟ ପାରି ଖେଳିବା ପରେ ପାକିସ୍ଥାନ ସହ ଟେଷ୍ଟ ଖେଳିବାକୁ ମନୋନୀତ ହେଲେ । ୧୯୬୪ ରେ୧୯୬୪ରେ ପାକିସ୍ଥାନ ସହ ପ୍ରଥମ ଟେଷ୍ଟ ଖେଳି ମାତ୍ର ୧୧ ରଣ କାଲେ ଆଉ ୪ ଟି କେଚ ନେଇଥିଲେ । ତା ପରେ ତାଙ୍କୁ ଦଳ ବାହାରେ ବସିବାକୁ ହେଲା ୧୯୬୫ ଇଂଲଣ୍ଡ ସହ ଏଶେସ ଟେଷ୍ଟ ସିରିଜର ଶେଷ ଟେଷ୍ଟ ଯାଏ । ସେଥିରେ ସେ ଅଲ ରାଉଣ୍ଡ ପ୍ରଦର୍ଶନ ଦେଇଥିଲେ । 
 
ଭାରତ ସହ ସେ ୧୯୬୭/୬୮ ରେ୬୮ରେ ପ୍ରଥମେ ଖେଳିଲେ ଓ ବେଟିଙ୍ଗ ରେବେଟିଙ୍ଗରେ ବିଫଳ ହେଇଥିଲେ । କିନ୍ତୁ ପରେ ପ୍ରତ୍ୟାବର୍ତନ କରି ୧୫୧ ରଣର ଏକ ଇନିଙ୍ଗ ଖେଳିଲେ । ତାଙ୍କର ଇଂଲଣ୍ଡ ସହ ଖେଳିଥିବା ପ୍ରଦର୍ଶନ ଖୁବ ଉନ୍ନତ ଥିଲା । ୧୯୮୯ ବେଳକୁ ତାଙ୍କର ବାଟିଙ୍ଗ ଶିଖର ରେଶିଖରରେ ପହଞ୍ଚି ଥିଲା । ସେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ରେବିରୁଦ୍ଧରେ ୧୮୮( ଆଉଟ ନ ହେଇ ), ୧୧୭,୧୮୦,୧୨୩, ୧୬୫ କରିବା ସହ ସିରିଜ ରେସିରିଜରେ ୬୮.୪୮  ହାର ରେହାରରେ 5୪୮ ରନ  କଲେ । 
 
=== ଅଧିନାୟକତ୍ଵ ===
[[ଫାଇଲ:Chappelli.jpg|ଡାହାଣ|thumb|250x250_ପିକସେଲ|ପ୍ରାରମ୍ଭିକ ୧୯୭୦ ସମୟ ରେସମୟରେ ଇୟାନ ଚାପେଳ ]]
 
=== The Ashes regained and the first World Cup ===
୨୧ କ ଧାଡ଼ି:
 
== ବିଶ୍ଵ ସିରିଜ କ୍ରିକେଟ ==
ଇୟାନ ୧୯୭୬ /୭୭ ରେ୭୭ରେ ଚାନେଲ ୯ ପ୍ରଯୋଜିତ ବିଶ୍ଵ ସିରିଜ କ୍ରିକେଟର ଆରମ୍ଭ ରେଆରମ୍ଭରେ ମୁଖ୍ୟ ଭୂମିକା ନେଇ ଏକ ବିଦ୍ରୋହୀ ସିରିଜ ଆରମ୍ଭ କଲେ , ଯାହା ବେସ କିଛି ଆନ୍ତର୍ଜାତୀୟ ଖେଳାଳି ଙ୍କୁ ମୁଖ୍ୟ ଧାରା ରୁ ବାହାର କରିନେଲା । ପରେ ଅବଶ୍ୟ ତାହା ବନ୍ଦ ହେଇଗଲା । ଏହା ପରେ ଇୟାନ ୧୯୭୯ ରେ୧୯୭୯ରେ ପୁଣି ଅଷ୍ଟ୍ରେଲିଆ ଜାତୀୟ ଦଳ କୁ ପ୍ରତ୍ୟାବର୍ତନ କରିଥିଲେ । 
 
=== ଏକ ଦିବାସୀୟ ପ୍ରଦର୍ଶନ ===
ଏକ ଦିବାସୀୟ  କ୍ରିକେଟ ରେକ୍ରିକେଟରେ ଇୟାନ ଙ୍କ ପ୍ରଦର୍ଶନ ଖୁବ ଭଲ ଥିଲା । ମାତ୍ର ଗୋଟିଏ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳିଥିବା ଇୟାନ ODI ରେODIରେ ପ୍ରଥମ ଛକା ମରିଥିବାର କୃତିର ଅଧିକାରୀ ।  
 
=== ଅଧିନାଯକ ତଥ୍ୟ ===
[[ଫାଇଲ:Adelaide_Oval_2006-2.jpg|ଡାହାଣ|thumb|300x300_ପିକସେଲ|ଆଦିଲେଡ ପଡିଆ ରେପଡିଆରେ ଇୟାନ ଚାପେଳ ଗାଳ୍ଳେରୀ]]
{| border="1" cellpadding="5" cellspacing="2" style="margin: 1em 1em 1em 0; border: 1px #aaa solid; border-collapse: collapse; font-size: 95%;" class=""
! Season