"ଅମର୍ତ୍ୟ ସେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
ଅମର୍ତ୍ୟ ସେନ୍ (ଜନ୍ମ ୩ ନଭେମ୍ବର ୧୯୩୩) ଜଣେ ଭାରତୀୟ ଅର୍ଥନୈତିଜ୍ଞ ଓ ଦାର୍ଶନିକ । ସେ ୧୯୭୨ ମସିହାରୁ ୟୁନାଇଟେଡ୍ କିଙ୍ଗଡମ୍ (ୟୁ.କି.) ଓ ଆମେରିକୀୟ ସଞୁକ୍ତ ଗଣରାଜ୍ୟ (ୟୁ.ଏସ୍.ଏ.) ରେ
କର୍ମରତ । ଜନମଂଗଳ ଅର୍ଥନୀତି, ସାମାଜିକ ଓ ଆର୍ଥିକ ନ୍ୟାୟ, ଦୁର୍ଭିକ୍ଷର ଅର୍ଥନୈତିକ ତତ୍ତ୍ୱ, ଓ ବିକାଶଶୀଳ ଦେଶମାନଙ୍କର ଜନମଂଗଳ ମାପିବା ନିମନ୍ତେ ସୂଚକାଂଙ୍କ ନିର୍ମାଣ ଈତ୍ୟାଦିରେ ତାଙ୍କର ଅବଦାନ ଗୁରୁତ୍ତ୍ୱପୂର୍ଣ । ୧୯୯୮ ମସିହାରେ ଜନମଂଗଳ ଅର୍ଥନୀତିରେ ତାଙ୍କର କାମ ପାଇଁ ଅର୍ଥନୀତି ବିଜ୍ଞାନରେ ତାଙ୍କୁ ନୋବେଲ୍ ପୁରସ୍କାର ଦିଆଯାଇଅଛି ।