"ଅରବିନ୍ଦ ଆଡ଼ିଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୩୭ କ ଧାଡ଼ି:
 
== ବାଲ୍ୟ ଜୀବନ ଓ ଶିକ୍ଷା ==
ଅରବିନ୍ଦ ଆଡ଼ିଗାଙ୍କଙ୍କ ଜନ୍ମ ୨୩ ଅକ୍ଟୋବର ୧୯୭୪ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଡ. କେ ମାଧବ ଆଡ଼ିଗା ଓ ମାତାଙ୍କ ନାମ ଉଷା ଆଡ଼ିଗା । ତାଙ୍କ ଜନ୍ମସ୍ଥାନ [[ଚେନ୍ନାଇ|ମାଡ୍ରାସ(ଚେନ୍ନାଇ)]] ଅଟେ ।<ref>{{cite web|last=Biography|first=Famous Indians|title=Aravind Adiga|url=http://www.iloveindia.com/indian-heroes/aravind-adiga.html|accessdate=17 August 2016}}</ref>ଅରବିନ୍ଦ ମାଙ୍ଗାଲୋରରେ ନିଜର ବାଲ୍ୟକାଳ ବିତେଇ ଥିଲେ । ସେ କାନାରା ଉଚ୍ଚ ବିଦ୍ୟାଳୟ ରେବିଦ୍ୟାଳୟରେ ପଢ଼ିଥିଲେ । ଏହାପରେ ସେ St. Aloysius ଉଚ୍ଚ ବିଦ୍ୟାଳୟ ରୂ ଉଚ୍ଚ ମାଧ୍ୟମିକ ପାସ କରିଥିଲେ ତାହା ମଧ୍ୟ ସମଗ୍ର ରାଜ୍ୟ ରେରାଜ୍ୟରେ ପ୍ରଥମ ହୋଇ ।
 
==ବୃତ୍ତିଗତ ଜୀବନ==
ଅରବିନ୍ଦ ନିଜର ସାମ୍ବାଦିକତା ବୃତି ଜଣେ ବାଣିଜିକ ସାମ୍ବାଦିକ ଭାବେ ଆରମ୍ଭ କରିଥିଲେ ।ସେ ଫାଇନାନ୍ସିଅଲ୍&nbsp;ଟାଇମ୍ସ&nbsp;ରେ ନିଜର ବୃତ୍ତିର ଆରମ୍ଭ କରିଥିଲେ ଏବଂ ଏହାପରେ ସେ '''Donald&nbsp;Trump'''&nbsp; ଏବଂ ''Booker ପୁରସ୍କାର ପ୍ରାପ୍ତ ଲେଖକ'' Peter&nbsp;Carey&nbsp;ଙ୍କ ସାକ୍ଷାତକାରା ନେଇଥିଲେ।ଏହାପରେ ସେ ଟାଇମ୍ ମାଗାଜିନ ରେମାଗାଜିନରେ କାମ କରିଥିଲେ ୩ ବର୍ଷ ଓ ଏହାପରେ ମୁକ୍ତ ସମ୍ବାଦିକତା କୁ ଅସିଥିଲେ । ସେ ମୁକ୍ତ ସାମ୍ବାଦିକ ଥିବା ସମୟ ରେସମୟରେ ସେ ତାଂକର ବୁକର ପୁରସ୍କାର ପ୍ରାପ୍ତ ପୁସ୍ତକ "ଦି ହୁଆଇଟ୍ ଟାଇଗର" ଲେଖିଥିଲେ।ସେ ବର୍ତ୍ତମାନ ଭାରତର ମୁମ୍ବାଇ ରେମୁମ୍ବାଇରେ ରହୁଛନ୍ତି।
 
== ବୂକର୍ ପୁରସ୍କାର ==