"ଅଜିତ ଅଗରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୯୭ କ ଧାଡ଼ି:
| year = 2012
}}
'''ଅଜିତ ବାଳଚନ୍ଦ୍ର ଅଗରକର'''   ( ଜନ୍ମ 4 ଡିସେମ୍ବର , 1977 ) ଜେନ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200 ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂ ରେବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲ ରେଆଇପିଏଲରେ [[ଦିଲ୍ଲୀ]] ଓ [[କଲିକତା]] ପାଇଁ ଖେଳିବା ସହ ରଣଜୀ ଟ୍ରଫି ରେଟ୍ରଫିରେ [[ମୁମ୍ବାଇ]]ର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ ରେ୧୯୯୮ରେ ଉଭୟ ଟେଷ୍ଟ ଓ  ଏକଦିବସୀୟ  ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ ରେଟି୨୦ରେ ସେ ୨୦୦୬ ରେ୨୦୦୬ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟ ରେଏକଦିବସୀୟରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ଵକପ ରେବିଶ୍ଵକପରେ ଭାରତ ପାଇଁ ଖେଳିଥିଲେ । 
 
== ବ୍ୟକ୍ତିଗତ ଜୀବନ ==
ନିଜର ଜେଜେବାପା ଓ ଜେଜେ ମା ଙ୍କ ଦ୍ଵାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳ ରେଅଞ୍ଚଳରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳି ଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜ ରେକଲେଜରେ ପଢୀଥିଲେ। ସେ ଫାଟିମା ଘାଡିଆଳି ଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତମାନ ସେ ୱୋର୍ଲି ଅଞ୍ଚଳ ରେଅଞ୍ଚଳରେ ବାସ କରନ୍ତି ।<ref>http://www.lookuppage.com/users/ajitagarkar/</ref>
 
== ବୋଲିଂ ଷ୍ଟାଇଲ ==
ଉଚ୍ଚତାରେ ଅଧିକ ନ ଥିଲେ ମଧ୍ୟ ସେ ବଳିଷ୍ଠ ଗଠନ ଯୋଗୁ ଖୁବ ଦ୍ରୁତ ଗତି ରେଗତିରେ ବୋଲିଂ କରିପାରୁଥିଲେ । ପୁରୁଣା ବଲ ରେବଲରେ ମଧ୍ୟ ରିଭର୍ସ ସ୍ଵିଙ୍ଗ ଦେଇପାରିବା ତାଙ୍କ ବିଶେଷତା ଥିଲା । 
 
== ଆଧାର ସମୂହ ==
୧ ଏପ୍ରିଲ ୧୯୯୮ ରେ୧୯୯୮ରେ ସେ କୋଚି ରେକୋଚିରେ ଅଷ୍ଟ୍ରେଲିଆ ସହ ଏକଦିବାସୀୟ ଖେଳି ତାଙ୍କର ଅନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ମେଚ ରେମେଚରେ ଆଦାମ ଗିଲଖ୍ରୀଷ୍ଟ ଙ୍କୁ ଆଉଟ କରିଥିଲେ । </div></div>
 
== ବାହ୍ୟ ସଂଯୋଗ ==