"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
'''ଅନୁଗୁଳ ସ୍ଵୟଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ [[ଓଡ଼ିଶା]]ର [[ଅନୁଗୁଳ]] ସହର ରେସହରରେ ଅବସ୍ଥିତ ଏକ ସରକାରୀ [[ସ୍ଵୟଂଶାସିତ ମହାବିଦ୍ୟାଳୟ]] । ଏହା ବର୍ତ୍ତମାନ ଜିଲ୍ଲା ରେଜିଲ୍ଲାରେ ପରିଣତ ହେଇଥିବା [[ଅନୁଗୁଳ]] ସହର ରେସହରରେ ୧୯୫୭ ମସିହା ରେମସିହାରେ ସରକାରଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ -୫୫ ରୁ ମାତ୍ର ୧ କିଲୋମିଟର ଦୂର ରେଦୂରରେ ସହରର ମଧ୍ୟ ସ୍ଥଳୀ ରେସ୍ଥଳୀରେ ଅବସ୍ଥାପିତ । 
 
== ଇତିହାସ ==
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷ ରେପରିଶେଷରେ [[ଅନୁଗୁଳ]] ସରକାରୀ କଲେଜ ଭାବରେ ୧୯୭୬ ରୁ ରହିଛି ଓ ଏହା [[ଭୁବନେଶ୍ଵର]]ସ୍ଥ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହ ସହବନ୍ଧିତ ହେଇଥିଲା । ୧୯୯୦ ରୁ ଏହି କଲେଜ ଅଞ୍ଚଳ ରେଅଞ୍ଚଳରେ ଅଗ୍ରଣୀ କଲେଜ ହିସାବ ରେହିସାବରେ ପରିଗଣିତ ହେଇ ଆସୁଛି । 
 
୧୦୦୬-୭ ରେ୭ରେ ଏହି କଲେଜ NAAC ଦ୍ଵାରା ଏକ [[ସ୍ଵଯାଂଶାସିତ କଲେଜ]]ର ମାନ୍ୟତା ପ୍ରାପ୍ତ ହେଲା । 
 
== ବିଭାଗ ସବୁ ==
* ଆର୍ଟସ , ସାଇନ୍ସ ଓ କମର୍ସ ସହିତ ଭିଭିନ୍ନ କର୍ମଭିତ୍ତିକ ବିଷୟ ରେବିଷୟରେ ଅନର୍ସ ସହ ଏଠାରେ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ଵତନ୍ତ୍ର  ବିଭାଗ ଖୋଲାଯାଇଛି । <br><br>
* <br>
 
== ହଷ୍ଟେଲ ==
କଲେଜ ରେକଲେଜରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ ଟି ବାଳକ ହଷ୍ଟେଲ ସହ ୨ ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ଵତନ୍ତ୍ର ହଷ୍ଟେଲ ରହିଛି । 
 
== ଆଧାର ==