"ଅନୁଗୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୮୬ କ ଧାଡ଼ି:
 
==ପାଣି ପାଗ ==
ସାଧାରଣତଃ ଅନଗୁଳ ଜ଼ିଲ୍ଲା ରେଜ଼ିଲ୍ଲାରେ ୪ ଟି ମୁଖ୍ୟ ରୁତୁ ଦେଖାଦିଏ .ମାର୍ଚ୍ ଠୁ ଜୁନ ପର୍ଯ୍ୟନ୍ତ ଖରା.ଜୁଲାଇ ରୁ ଓକଟୋବର ଜାଏଂ ବର୍ଷା ପାଗ ଓ ନୋବେମବର୍ ରୁ ଫେବୃୟାରୀ ଜାଏଂ ଶୀତ ରୁତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ ।
==ତାପମାତ୍ରା ==
ଅନଗୁଳଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି।
 
==ପବନ ବେଗ ==
ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗ ରେବେଗରେ ଆଧିକତ୍ୟା ଦେଖାଦିଏ.୨୦୧୩ ରେ୨୦୧୩ରେ ମହା ବାତ୍ୟା ଫାଇଲିଂ
ଯୋଗୁଁ ଅନଗୁଳ ରେଅନଗୁଳରେ ୧୦୦ ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.
 
==ବିରଳ ପାଣିପାଗ ==
୧୨ ଅପ୍ରିଲ୍ ୨୦୦୩ ରେ୨୦୦୩ରେ କୁଆ ପଥର ସହ ଝଡ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା.
{{Weather box
୧୯୮ କ ଧାଡ଼ି:
== ଉପଲବ୍ଧ ସେବା ==
ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି|
ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେନିର୍ମାଣରେ TAMDA ଓ MUNICIPALITYର କାର୍ଯ୍ୟ କାରିତା ରହିଛି ।
ରେଲ ମାର୍ଗ ଦ୍ବାରା ଅନଗୁଳ ରୁ ଓଡ଼ିଶାର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗା କୁ ଯୋଗା ଯୋଗ ଓ ଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି.
ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳ ରୁ ରାଉରକେଲା ଜାଏଂ ପ୍ରସାରିତ.
୨୦୪ କ ଧାଡ଼ି:
 
==ପ୍ରସାରଣ ସେବା==
ସହର ରେସହରରେ ଆକାଶବାଣୀ କଟକର FM ସେବା ୧୦୦.୧ MHz ରେMHzରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀର ଅନଗୁଳ ସଂସ୍କରଣ ସହର ରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି
 
== ଆଧାର ==
"https://or.wikipedia.org/wiki/ଅନୁଗୋଳ"ରୁ ଅଣାଯାଇଅଛି