"ଆଡାମ ଗିଲଖ୍ରୀଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧୦୪ କ ଧାଡ଼ି:
 
 
'''ଆଦାମ କ୍ରେଗ ଗିଲଖ୍ରୀଷ୍ଟ''' ବିଶ୍ଵର ଅନ୍ନ୍ୟତମ ସର୍ବକାଳିନ ଶ୍ରେଷ୍ଠ ୱିକେଟ କିପର-ବେଟସ ମେନର ମାନ୍ୟତା ପାଇ ଆସୁଛନ୍ତି । ଗିଲ୍ଲୀ ବା ଚର୍ଚି ନାମରେ ମଧ୍ୟ ଜଣା ଶୁଣା ଗିଲଖ୍ରୀଷ୍ଟ ଅଷ୍ଟ୍ରେଲିଆର ଜଣେ କ୍ରିକେଟର । ସେ ଜଣେ ବିସ୍ଫୋରକ ବେଟସମେନ ହେଇଥିବା ସହ ଏକଦା ଏକଦିବସୀୟ ରେଏକଦିବସୀୟରେ ବିଶ୍ବରେ ସର୍ବାଧିକ କେଚ ନେଇଥିବା ୱିକେଟ କିପର ମଧ୍ୟ । ସେ ପ୍ରଥମ କ୍ରିକେଟ ଖେଳାଳି ଭାବେ ଟେଷ୍ଟ କ୍ରିକେଟ ରେକ୍ରିକେଟରେ ୧୦୦ ଟି ଛକା ମାରିଥିବାର ଗୌରବର ଅଧିକାରୀ । ଟେଷ୍ଟ ରେଟେଷ୍ଟରେ ତାଙ୍କର ୧୭ ଟି ଆଉ ଏକଦିବସୀୟ ରେଏକଦିବସୀୟରେ ୧୬ ଟି ଶତକ ଅଛି । କେବଳ ଶ୍ରୀଲଙ୍କାର ୱିକେଟ କିପର ସଙ୍ଗାକାରା ତାଙ୍କଠୁ ବେଶୀ ଶତକ ଓ ରନ କରିଛନ୍ତି , ଜଣେ ୱିକେଟ କିପର ହିସାବ ରେହିସାବରେ । କ୍ରମାଗତ ୩ ଟି ବିଶ୍ଵ କପ ଫାଇନାଲ ( ୧୯୯୯, ୨୦୦୩ ଓ ୨୦୦୭ ) ରେ ସେ ୫୦ ରୁ ବେସୀ ରନକରିବାର ବିରଳ କୃତି ହାସଲ କରିଥିଲେ ।
 
  ୨୦୦୭ ବିଶ୍ଵ କପ ଫାଇନାଲ ରେଫାଇନାଲରେ ଶ୍ରୀଲଙ୍କା ବିରୁଦ୍ଧ ରେବିରୁଦ୍ଧରେ କରିଥିବା ୧୪୯ ରନ ଯାହା ମାତ୍ର ୧୦୪ ବଳ ରେବଳରେ କରିଥିଲେ , ତାହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହା ଯାଏ । IPL ରେIPLରେ ମଧ୍ୟ ଗିଲଖ୍ରୀଷ୍ଟ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଖେଳାଳି ଭାବେ ୧୦୦୦ ରନ ପୂରଣ କରିଥିଲେ ।
 
  ଗିଲଖ୍ରୀଷ୍ଟ ଅଷ୍ଟ୍ରେଲିଆ ପାଇଁ ୯୬ ଟି ଟେଷ୍ଟ ସହ ୨୭୦ ଟି ଏକଦିବସୀୟ ଖେଳିଥିଲେ । .ମାର୍ଚ , ୨୦୦୮ ରେ୨୦୦୮ରେ ସେ ଅନ୍ତର୍ଜାତିକ କ୍ରିକେଟ ରୁ ସନ୍ନ୍ୟାସ ନେଇଥିଲେ । 
 ତେବେ ସେ IPL ଓ କାରିବିଆନ ଲିଗ ରେଲିଗରେ ତାଙ୍କର ଖେଳ ଜାରି ରଖିଥିଲେ । 
 
== ଅନ୍ତର୍ଜାତିକ ପ୍ରଦର୍ଶନ ==
୧୫୫ କ ଧାଡ଼ି:
 
=== Early one-day seasons ===
[[ଫାଇଲ:Gilly_Adam_Gilchrist_100.jpg|thumb|୨୦୦୫ ରେ୨୦୦୫ରେ ବିଶ୍ଵ ଏକାଦଶ ପାଇଁ ଖେଳି ଶତକ କରିବା ଅବସର ରେଅବସରରେ .]]
[[ଫାଇଲ:Ntini_bowls.JPG|ବାଆଁ|thumb|ନିଜ ସହର ପଡିଆ WACA ରେWACAରେ ଦକ୍ଷିଣ ଆଫ୍ରିକା ବିପକ୍ଷ୍ ରେବିପକ୍ଷ୍ରେ ଗିଲଖ୍ରୀଷ୍ଟ ]]
[[ଫାଇଲ:Adam_Gilchrist.jpg|thumb|୨୦୦୬ ରେ୨୦୦୬ରେ ତରୁଣା ଗିଲଖ୍ରୀଷ୍ଟ ]]
 
[[ଫାଇଲ:Adam gilchrist mcg v india.ogv|thumb|ଭାରତ ବିରୁଦ୍ଧ ରେବିରୁଦ୍ଧରେ ଗିଲଖ୍ରୀଷ୍ଟ ୨୦୦୭ ରେ ]]
 
== Style of play ==
[[ଫାଇଲ:Strauss_dismissal.jpg|thumb|ସେନ ବାର୍ଣ ଙ୍କ ବଲ ରେବଲରେ ଷ୍ଟ୍ରାସ ଙ୍କୁ ଆଉଟ କରୁଛନ୍ତି ୱିକେଟ କିପର ଗିଲଖ୍ରୀଷ୍ଟ ]]
 
== ଦୃଷ୍ଟାନ୍ତ ମୂଳକ ବ୍ୟବହାର ==
ଏହି ଯୁଗ ରେଯୁଗରେ ଗିଲଖ୍ରୀଷ୍ଟ ଙ୍କ ପରି ନିୟମବାଦୀ ଖେଳାଳି ମିଳିନା ବିରଳ । ସେ କେବେହେଲେ ଆମ୍ପୟର ଙ୍କ ନିସ୍ପତିର ବିରୋଧ କରନ୍ତିନୀ । ଯଦି ନିଜେ ଜାଣିବେ ଆଉଟ  ବୋଲି ସେ ନିର୍ଦେଶ କୁ ଅପେଛ୍ଯା ନା କରି ଚାଲି ଆସନ୍ତି । ପଡିଆ ବା ବାହାରେ ତାଙ୍କ ବ୍ୟବହାର ଖୁବ ମାର୍ଜିତ ।  
 
== ରାଜନୀତି , ଜନସେବା ଓ ସମ୍ବାଦିକତା ==
[[ଫାଇଲ:Adam_Gilchrist_in_January_2013.jpg|ଡାହାଣ|thumb|କାନବେରା ସଭା ରେସଭାରେ ଗିଲଖ୍ରୀଷ୍ଟ ]]
କ୍ରିକେଟ ବାହାରେ ଆଦାମ ରାଜନୀତି ଓ ସମାଜ ସେବା ପାଇଁ ମଧ୍ୟ ବହୁତ ସମୟ ଦେଇ ଆସୁଛନ୍ତି ।ଏପରିକି ମେଡିଆ ରେମେଡିଆରେ ମଧ୍ୟ ସର୍ବଦା ସକ୍ରିୟ  ଅଂଶ ନେଇଥାନ୍ତି ।   <ref>{{Cite web}}</ref>
 
=== ପୁରସ୍କାର ସମୂହ  ===